Odisha Link
Bridging the Missing Links in Odisha
Browsing Tag

DRDO

ଡିଆରଡିଓ ତଥ୍ୟ ଲିକ୍ ମାମଲାରେ ଆଉ ଜଣେ…

ଚାନ୍ଦିପୁର: ଚାନ୍ଦିପୁର ଡିଆରଡିଓର ତଥ୍ୟ ଲିକ ଘଟଣାରେ ଆଉ ଏକ ବଡ଼ ଖବର ସାମନାକୁ ଆସିଛି। ଏହି ମାମଲାର ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଥିବାବେଳେ ଆଜି ଏକ ତଦନ୍ତକାରୀ ଟିମ ବାଲେଶ୍ୱରକୁ ଯାଇ ତଦନ୍ତ ଆରମ୍ଭ କରିଥିଲା। ତେବେ ଏହି ମାମଲାରେ ଆଉ ଜଣକୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ଜଣକ ହେଲେ ସଚିନ…

DRDO ତଥ୍ୟ ଲିକ୍‌ ମାମଲାର ୪ ଅଭିଯୁକ୍ତକୁ…

ବାଲେଶ୍ବର: ଚାନ୍ଦିପୁର ITRରୁ ତଥ୍ୟ ଲିକ୍‌ ଘଟଣାରେ ଗିରଫ ହୋଇଥିବା ୪ଜଣଙ୍କ କୋର୍ଟ ଚାଲାଣ କରିଛି ପୁଲିସ। ଗିରଫ ଅଭିଯୁକ୍ତମାନେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ISIକୁ ତଥ୍ୟ ଦେଉଥିବା ଅଭିଯୋଗରେ ମଙ୍ଗଳବାର ସମସ୍ତଙ୍କୁ ଗିରଫ କରିଥିଲା ପୁଲିସ। ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେ୍ଞ୍ଜ, ITRରୁ…

DRDO ତଥ୍ୟ ଲିକ୍‌ରେ ହନି ଟ୍ରାପ୍…

ବାଲେଶ୍ୱର: ବାଲେଶ୍ୱର ଚାନ୍ଦିପୁର ସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେ୍ଞ୍ଜ, ITRରୁ DRDO ତଥ୍ୟ ଲିକ୍। DRDOର ୪ ଠିକା କର୍ମଚାରୀ ଗିରଫ ଘଟଣାରେ ଏହି ନୂଆ ତଥ୍ୟ ମିଳିଛି। ଏହି ଘଟଣାରେ ହନି ଟ୍ରାପ୍ ଲିଙ୍କ୍‌ ଥିବା ଜଣାପଡିଛି। ଏହି ୪ ଠିକା କର୍ମଚାରୀ ଜଣେ ମହିଳାଙ୍କ ସହ ଯୋଗାଯୋଗରେ ଥିଲେ ବୋଲି ସୂଚନା…

ଅଗ୍ନି ପ୍ରାଇମ-୧ର ସଫଳ ପରୀକ୍ଷଣ,…

ଭଦ୍ରକ: ‘ଅଗ୍ନି ପ୍ରାଇମ-୧’ର ସଫଳ ପରୀକ୍ଷଣ। ଧାମରା ଅବଦୁଲ କଲାମ ଦ୍ୱୀପରୁ ଆଜି ସକାଳ ୧୦ଟା ୫୫ ମିନିଟରେ ଅଗ୍ନି ଶୃଙ୍ଖଳାର ଏକ ନୂଆ ମିସାଇଲ ଅଗ୍ନି ପ୍ରାଇମ-୧ର ସଫଳ ପରୀକ୍ଷଣ ହୋଇଛି। ୪ ନମ୍ବର ଲଞ୍ଚ ପ୍ୟାଡ୍‌ରୁ ଅଗ୍ନି ପ୍ରାଇମ-୧ କ୍ଷେପଣାସ୍ତ୍ରର ସଫଳ ଉତକ୍ଷେପଣ ହୋଇଛି। ଅଗ୍ନି ପ୍ରାଇମ-୧ର ଲକ୍ଷ୍ୟଭେଦ…

କରୋନା ଚିକିତ୍ସାରେ ଡିଆରଡିଓ’ ପ୍ରସ୍ତୁତ…

ଭୁବନେଶ୍ୱର: କରୋନା ଚିକିତ୍ସାରେ ସାମିଲ ହେଲା ‘୨-ଡିଜି’ ଔଷଧ। ଡିଆରଡିଓ ବୈଜ୍ଞାନିକଙ୍କ ଦ୍ବାରା ପ୍ରସ୍ତୁତ ଏହି ଔଷଧକୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି। ଆସନ୍ତା ସପ୍ତାହ ପ୍ରାରମ୍ଭରୁ କୋଭିଡ୍‌-୧୯ ରୋଗୀଙ୍କ ଚିକିତ୍ସା ନିମନ୍ତେ ‘୨-ଡିଜି’ ଔଷଧର ଶୁଭାରମ୍ଭ କରାଯିବ ବୋଲି ‘ଡିଫେନ୍‌ସ୍‌…

