Odisha Link
Bridging the Missing Links in Odisha
Browsing Tag

Elections

ପ୍ରଥମ ଥର ପାଇଁ ଖଣ୍ଡପଡ଼ାରେ ପଦ୍ମ ଫୁଟିବ:…

ନୟାଗଡ଼: ସାଧାରଣ ନିର୍ବାଚନ ଘଡ଼ି ପାଖେଇ ଆସୁଥିବାବେଳେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ମତା ବୃଦ୍ଧିପାଇଛି। ପ୍ରଥମ ଥର ପାଇଁ ଏଠାରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ବିଜୟୀ ହେବେ ବୋଲି ଦଳ ଦୃଢ଼ୋକ୍ତି ବାଢ଼ୁଥିବାବେଳେ, ଭାପୁର ପ୍ରସଙ୍ଗ ଏଥର ଗୁରୁତ୍ବ ପାଇବ। ବିଜୁ ଜନତା ଦଳ ସରକାରରେ ଭାପୁର…

ନିର୍ବାଚନରେ ହାରିବାରୁ ରାସ୍ତା ଖୋଳିନେଲେ

ଲକ୍ଷ୍ନୌ: ପଞ୍ଚାୟତ ନିର୍ବାଚନରେ ହରିଯିବା ପରେ ରାଜ୍ୟର ବହୁ ସ୍ଥାନରେ ପରାଜିତ ପ୍ରାର୍ଥୀ ହିଂସା କରୁଥିବା ଖବର ଆସିଛି। ହାରିଥିବା ପ୍ରାର୍ଥୀ ଜନସାଧାରଣଙ୍କ ଉପରେବ ବିଭିନ୍ନ ବାଗରେ ରାଗ ସୁଝାଉଛନ୍ତି। ବାରବାଙ୍କୀ ଜିଲ୍ଲାରେ ଜଣେ ପରାଜିତ ପ୍ରାର୍ଥୀ ରାଗରେ ଗାଁକୁ ଯାଇଥିବା ରାସ୍ତାକୁ ଜେସିବି ଲଗାଇ ଖୋଳି…

ମମତାଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ପୁଣି ଥରେ ତୃଣମୂଳ କଂଗ୍ରେସ ବିଜୟ ଲାଭ କରିଥିବା ବେଳେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଦଳ ମୁଖ୍ୟ ମମତା ବାନାର୍ଜୀ। ମମତାଙ୍କ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଶ୍ଚିମବଙ୍ଗ ସରକାରଙ୍କ ଯଥାସମ୍ଭବ କେନ୍ଦ୍ର ସହଯୋଗ…

ପଶ୍ଚିମବଙ୍ଗ ନିର୍ବାଚନ: ମେଣ୍ଟିଲା ବାମଦଳ…

କଲିକତା: ମାତ୍ର ଆଉ କିଛିଦିନ ମଧ୍ୟରେ ନିର୍ବାଚନ କମିଶନ ପଶ୍ଚିମବଙ୍ଗ ବିଧାନସଭା ଆସନ ପାଇଁ ତାରିଖ ଘୋଷଣା କରିପାରନ୍ତି। ଏହାରି ମଧ୍ୟରେ ନିର୍ବାଚନକୁ ନେଇ ବିଜେପି ଓ ଟିଏମସି ମଧ୍ୟରେ ବାଦ ବିବାଦ ଲାଗି ରହିଥିବା ବେଳେ ପଶ୍ଚିମବଙ୍ଗ ନିର୍ବାଚନରେ ଅନ୍ୟ ଏକ ମେଣ୍ଟ ବାମଦଳ ଓ କଂଗ୍ରେସ ନିର୍ବାଚନୀ ମୈଦାନକୁ…

ନିର୍ବାଚନ ଫଳାଫଳ: ତିର୍ତ୍ତୋଲରେ ପଞ୍ଚମ…

ଜଗତସିଂହପୁର: ଆଜି ବାଲେଶ୍ବର ଓ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଫଳା ପ୍ରକାଶ ପାଇବ। ତିର୍ତ୍ତୋଲ ଉପନିର୍ବାଚନରେ ପଞ୍ଚମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୬୪୦୦ ଭୋଟରେ ଆଗୁଆ ରହିଥିବା ଜଣାଯାଇଛି। ପଞ୍ଚମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର…

ଉପନିର୍ବାଚନ: ବାଲେଶ୍ୱରରେ ଶଙ୍ଖ ଧରିଲେ…

ବାଲେଶ୍ୱର: ଉପନିର୍ବାଚନା ପୂର୍ବରୁ ବାଲେଶ୍ୱରରେ କଂଗ୍ରେସ ନେତା ମାଧବାନନ୍ଦ ମଇନି ତାଙ୍କ ଶତାଧିକ କର୍ମୀଙ୍କ ସହ ବିଜେଡିରେ ଯୋଗ ଦେଇଛନ୍ତି। ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ନେତୃତ୍ୱରେ ଦଳରେ ସାମିଲ ହୋଇଛନ୍ତି। ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ ହୋଇଛି।…

ଉପ ନିର୍ବାଚନ: ନାମାଙ୍କନପତ୍ର ଦାଖଲ…

ଭୁବନେଶ୍ୱର: ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଆସନରେ ଉପ ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ଏହାର ନାମାନଙ୍କପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଉପ ନିର୍ବାଚନ କାର୍ୟ୍ୟସୂଚୀ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ…

ଉପନିର୍ବାଚନ: ଆଜି ପ୍ରକାଶ ପାଇବ…

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୩ ତାରିଖରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ହେବ। ଏଥିପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ। ଏଥର କରୋନା ମହାମାରୀ ମଧ୍ୟରେ ନିର୍ବାଚନ ହେଉଥିବାରୁ କଟକଣା ମାନି ଭୋଟରମାନେ ମତାଧିକାର ସାବ୍ୟସ୍ତ କରିବେ। ତେବେ ନିୟମ ଉଲ୍ଲଙ୍ଘନକାରୀ ଦଳ କିମ୍ବା ବ୍ୟକ୍ତି ବିଶେଷଙ୍କ…

ଉପନିର୍ବାଚନ: ପ୍ରଚାର ପୂର୍ବରୁ କୋଭିଡ୍…

ଜଗତସିଂହପୁର: ଆଗକୁ ଅଛି ଉପନିର୍ବାଚନ ହେଲେ ଏବେଠାରୁ କୋଭିଡ୍‌ ନିୟମ ଭାଙ୍ଗିଲେଣି ବିଭିନ୍ନ ଦଳ। ନଭେମ୍ବର ୩ରେ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ତାରିଖ ପ୍ରକାଶ ପାଇଁ ସାରିଛି। ଉପନିର୍ବାଚନ ପାଇଁ ଏବେଠୁ ରାଜନୈତିକ ଉଷ୍ମତା ଅନୁଭୂତ ହେଲାଣି। ଆଜି ଉପନିର୍ବାଚନ ଲାଗି ପ୍ରକାଶ ବିଜ୍ଞପ୍ତି। ଏହା ପୂର୍ବରୁ…

ଉପନିର୍ବାଚନ: ଅନଲାଇନରେ ହେବ…

ନୂଆଦିଲ୍ଲୀ: ଉପନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରୋ ସୂଚନା ଦେଇଛନ୍ତି। ସୁନୀଲଙ୍କ ସୂଚନା ଅନୁଯାୟୀ ନିର୍ବାଚନରେ କରୋନା ଆକ୍ରାନ୍ତ ବି ଭୋଟ ଦେଇପାରିବେ। ଭୋଟ ଗ୍ରହଣ ଶେଷ ପର୍ଯ୍ୟାୟରେ ସୁରକ୍ଷା ବ୍ୟବସ୍ଥା ସହ ସେମାନେ ଭୋଟ ଦେବେ। ଭୋଟ ଗ୍ରହଣ ସମୟ ସୀମା ବି ୧ ଘଣ୍ଟା ବୃଦ୍ଧି ନେଇ…