Odisha Link
Bridging the Missing Links in Odisha
Browsing Tag

Dog

ଏଣିକି ପୋଷା କୁକୁର ରାସ୍ତାରେ ଝାଡା କଲେ,…

ଭୁବନେଶ୍ବର: ଆପଣ ରାଜଧାନୀ ଭୁବନେଶ୍ବରରେ ରହୁଛନ୍ତି କି? ଘରେ ପୋଷା କୁକୁର ରଖିଛନ୍ତି କି ? ଆଉ ପୋଷା କୁକୁରକୁ ବାହାରେ ବୁଲାଇ ମଳତ୍ୟାଗ କରାଉଛନ୍ତି କି ? ଯଦି ଏପରି କରୁଛନ୍ତି ତେବେ କୁକୁରର ମାଲିକ ମାନେ ସାବଧାନ ହେଇ ଯାଆନ୍ତୁ। କାରଣ ଆପଣଙ୍କ ପୋଷା କୁକୁରର ଅଭ୍ୟାସ ଆପଣଙ୍କୁ ସମସ୍ୟାରେ ପକାଇପାରେ।…

ପଶ୍ଚିମବଙ୍ଗରେ କୁକୁର ମଡ଼କ, ଭାଇରସ୍‌…

କୋଲକାତା: କରୋନା ମହାମାରୀ ଆତଙ୍କ କାୟା ବିସ୍ତାର କରୁଥିବା ବେଳେ ଏବେ ପଶ୍ଚିମବଙ୍ଗରେ କାନାଇନ୍‌ ପାରଭୋ ଭାଇରସ ଆତଙ୍କ ଦେଖିବାକୁ ମଳିଛି। ଏହି ଭାଇରସ କୁକୁରଙ୍କ ଠାରେ ଦେଖାଯାଉଥିବା ବେଳେ କୁକୁରଙ୍କର ମୃତ୍ୟୁ ମଧ୍ୟ ହେଉଛି। ସ୍ଥିତି ଏପରି ହୋଇଛି ଯେ, ୩ ଦିନ ମଧ୍ୟରେ ବିଷ୍ଣୁପୁରରେ ୨୫୦ରୁ ଅଧିକ କୁକୁର…

କୁକୁର ମୁହଁରୁ ନବଜାତ ଶିଶୁ ଉଦ୍ଧାର

କୋରାପୁଟ: କୁକୁର ମୁହଁରୁ ନବଜାତ ଶିଶୁ ଉଦ୍ଧାର। ନବଜାତ ଶିଶୁକୁ କୁକୁର ଝୁଣି ଖାଇବା ଅବସ୍ଥାରେ ଉଦ୍ଧାର କରାଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କାକରିଗୁମ୍ମା ରେଳଲାଇନ କଡ଼ରେ। ନବଜାତକ ଶିଶୁକୁ କେହି ଜନ୍ମକରି ଫିଙ୍ଗି ଦେଇଥିବା ଜଣାପଡିଛି। ଶିଶୁଟିକୁ କୁକୁର ଆକ୍ରମଣ କରିବା ଦେଖି ଲୋକେ…

ବୁଲା କୁକୁରଙ୍କ ପାଇଁ ଫେଲ୍ ମାରିଲା ଲୁଟ୍…

ଭୁବନେଶ୍ୱର: ଜନଜୀବନ ରକ୍ଷା କରିବାରେ ସହାୟକ ହେଉଛନ୍ତି ମଣିଷର ବିଶ୍ୱାସୀ ପ୍ରାଣୀ କୁକୁର । କେତେବେଳେ ଘର ଭିତରକୁ ପଶୁ ଥିବା ବିଷଧର ସାପ ସହ ଲଢେ଼ଇ କରି ଜୀବନ ଦେଉଛି ତ ଆଉ ପୁଣି କେତେବେଳେ ମରଣ ମୁହଁରୁ ତା’ମାଲିକକୁ ବଞ୍ଚାଉଛି। ଏହି ବିଶ୍ବାସୀ ପ୍ରାଣୀ ଯୋଗୁ ରାଜଧାନୀରେ ଏକ ବଡ଼ ଧରଣର ଡକାୟତି ବ୍ୟର୍ଥ…

କୁକୁର ପିନ୍ଧିଲା ହେଲମେଟ୍

ଚେନ୍ନାଇ : ବିନା ହେଲମେଣ୍ଟରେ ଗାଡ଼ି ଚଳାଇଲେ ଫାଇନ ଦେବାକୁ ପଡ଼ିବ । ସେଥିପାଇଁ ଅନେକ ଲୋକ ହେଲମେଣ୍ଟ ପିନ୍ଧି ଗାଡ଼ି ଚଳାଉଛନ୍ତି । ଏହାକୁ ନେଇ ଅନେକ ଫଟୋ ଏବଂ ଭିଡ଼ିଓ ସୋସିଆଲ ମିଡ଼ିଆ ଭାଇରାଲ ହୋଇଥାଏ । ବର୍ତ୍ତମାନ ସୋସିଆଲ୍‌ ମିଡ଼ିଆରେ କୁକୁରକୁ ହେଲମେଟ୍‌ ପିନ୍ଧାଇ ବାଇକ୍‌ରେ ବୁଲାଇଥିବା ଜଣେ…

ଟ୍ରମ୍ପ ଖୋଲିଲେ ଅପରେସନ୍‌ ବାଗଦାଦିର…

ୱାଶିଂଟନ୍‌: କୁଖ୍ୟାତ ଆତଙ୍କବାଦୀ ଆଇଏସଆଇ ମୁଖ୍ୟ ଅବୁ ବକର ଅଲ ବାଗଦାଦିକୁ ଆମେରିକା ଖତମ କରିଦେଇଛି। ଯାହା ଏବେ ସାରା ବିଶ୍ବରେ ଚର୍ଚ୍ଚାର ବିଷୟ। ହେଲେ ତାଠୁ ଅଧିକ ଚର୍ଚ୍ଚାରେ ଗୋଟେ କୁକୁର। କାରଣ ଅପରେସନ୍‌ ବାଗଦାଦିକୁ ସଫଳ ରୂପ ଦେବା ପାଇଁ ଆମେରିକା ସେନାରେ ଥିବା ସାହାସୀ କୁକୁର ହିଁ ପ୍ରମୁଖ…