Odisha Link
Bridging the Missing Links in Odisha
Browsing Tag

ECMO

ଆଖି ବୁଜିଲେ ଇକ୍‌ମୋ ଚିକିତ୍ସାଧୀନ…

କଟକ: ଚାଲିଗଲା ଆଉ ଜଣେ ଚିକିତ୍ସାଧୀନ ଆକ୍ରାନ୍ତଙ୍କ ଜୀବନ। କଟକ ଏସସିବି ମେଡିକାଲରେ ଇକ୍‌ମୋ ମେସିନରେ ଚିକିତ୍ସାଧୀନ ଥିବା ଜଣେ ରୋଗୀଙ୍କ ମୃତ୍ୟୁ ଶନିବାର ହୋଇଛି। ମୃତକଙ୍କ ନାଁ ଜଗନ୍ନାଥ ପ୍ରଧାନ(୩୨)। ଘର କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ । ଏସ୍‌ସିବିରେ ଏହା ପ୍ରଥମ ଇକ୍‌ମୋ ମୃତ୍ୟୁ…

ଜୀବନ ଯୁଦ୍ଧରେ ହାରିଗଲେ ଅଭିଷେକ, ବଞ୍ଚାଇ…

ଭୁବନେଶ୍ବର: ବଞ୍ଚାଇ ପାରିଲାନି ଇକମୋ ଚିକିତ୍ସା। ଶେଷରେ ଆଖି ବୁଜିଲେ ଭଦ୍ରକର ଅଭିଷେକ ମହାପାତ୍ର। ଡାକ୍ତରଙ୍କ ଶତଚେଷ୍ଟା, ଜନସାଧାରଣଙ୍କ ସାହାଯ୍ୟ ସତ୍ତ୍ବେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ଅଭିଷେକ। ଶୁକ୍ରବାର ରାତି ୧୦ଟା ୪୫ ମିନିଟରେ ତାଙ୍କର ପରଲୋକ ହୋଇଥିବା ସୂଚନା ରହିଛି। କୋଭିଡରେ ଆକ୍ରାନ୍ତ…

କଟକ ଏସ୍‌ସିବି ପୂର୍ବ ଭାରତର ଇକମୋ ହବ୍:…

କଟକ: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ଆଜି ଏସ୍‌ସିବିରେ ବହୁ ପ୍ରତୀକ୍ଷିତ ଏକ୍‌ମୋ ଚିକିତ୍ସାର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୯ଟି ଏକମୋ ମେସିନକୁ ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ନବୀନ। ଏସ୍‌ସିବିରେ ଗୁରୁତର ରୋଗୀଙ୍କୁ ଇକମୋ ମାଗଣା ଚିକିତ୍ସା ସେବା…

ଅଗଷ୍ଟ ୧୫ରୁ ରାଜ୍ୟରେ ଇକମୋ ସେବା ଆରମ୍ଭ

ଭୁବନେଶ୍ବର: ରାଜ୍ୟରେ ଅଗଷ୍ଟ ୧୫ତାରିଖରୁ ଆରମ୍ଭ ହେବ ଇକମୋ ସେବା। ଏଥିଲାଗି କଟକ ଏସସିବି ମେଡିକାଲରେ ୯ଟି ମେସିନ ରଖାଯାଇଥିବା କହିଛନ୍ତି ଡିଏମଇଟି ସିବିକେ ମହାନ୍ତି। ଏଥିପାଇଁ ଆବଶ୍ୟକ ମାନବ ସମ୍ବଳଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇ ସରିଛି। ଗୋଟିଏ ଟିମ୍ କଲିକତାରୁ ଟ୍ରେନିଂ ନେଇ ଫେରିଛନ୍ତି। ଆଉ ଗୋଟିଏ…

୨ ସପ୍ତାହ ମଧ୍ୟରେ ଏସ୍‌ସିବିରେ ଲାଗିବ…

କଟକ: ରାଜ୍ୟବାସୀଙ୍କ ପାଇଁ ଭଲ ଖବର। ଆଗାମୀ ଦୁଇ ସପ୍ତାହ ମଧ୍ୟରେ କଟକ ବଡ଼ ମେଡିକାଣେ ହୃଦବକ୍ଷ ଶଲ୍ୟ ବିଭାଗରେ ଉଦ୍‌ଘାଟିତ ହେବ ଏକ୍‌ମୋ (ଏକ୍ସଟ୍ରାକର୍ପୋରିଏଲ ମେମ୍ବ୍ରେନ ଅକ୍ସିଜିନେସନ୍) ୟୁନିଟ୍। ଏନେଇ ତାରିଖ ଘୋଷଣା ହୋଇ ନାହିଁ। ହେଲେ ଜୁଲାଇ ମାସରେ ହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି…

