Odisha Link
Bridging the Missing Links in Odisha
Browsing Tag

DL Test

ରାଜ୍ୟରେ ପୁଣି ଆରମ୍ଭ ହେବ ଡିଏଲ ଟେଷ୍ଟ

ଭୁବନେଶ୍ୱର: କରୋନା କଟକଣା ପାଇଁ ସ୍ଥଗିତ ରହିଥିବା ଗାଡ଼ି ଚାଳନା ଲାଇସେନ୍ସ ଓ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ପରୀକ୍ଷା ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏ ନେଇ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ପରିବହନ ଆୟୁକ୍ତ ତାରିଖ ଧାର୍ଯ୍ୟ କରିବା ସହ ଶୃଙ୍ଖଳିତ ଢ଼ଙ୍ଗରେ ପରୀକ୍ଷା କରିବା ପାଇଁ ରାଜ୍ୟ ସରକାର…

ପୁଣି ଆରମ୍ଭ ହେବ ଡ୍ରାଇଭିଂ ଲାଇସେନ୍ସ…

ଭୁବନେଶ୍ବର: ମହାମାରୀ କରୋନା ଭାଇରସ୍‌ ଓ ଲକ୍‌ଡାଉନ୍‌ କଟକଣା ପାଇଁ ବନ୍ଦ ରହିଥିଲା ଡ୍ରାଇଭିଂ ଟେଷ୍ଟ। ତାହା ପୁଣି ଆରମ୍ଭ ହେବାକୁ ଯାଉଛି। ଡିଏଲ୍‌ ଓ ଏଲ୍‌ଏଲ୍‌ ଟେଷ୍ଟ ଆରମ୍ଭ ହେବା ନେଇ ସୂଚନା ଦେଲେ ପରିବହନ କମିଶନର। ସାମାଜିକ ଦୂରତା ସହ ଗାଇଡଲାଇନ୍‌ କଟକଣା ଭିତରେ ପୁଣିଥରେ ଆରମ୍ଭ ହେବ ଡ୍ରାଇଭିଂ…