Odisha Link
Bridging the Missing Links in Odisha
Browsing Tag

Earthquake

ଭୂମିକମ୍ପ ପରେ ସୁନାମୀ; ଅନ୍ଧାରରେ ୩୦…

ଓଏଲ୍‌ ବ୍ୟୁରୋ: ନୂଆବର୍ଷ ଆରମ୍ଭରୁ ଜାପାନରେ ବଡ଼ ଧରଣର ଭୂମିକମ୍ପ। ବାରମ୍ବାର ଭୁମିକମ୍ପ ହେବା ପରେ ଜାପାନାରେ ବର୍ତ୍ତମାନ ସୁନାମୀ ଆସିଛି। ଇଶିକାୱାରେ ସମୁଦ୍ରରେ ୫ ଫୁଟ ଉଚ୍ଚର ସୁନାମୀ ଲହଡ଼ି ମାଡ଼ ହୋଇଛି। ଏହାକୁ ନେଇ ଲୋକେ ଭୟଭିତ ହୋଇପଡିଛନ୍ତି। ଏଥିସହିତ ହଜାର ହଜାର ଲୋକେ ପ୍ରଭାବତି ହୋଇଛନ୍ତି।…

ଉତ୍ତରାଖଣ୍ଡରେ ଭୂମିକମ୍ପ ଝଟ୍‌କା

ଓଏଲ୍‌ ବ୍ୟୁରୋ: ଉତ୍ତରାଖଣ୍ଡରେ ଭୂମିକମ୍ପ ଝଟ୍‌କା। ଭୂମିକମ୍ପରେ ଦୋହଲି ଗଲା ପିଥୋରାଗଡ଼ରୁ ୪୮କିମି ଉତ୍ତର-ପୂର୍ବରେ ଥିବା ବିଭିନ୍ନ ସ୍ଥାନ। ଉତ୍ତରାଖଣ୍ଡରେ ଅନୁଭୂତ ହୋଇଥିବା ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪ ରେକର୍ଡ କରାଯାଇଛି। ପିଥୋରାଗଡ଼ରୁ ୪୮କିମି ଉତ୍ତର-ପୂର୍ବରେ ଭୂମିକମ୍ପ ଅନୁଭୂତ…

ଭୂକମ୍ପ ଝଟ୍‌କା, ଥରିଲା ଦିଲ୍ଲୀ ସମେତ…

ଓଏଲ୍‌ ବ୍ୟୁରୋ: ଭୂକମ୍ପରେ ଥରିଲା ଦିଲ୍ଲୀ ସମେତ ଭାରତର କିଛି ଅଞ୍ଚଳ। ଭୂମିକମ୍ପର କେନ୍ଦ୍ରସ୍ଥଳୀ ନେପାଳରେ ହୋଇଥିବାବେଳେ ସେଠାରେ ରେକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ ବୋଲି ଜଣାପଡିଛି। ତେବେ କୌଣସି କ୍ଷୟକ୍ଷତିର ସ୍ପଷ୍ଟ ସୂଚନା ମିଳିପାରିନାହିଁ। ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜିର ତଥ୍ୟ ମୁତାବକ,…

ଭୂକମ୍ପରେ ଥରିଲା ଇଣ୍ଡୋନେସିଆ, ୨ଘଣ୍ଟା…

ଓଏଲ୍‌ ବ୍ୟୁରୋ: ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ। ରିକ୍ଟର ସ୍କେଲ୍‌ରେ ଭୂମିକମ୍ପର ତୀବ୍ରତା ୭.୩ ରେକର୍ଡ କରାଯାଇଛି। ସୁମାତ୍ରା ଦ୍ବୀପର ପଶ୍ଚିମରେ ଭୂମିକମ୍ପର କେନ୍ଦ୍ରସ୍ଥଳ। ସେଠାରେ ଦୁଇ ଘଣ୍ଟା ପାଇଁ ସୁନାମି ଚେତାବନୀ ଜାରି କରାଯାଇଛି। ଏହି ବଡଧରଣର ଭୂକଂପରେ କେତେ ପରିମାଣରେ କ୍ଷୟକ୍ଷତି ହୋଇଛି…

ନ୍ୟୁଜିଲାଣ୍ଡରେ ଭୂକଂପ ଝଟ୍‌କା, ତୀବ୍ରତା…

ଓଏଲ୍‌ ବ୍ୟୁରୋ: ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ନ୍ୟୁଜିଲାଣ୍ଡ। ନ୍ୟୁଜିଲାଣ୍ଡର ଉତ୍ତରରେ ଥିବା କେର୍ମାଡେକ୍ ଦ୍ୱୀପପୁଞ୍ଜ ନିକଟରେ ୭.୧ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ କେନ୍ଦ୍ରିଭୂତ ହୋଇଛି। ଭୟଙ୍କର ଭୂମିକଂପରେ କ୍ଷୟକ୍ଷତିର ସୂଚନା ନଥିବାବେଳେ ଭୂମିକଂପକୁ ନେଇ ସତର୍କ ସୂଚନା ଦିଆଯାଇଛି। ସମୁଦ୍ରରେ…