ଭୁବନେଶ୍ୱର ଏମ୍ସକୁ ଆସିଲା ପ୍ରଥମ ଇକମୋ…

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସକୁ ଆସିଲା ଇକମୋ ମେସିନ୍। ଆଉ ଗୁରୁତର ରୋଗୀଙ୍କୁ ଏୟାରଲିଫ୍ଟ ଯୋଗେ ବାହାରକୁ ଚିକିତ୍ସା ପାଇଁ ନେବାକୁ ପଡିବ ନାହିଁ। ଭୁବନେଶ୍ୱର ଏମ୍ସରେ ପ୍ରଥମ ଇକମୋ ମେସିନ୍ ଆସିଛି।ଏହାକୁ କାର୍ୟ୍ୟକ୍ଷମ କରିବା ସହ ଅପରେଟ୍ କରିବା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମକୁ ପ୍ରଶିକ୍ଷଣ…

ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ଅମୂଲ୍ୟ,…

ନୟାଗଡ଼: ଅନ୍ୟମାନଙ୍କ ପାଇଁ ବିପଦର ବନ୍ଧୁ ଥିଲେ। ହେଲେ ମହାମାରୀ କରୋନା କାଳରେ ସେ ଅସହାୟ। କରୋନା ପିଜଟିଭ ହେବା ପରେ ମେଡିକାଲରେ ମୃତ୍ୟୁ ସହ ଲଢ଼ୁଛନ୍ତି ନୟାଗଡ଼ର ଅମୂଲ୍ୟ ପରିଡ଼ା। ଏବେ ତାଙ୍କୁ ଦରକାର ଇକମୋ ଚିକିତ୍ସା। ଶଙ୍ଖା-ସିନ୍ଦୂର ବଞ୍ଚାଇବାକୁ ସ୍ତ୍ରୀ କରୁଛି ଆକୁଳ ନିବେଦନ। ଅନପ୍ୟଟେ ବାପାଙ୍କ…

ଓଡ଼ିଶାର ସବୁ ଭେଷଜ ମହାବିଦ୍ୟାଳୟରେ ECMO…

ଭୁବନେଶ୍ବର: ମହାମାରୀ କରୋନାରେ ଗୁରୁତର ହେଉଥିବା ରୋଗୀଙ୍କ ପାଇଁ ECMO ଚିକିତ୍ସା ବରଦାନ ସାବ୍ୟସ୍ତ ହୋଇଛି। ହେଲେ ଓଡ଼ିଶାରେ କୌଣସି ସରକାରୀ ମେଡିକାଲ୍‌ରେ ଇକ୍‌ମୋ ମେସିନ୍‌ ନଥିବାରୁ ଗୁରୁତର ରୋଗୀଙ୍କୁ ରାଜ୍ୟ ବାହାରକୁ ଏୟାରଲିପ୍ଟିଂ କରାଯାଉଛି। ଗତ ସପ୍ତାହେ ମଧ୍ୟରେ ୩ ଜଣଙ୍କୁ ଏୟାରଲିପ୍ଟିଂ କରାଯାଇ…

କ୍ୟାପିଟାଲ ହସ୍ପିଟାଲକୁ ଆସିବ ଇକମୋ…

ଭୁବନେଶ୍ୱର: ଓଡ଼ିଶାରେ ଇକମୋ ମେସିନ ନଥିବାରୁ ବହୁ ଗୁରୁତର କରୋନାରେ ପୀଡିତ ରୋଗୀଙ୍କୁ ଏୟାର ଲିଫ୍ଟିଂ କରାଯାଉଛି। ଏହି ବାବଦକୁ ରୋଗୀଙ୍କ ପରିବାରକୁ ୧ କୋଟି ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ୁଛି ଯାହା ବ୍ୟୟ ସାପେକ୍ଷ। ବହୁଲୋକ କଷ୍ଟରେ ଟଙ୍କା ଯୋଗାଡ଼ କରି ରୋଗୀଙ୍କୁ ଇକମୋ ଦ୍ୱାରା ଚିକିତ୍ସା…