Odisha Link
Bridging the Missing Links in Odisha
Browsing Tag

East Coast Railway

ପୂର୍ବତଟ ରେଳ ବିଭାଗକୁ ଚିଠି ଲେଖିଲେ…

ନୟାଗଡ଼: ପୂର୍ବତଟ ରେଳ ବିଭାଗକୁ ଚିଠି ଲେଖିଲେ ନୟାଗଡ଼ ବିଧାୟକ ତଥା କୃଷି ମନ୍ତ୍ରୀ ଅରୁଣ ସାହୁ। ଏନେଇ ଚିଠିରେ ମନ୍ତ୍ରୀ ଲେଖିଛନ୍ତି ଯେ, କରୋନା ମହାମାରୀ କାରଣରୁ ଗତ ମାର୍ଚ୍ଚ ମାସ ଠାରୁ ନୟାଗଡ଼କୁ ରେଳ ଚଳାଚଳ ବନ୍ଦ ରହିଥିଲା। ବର୍ତ୍ତମାନ ପରିସ୍ଥିତି ସ୍ୱାଭାବିକ ହେବା ସହିତ ଧର୍ମାନୁଷ୍ଠାନମାନ…

୨୫ ଟ୍ରେନର ଚଳାଚଳରେ ପରିବର୍ତ୍ତନ,…

ଭୁବନେଶ୍ବର: ପୂର୍ବତଟ ରେଳପଥର ୨୫ ଟି ଟ୍ରେନର ସମୟର ପରିବର୍ତ୍ତନ। ୨୫ ଟ୍ରେନ୍ ଓ ୩ ଯୋଡା ବିଶେଷ ଟ୍ରେନ ଚଳାଚଳ ସମୟ ପରିବର୍ତ୍ତନ ନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ବର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ ଶନିବାର ପୂର୍ବାହ୍ନ ୯.୩୦ ମିନିଟ୍‌ରେ ଭୁବନେଶ୍ବରରୁ ନୂଆଦିଲ୍ଲୀ ଅଭିମୁଖେ…

ଏଣିକି ଟ୍ରେନ୍‌ ଭିତରେ ଦାଖଲ କରିହେବ…

ଭୁବନେଶ୍ବର: ଏଣିକି ଟ୍ରେନ୍‌ରେ ରୁଜୁ କରି ହେବ ଏତଲା। ଟ୍ରେନ୍‌ରେ ଯିବା ସମୟରେ ଚୋରି କିମ୍ବା କୌଣସି ଅପରାଧିକ ମାମଲା ପାଇଁ ଆଉ ଷ୍ଟେସନ୍‌ରେ ଓହ୍ଲାଇ ଏତଲା ଦେବାକୁ ପଡ଼ିବ ନାହିଁ। ଏଣିକି ଟ୍ରେନ୍‌ ଭିତରେ ଏତଲା ଦାଖଲ କରିହେବ। ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଏବଂ ସରକାରୀ ରେଳ ପୁଲିସ (ଜିଆର୍‌ପି)…

ଏଣିକି ରାଜ୍ୟରେ ସବୁ ଷ୍ଟେସନରେ ରହିବ…

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ଲାଗି ଟ୍ରେନ୍‌ ରହଣୀ ଉପରେ ଲଗାଯାଇଥିବା କଟକଣାକୁ ହଟାଇ ଦିଆଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ସାଧାରଣ ଜୀବନଯାତ୍ରା ସ୍ବାଭାବିକ ‌ଅବସ୍ଥାକୁ ଫେରୁଥିବାରୁ ରାଜ୍ୟ ଭିତରେ ଟ୍ରେନ୍ ଚଳାଚଳ କ୍ଷେତ୍ରରେ ଥିବା ପ୍ରତିବନ୍ଧକକୁ ହଟାଯାଇଥିବା ରାଜ୍ୟ ବାଣିଜ୍ୟ ଓ ପରିବହନ…

ପୂର୍ବତଟ ରେଳପଥର ମୁଖ୍ୟ ଲୋକସମ୍ପର୍କ…

ଭୁବନେଶ୍ୱର: ପୂର୍ବତଟ ରେଳପଥର ନୂଆ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି କୁଶଳେନ୍ଦ୍ର କିଶୋର ଖାଡଙ୍ଗା। ଏହା ପୂର୍ବରୁ ସେ ରେଳବାଇର ମଞ୍ଚେଶ୍ବରସ୍ଥିତ ୱାର୍କଶପ୍‌ଠାରେ ଡେପୁଟି ଚିଫ୍‌ ମେକାନିକାଲ ଇଞ୍ଜିନିୟର ରହିଥିଲେ। ଶ୍ରୀ ଖାଡଙ୍ଗା ଜାପାନସ୍ଥିତ ଟୋକିଓର ୱାସେଦା…