ଓଡ଼ିଶାରେ ନିର୍ମାଣ ହେବ ୭ଟି ଅକ୍ସିଜେନ୍‌…

ଭୁବନେଶ୍ୱର: ମହାମାରୀ କରୋନା ସମୟରେ ରୋଗୀଙ୍କ ପାଇଁ ସଞ୍ଜିବନୀ ପାଲଟିଛି ଅକ୍ସିଜେନ୍‌। ଓଡ଼ିଶାରେ ନିର୍ମାଣ ହେବ ୭ଟି ଅକ୍ସିଜେନ ପ୍ଲାଣ୍ଟ। ଏ ସବୁ ଅକ୍ସିଜେନ୍ ପ୍ଲାଣ୍ଟ ତିଆରି କରିବ DRDO। ବୌଦ୍ଧ, କଟକ, ଭଦ୍ରକ, ଗଜପତି, ଝାରସୁଗୁଡ଼ା, ନୟାଗଡ଼ ଓ କୋରାପୁଟ ଜିଲ୍ଲାରେ ଏହି ଅକ୍ସିଜେନ୍‌ ପ୍ଲାଣ୍ଟ ହେବ।…

ଭାରତୀୟ ସେନାକୁ ଅର୍ଜୁନ ଟ୍ୟାଙ୍କ…

ଚେନ୍ନାଇ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡୁ ଓ କେରଳ ଗସ୍ତରେ ଯାଇଥିଲେ। ଏହି ଗସ୍ତବେଳେ ସେ ପ୍ରଥମେ ଚେନ୍ନାଇ ପହଞ୍ଚି ସେଠାରେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଅର୍ଜୁନ ଟ୍ୟାଙ୍କକୁ ଭାରତୀୟ ସେନାକୁ ହସ୍ତାନ୍ତର କରିଛନ୍ତି। ଏହି ଟ୍ୟାଙ୍କ୍‍ ଚେନ୍ନାଇ କମ୍ବାଟ୍‍ ଭେହିକିଲ୍‍ ଗବେଷଣା ଓ…

ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍…

ନୂଆଦିଲ୍ଲୀ: ଭାରତର ଶକ୍ତିଶାଳୀ ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ। ଲ୍ୟାଣ୍ଡ ଆଟାକ୍ ଭର୍ସନ ବା ଭୂପୃଷ୍ଠରୁ ଭୂପୃଷ୍ଠକୁ ଆକ୍ରମଣ କରୁଥିବା କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ ହୋଇଛି। ଆଜି ସକାଳ ୧୦ଟାରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରୁ ଏହି କ୍ଷେପଣାସ୍ତ୍ର ପରୀକ୍ଷଣ…

ପିନାକା ଏମ୍‌କେ-ଆଇର ସଫଳ ପରୀକ୍ଷଣ

ବାଲେଶ୍ୱର: ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଗତକାଲି ପିନାକା ଏମ୍‌କେ-ଆଇର ସଫଳ ପରୀକ୍ଷଣ କରାଯାଇଛି। ପିନାକାର ଉନ୍ନତ ସଂସ୍କରଣର ସଫଳ ପରୀକ୍ଷଣ ହୋଇଥିବା ବେଳେ ଏହାର କ୍ଷମତା ବୃଦ୍ଧି ହୋଇଛି। ଏହି ପରୀକ୍ଷଣ ପ୍ରୁଫ ଆଣ୍ଡ ଏକ୍ସପେରିମେଣ୍ଟ ଏଷ୍ଟାବ୍ଲିସମେଣ୍ଟରୁ କରାଯାଇଛି। ଲଗାତାର ୬ଟି…

‘ନାଗ’ ଆଣ୍ଟି-ଟ୍ୟାଙ୍କ ଗାଇଡ୍…

ଜୟପୁର: କ୍ଷେପଣାସ୍ତ୍ର ପରୀକ୍ଷଣରେ ଭାରତକୁ ଆଉ ଏକ ସଫଳତା। ଆଜି ଭାରତ ‘ନାଗ’ ଆଣ୍ଟି-ଟ୍ୟାଙ୍କ ଗାଇଡ୍ କ୍ଷେପଣାସ୍ତ୍ରର ଅନ୍ତିମ ପର୍ଯ୍ୟାୟକୁ ସଫଳତାର ସହ ପରୀକ୍ଷଣ କରିଛି। ସକାଳ ୬: ୪୫ ରେ ରାଜସ୍ଥାନର ପୋଖରନ୍ ଫିଲ୍ଡ ଫାୟାରିଂ ରେଞ୍ଜରେ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଛି। ନାଗ କ୍ଷେପଣାସ୍ତ୍ରକୁ…