କୋରାପୁଟରେ ଭୂମିକମ୍ପ

ଓଏଲ୍‌ ବ୍ୟୁରୋ: ଆଜି ଭୋର ୫ଟାରେ କୋରାପୁଟ ଜିଲ୍ଲା ନାରାୟଣପାଟଣାରେ ମୃଦୁ ଭୂମିକମ୍ପ ଅନୁଭୂତ। ରିକ୍ଟର ସ୍କେଲରେ ଏହାର ତ୍ରୀବତା ୩.୮ ରେକର୍ଡ କରାଯାଇଛି।ଫଳରେ ଲୋକମାନେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ। ସୂଚନାମୁତାବିକ, ଆଜି ଭୋର ୫ଟା ୫ ମିନିଟରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଛତିଶଗଡ…

ତୁର୍କୀରେ ଭୂକମ୍ପର ତାଣ୍ଡବ, ଧ୍ୱଂସାବଶେଷ…

ଓଏଲ୍‌ ବ୍ୟୁରୋ : ପ୍ରକୃତିର ବିଚିତ୍ର ଲୀଳାରେ ଫସିଯାଇଛି ହଜାର ହଜାର ଜୀବନ। ତୁର୍କୀ ଓ ସିରିଆ ଭୂକମ୍ପର ବୀଭତ୍ସ ଚିତ୍ର ବିଶ୍ୱବାସୀଙ୍କ ମନ ଆନ୍ଦୋଳିତ କରୁଛି। ବର୍ତ୍ତମାନ ସୁଦ୍ଧା ଭୂକମ୍ପ ଜନିତ ମୃତ୍ୟୁସଂଖ୍ୟା ୯ହଜାରରୁ ଅଧିକ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା ବଢ଼ିବାରେ ଆଶଙ୍କା କରାଯାଉଛ। ସୂଚନା…

ତୁର୍କୀରେ ପ୍ରକୃତିର ତାଣ୍ଡବ, ୮ ହଜାର…

ଓଏଲ୍‌ ବ୍ୟୁରୋ : ତୁର୍କୀରେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି। ଭୂକମ୍ପରେ ଥରି ଉଠିଛି ତୁର୍କୀ ଓ ସିରିଆ। ଭୂକମ୍ପ କାରଣରୁ ୮ ହଜାର ଟପିଲାଣି ମୃତକଙ୍କ ସଂଖ୍ୟା। ତୁର୍କୀରେ ୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ସିରିଆରେ ମଧ୍ୟ ୨୫୦୦ରୁ ଅଧିକଙ୍କ ମୃତ୍ୟୁ ହେବାର ଜଣା ପଡ଼ିଛି। ଏବେ ବି…

ଭୂକମ୍ପରେ ଥରିଲା ତୁର୍କୀ; ସହାୟତାର ହାତ…

ଓଏଲ୍‌ ବ୍ୟୁରୋ : ତୁର୍କୀରେ ବାରମ୍ବାର ଭୂକମ୍ପର ଝଟକା ଅନୁଭୂତ ହୋଇଥିବା ଜଣା ପଡିଥିଲା। ଭୂକମ୍ପରେ ଅନେକ ଲୋକଙ୍କ ପ୍ରାଣ ଚାଲିଯାଇଥିବାବେଳେ ବଡ ବଡ଼ କୋଠା ଭାଙ୍ଗି ଯାଇଛି। ତେବେ ବଡ଼ ବଡ଼ କୋଠା ତଳେ ଅନେକ ଲୋକ ଚାପି ହୋଇ ରହିଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ଭୂକମ୍ପ ପ୍ରଭାବିତ…

ଭୟଙ୍କର ଭୂମିକମ୍ପରେ ଦୋହଲିଲା ତୁର୍କୀ,…

ଓଏଲ୍‌ ବ୍ୟୁରୋ: ତୁର୍କୀରେ ବଡ଼ ଧରଣଣ ଭୂମିକମ୍ପ । ଯାହାର ତୀବ୍ରତା ୭.୮ ରେକର୍ଡ କରାଯାଇଛି। ଦକ୍ଷିଣପୂର୍ବ ତିର୍କୀର ଗାଜିଆନଟେପରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି। ଏଥିରେ ଅନେକ କୋଠା ନଷ୍ଟ ହୋଇଥିବା ବେଳେ ୫୦ରୁ ଉର୍ଦ୍ଧ୍ବ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି…