Odisha Link
Bridging the Missing Links in Odisha
Browsing Tag

Dubai

ଦୁବାଇକୁ ପ୍ରଥମ ଉଡ଼ାଣ, ଅରୁଣ କହିଲେ…

ଭୁବନେଶ୍ବର: ବିମାନଯାତ୍ରୀଙ୍କ ପାଇଁ ଖୁସି ଖବର। ଓଡ଼ିଶାର ରାଜଧାନୀ ଭୁବନେଶ୍ବରରୁ ଦୁବାଇ, ସଙ୍ଗାପୁର ଭଳି ସହର ଆଉ ବେସି ଦୂର ନୁହେଁ। ଆଜିଠାରୁ ଭୁବନେଶ୍ବରରୁ ସିଧାସଳଖ ଦୁବାଇକୁ ଉଡ଼ିଲା ବିମାନ। ଭାରତୀୟ ସମୟ ସନ୍ଧ୍ୟା ୬ଟା୩୦ରେ ଉଡ଼ିଲା ବିମାନ। ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…

ବିଦେଶକୁ ରପ୍ତାନି ହେଲା ଓଡ଼ିଶା ମାଣ୍ଡିଆ

ଓଏଲ୍ ବ୍ୟୁରୋ : ଓଡ଼ିଶା ମାଣ୍ଡିଆ ରପ୍ତାନି କ୍ଷେତ୍ରରେ ସଫଳତା ଲାଭ କରିଛି। ରାଜ୍ୟରେ ଉତ୍ପାଦିତ ମାଣ୍ଡିଆକୁ ବିଦେଶକୁ ରପ୍ତାନି କରାଯାଇଛି। ପ୍ରଥମଥର ପାଇଁ ଓଡ଼ିଶା ମିଲେଟ୍ ବିଦେଶକୁ ପଠାଯାଇଥିବା ଜଣା ପଡିଛି। ଓଡ଼ିଶାରେ ଉତ୍ପାଦିତ ମାଣ୍ଡିଆକୁ ଦୁବାଇ ପଠାଯାଇଛି। ରାଜ୍ୟ ସରକାରଙ୍କ କୃଷି ଓ କୃଷକ…

ଦୁବାଇ ନେତୃତ୍ବ ସମିତିରେ ସମ୍ମାନିତ ହେଲେ…

ଦୁବାଇରେ ଅନୁଷ୍ଠିତ ମହିଳା ନେତୃତ୍ବ ସମିତି ୨୦୨୧ (women leadership summit 2021)ରେ ପ୍ରଥମ ଥର ପାଇଁ ସମ୍ମାନିତ ହୋଇଛନ୍ତି ଜଣେ ଓଡ଼ିଆ ମହିଳା। ଚଳିତ ମାସ ୧୨ ତାରିଖରେ ଅନୁଷ୍ଠିତ ଏହି ସ୍ବତନ୍ତ୍ର ଉତ୍ସବରେ ଦୁବାଇରେ ଅବସ୍ଥାପିତ ଓଡ଼ିଆ ମଧୁସ୍ମିତା ନାୟକଙ୍କୁ Inspiring Woman Business Leader…

ଦୁବାଇକୁ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଉଡ଼ାଣ…

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଏକ୍ସପ୍ରେସର ଉଡ଼ାଣକୁ ୧୫ଦିନ ବାତିଲ କଲା ଦୁବାଇ ବିମାନବନ୍ଦର। ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଗତ ଦୁଇ ସପ୍ତାହ ମଧ୍ୟରେ କରୋନା ରୋଗୀଙ୍କୁ ଦୁବାଇକୁ ପଠାଇଥିବାରୁ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ବିମାନ ସେବାକୁ ୧୫ଦିନ ପାଇଁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିଛି ଦୁବାଇ। ଦୁବାଇ ବେସାମରିକ…

ଦୁବାଇକୁ ୫୫ ଲକ୍ଷ…

ଦୁବାଇ: ଭାରତ ପକ୍ଷରୁ ୟୁନାଇଟେଡ୍‌ ଆରବ ଏମିରେଟ୍ସ(ୟୁଏଇ)କୁ ୫୫ ଲକ୍ଷ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ପଠାଯାଇଛି ବୋଲି ଗତକାଲି ରାତିରେ ଜଣାଇଛନ୍ତି ସ୍ଥାନୀୟ ସରକାର। ଏଥିପାଇଁ ୟୁଏଇ ପକ୍ଷରୁ ଭାରତକୁ ଧନ୍ୟବାଦ ଦିଆଯାଇଛି। ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଏକ ମ୍ୟାଲେରିଆ ବଟିକା ହୋଇଥିଲେ ହେଁ ଏହା କରୋନା…

କରୋନା : ଦୁବାଇରେ ଫସିଲେ ସୋନୁ

ମୁମ୍ବାଇ:  କରୋନା ନାଁ ଶୁଣିଲେ ସମସ୍ତଙ୍କ ମନରେ ଭୟ ସୃଷ୍ଟି ହେଉଛି । ପ୍ରାଣଘାତୀ କରୋନା ଭାରତରେ ଏହାର କାୟା ବିସ୍ତାର କରିବାରେ ଲାଗିଛି। ଦିନକୁ ଦିନ ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଛି। ଏହାର ପ୍ରଭାବ ବଲିଉଡରେ ମଧ୍ୟ ଦେଖିବାକୁ ମିଳୁଛି । ତେବେ ବଲିଉଡର ଲୋକପ୍ରିୟ ଗାୟକ ସୋନୁ ନିଗମ ଏକ…