କଟକରୁ ନକଲି ଚା’ ପତି ଜବତ
କଟକ: କିଛି ଦିନ ହେବ କଟକରୁ ନକଲି ଓ ଅପମିଶ୍ରିତ ଖାଦ୍ୟ ସାମଗ୍ରୀର କାରଖାନା ଜବତ କରାଯାଇଛି। ଆଜି ପୁଣି ସହରର ଏକ ଅପମିଶ୍ରିତ ଚା’ ଗୋଦାମ ଠାବ କରିଛି ପୋଲିସ। ସହରର ମୁକାମେଶ୍ୱର ଗାଁରୁ ଏକ ଚା’ ଗୋଦାମ ଠାବ ହୋଇଛି।
ସଦର ପୋଲିସ ଏଠାରେ ଚଢାଉ କରି ବିପୁଳ ପରିମାଣର ଅପମିଶ୍ରିତ ସାମଗ୍ରୀ ଜବତ କରିଛି।…