୨୦୧୯ ଗଣତନ୍ତ୍ର ସୂଚକାଙ୍କରେ ତଳକୁ ଖସିଲା…
ନୂଆଦିଲ୍ଲୀ: ଇକୋନୋମିକ ଇଣ୍ଟେଲିଜେନ୍ସ ୟୁନିଟ୍ ପ୍ରକାଶ କରିଛି ଗଣତନ୍ତ୍ର ସୂଚକାଙ୍କ(ଡେମୋକ୍ରାସି ଇନ୍ଡେକ୍ସ) ରିପୋର୍ଟ। ଏହି ରିପୋର୍ଟ ମୁତାବକ ଭାରତ ୧୦ ପଏଣ୍ଟରୁ ତଳକୁ ଖସିଯାଇଛି। ଏହି ତାଲିକାରେ ୧୫୭ଟି ଦେଶ ମଧ୍ୟରୁ ଭାରତ ୧୦ ପଏଣ୍ଟ ତଳକୁ ଖସି ୫୧ ସ୍ଥାନରେ ରହିଛି। ୨୦୧୭ରେ ଏହି ସୂଚୀରେ ଭାରତ ୪୨…