ରାଜ୍ୟରେ ଚାଲିବ ୫ଟି ସ୍ପେଶାଲ ଟ୍ରେନ୍,…

ଭୁବନେଶ୍ବର: ଜୁନ୍‌ ୧ରୁ ସାରା ଦେଶରେ ୨୦୦ଟି ସ୍ପେଶାଲ ଟ୍ରେନ୍‌ ଚଳାଚଳ ଆରମ୍ଭ କରିଛି। ଏଥିସହିତ ରାଜ୍ୟ ଭିତରେ ଚଳାଚଳ କରିବ ୫ଟି ସ୍ୱତନ୍ତ୍ର ଟ୍ରେନ୍। ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ,ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର, ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର, ସମ୍ବଲପୁର-ଖୋର୍ଦ୍ଧା ରୋଡ଼ ସମ୍ବଲପୁର,…

କରୋନା ପାଇଁ ପ୍ଲାଟଫର୍ମ ଟିକେଟ ୫୦ ଟଙ୍କା

ଭୁବନେଶ୍ୱର: କରୋନା ସଂକ୍ରମଣର ମୁକାବିଲା ପାଇଁ ଜନଗହଳି ନ କରିବାକୁ ସତର୍କତା ଜାରି କରାଯାଇଛି। ଏଥସହ ଜନଗହଳିପୂର୍ଣ୍ଣ ସ୍ଥାନରେ ଭିଡ଼ କମାଇବା ନିମନ୍ତେ ପଦକ୍ଷେପ ନିଆଯାଇଛି। ଫଳରେ ରେଳ ଷ୍ଟେସନଗୁଡ଼ିକରେ ପ୍ଲାଟଫର୍ମ ଟିକେଟର ମୂଲ୍ୟ ୫୦ ଟଙ୍କା କରାଯାଇଛି। ଏନେଇ ଆଜି ପୂର୍ବତଟ ରେଳବାଇ ପକ୍ଷରୁ ନିଷ୍ପତ୍ତି…

କରୋନା ପ୍ରଭାବ: ପୂର୍ବତଟ ରେଳର ୧ଲକ୍ଷରୁ…

ଭୁବନେଶ୍ୱର: କରୋନା ଭାଇରସ୍‌କୁ କେନ୍ଦ୍ର କରି ଦେଶ ଓ ରାଜ୍ୟରେ ଏକ ଆତଙ୍କଜନକ ପରିସ୍ଥିତି ସୃଷ୍ଟି ହୋଇଛି। କରୋନାକୁ ନେଇ ଆତଙ୍କିତ ଜନତା ନିଜର ସୁରକ୍ଷାକୁ ଦୃଷ୍ଟିରେ ରଖି ଏବେ ସେମାନଙ୍କର ଯାତ୍ରାକୁ ସ୍ଥଗିତ ରଖିବା ପାଇଁ ଅଧିକ ନିରାପଦ ମଣୁଛନ୍ତି। ଫଳରେ ଏହାର ସିଧାସଳଖ ପ୍ରଭାବ ଏବେ ପୂର୍ବତଟ ରେଲେଓ୍ଵ…

୨୬ଟି ରେଳଷ୍ଟେସନରେ ଉଡ଼ିବ ଜାତୀୟ ପତାକା,…

ଭୁବ‌ନେଶ୍ବର: ଏଣିକି ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଥିବା ଷ୍ଟେସନ ଗୁଡ଼ିକରେ ଲାଗିବ ଜାତୀୟ ପତାକା। ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଥିବା ବିଭିନ୍ନ ଜିଲ୍ଲା ସଦର ମହକୁମା ଓ ପର୍ଯ୍ୟଟନ ସ୍ଥଳକୁ ଗୁରୁତ୍ୱ ଦେଉଥିବା ଷ୍ଟେସନଗୁଡ଼ିକରେ ମନୁମେଣ୍ଟାଲ ଜାତୀୟ ପତାକା ପ୍ରତିଷ୍ଠା କରିବାକୁ ଯୋଜନା କରାଯାଇଛି।…