Odisha Link
Bridging the Missing Links in Odisha
Browsing Tag

Electric Shock

ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯୁବକ ମୃତ

କଳାହାଣ୍ଡି : ୧୧ କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯୁବକ ମୃତ। ୧୫ ଘଣ୍ଟାରୁ ଅଧିକ ସମୟ ହେବ ଗଛ ଉପରେ ଝୁଲୁଛି ଶବ। ଏହି ଘଟଣାଟି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଥାନା ବେଦାନ୍ତ ମେଡିକାଲ ସମ୍ମୁଖରେ ଘଟିଛି ଏଭଳି ଅଘଟଣ। ମୃତକ ହେଉଛନ୍ତି ବଳଭଦ୍ରପୁର ଗାଁର ଚକ୍ର ଚଣ୍ଡୀ। ପ୍ରକାଶ ଯେ, ଛେଳି ପାଇଁ ଡାଳ…

ବିଦ୍ୟୁତ ତାରରେ ଲାଗିଗଲା ଲୁହାଛଡ଼,…

ଭଞ୍ଜନଗର: ନିଳାଦ୍ରିବିହାର ସାହିର ୩ୟ ଲେନ୍‌ରେ ଏକ ଘର କାମ ଚାଲିଥିବା ବେଳେ ଜଣେ ଶ୍ରମିକ ୩୩ କେ.ଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି। ମୃତ ଶ୍ରମିକଙ୍କ ନାମ ଟୁନା ସ୍ୱାଇଁ ଓ ତାଙ୍କର ଘର ନିଗଟସ୍ଥ ଗାମୁଣ୍ଡି ଗ୍ରାମ ବୋଲି ଜଣାପଡିଛି। ପ୍ରକାଶ ଯେ, ଆଜି ମଧ୍ୟାହ୍ନ ପ୍ରାୟ ୧୨ଟାରୁ…

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ବ୍ରହ୍ମପୁର: ବ୍ରହ୍ମପୁର ଗୋସାଇଁନୁଆଗାଁ ଥାନା ଅନ୍ତର୍ଗତ ପ୍ରେମ ନଗର ମୁଖ୍ୟ ରାସ୍ତାରେ ଆଜି ଏକ ଅଘଟଣ ଘଟିଛି। ଏକ ସାଇକେଲ ବୋଝେଇ ଟ୍ରକ ଉପରୁ ସାଇକେଲ ଓହ୍ଲାଇବା ବେଳେ ବ୍ରହ୍ମପୁର ସାଇକେଲ ମାର୍ଟର ଜଣେ କର୍ମଚାରୀ ରାହୁଲ ପତି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ତାଙ୍କର ମୃତ୍ୟୁ ହୋଇଯାଇଛି। ଗୋପାଳଙ୍କ…

ରୋଷେଇ କରୁଥିବା ବେଳେ ବିଦ୍ୟୁତ୍…

କଳାହାଣ୍ଡି: କଳାହାଣ୍ଡି ଜିଲ୍ଳା ମୁଖିଗୁଡା ସେକ୍ଟର-୩ କ୍ବାଟର ନମ୍ବର ବିବିପି-୧୭ରେ ରୋଷେଇ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ଛାତ୍ରୀ ଜଣଙ୍କ ହେଉଛନ୍ତି ନାଗେଶ୍ବରୀ ଜାନୀ। ସେ ଇନ୍ଦିରାବତୀ ମହାବିଦ୍ୟାଳୟ ଜୟପାଟଣରେ ଯୁକ୍ତ ୨ରେ…

ବିଦ୍ୟୁତ୍‌ ଆଘାତରେ ଜେଜେମା, ନାତି ମୃତ

ଭଞ୍ଜନଗର: ବେଲଗୁଣ୍ଡା ଫାଣ୍ଡି କୋକଲୁଣ୍ଡା ଗାଁରେ ଅଭାବନୀୟ ଘଟଣା ଘଟିଛି। ବାଥ୍‌ରୁମ୍‌ରେ କରେଣ୍ଟ ଲାଗି ଟଳିପଡ଼ିଲେ ଜେଜେମା ଓ ନାତି। ବଦ୍ୟୁତ୍‌ ଆଘାତରେ ୭୨ ବର୍ଷୀୟ ଜେଜେମା, ୨୦ ବର୍ଷୀୟ ନାତିର ମୃତ୍ୟୁ ହୋଇଛି। ବାଥ୍‌ରୁମ୍‌ରେ ସର୍ଟ ସର୍କିଟ୍ରୁ ବିଦ୍ୟୁତ୍‌ ଆଘାତ ଲାଗିଥିବା ସୂଚନା ମିଳିଛି।…

ବିଦ୍ୟୁତ୍ ତାର ଆଘାତରେ ଠିକା କର୍ମଚାରୀ…

ଭଦ୍ରକ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଠିକା କର୍ମଚାରୀ ଗୁରୁତର। ଏଭଳି ଅଭାବନୀୟ ଘଟଣା ଘଟିଛି ଘଟିଛି ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ। ବିଦ୍ୟୁତ୍ ଖୁଣ୍ଟରେ ଚଢି କାମ କରୁଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ବିଦ୍ୟୁତ୍ ଖୁଣ୍ଟରୁ ତଳକୁ ଖସି ପଡ଼ିଥିଲେ ଠିକା କର୍ମଚାରୀ ଜଣକ।…

ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୪ କର୍ମଚାରୀ…

ଝାରସୁଗୁଡା: ଖୁଣ୍ଟରେ ଚଢି କାମ କଲା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୪ ଜଣ କର୍ମଚାରୀ ଆହତ ହୋଇଛନ୍ତି। ବିଦ୍ୟୁତ୍ ସଂସ୍ପର୍ଶରେ ଆସିବା ଫଳରେ କର୍ମଚାରୀମାନେ ତଳକୁ ଛିଟକି ପଡିଥିଲେ। ବ୍ରଜରାଜନଗର-ବେଲପାହାଡ ଲାଇନ୍ ଲାଜକୁରା ଠାରେ ଏହି ଅଘଟଣ ଘଟିଛି। ସୂଚନା ଅନୁଯାୟୀ, ବ୍ରଜରାଜନଗର-ବିଳାସପୁର ରୁଟରେ…

ବିଜୁଳି ଆଘାତରୁ ଯୁବକ ମୃତ

କୋରେଇ: ଗତ ବିଳମ୍ବିତ ରାତ୍ରୀରେ ଯାଜପୁର ଜିଲ୍ଲା ଅନ୍ତର୍ଗତ କୋରେଇ ଥାନା ଅଧୀନ ଶାଳକଣା ଗ୍ରାମରେ ମନ୍ଦିରରୁ ମାଇକ୍‌ ସେଟ୍‌ ଖୋଲୁଥିବା ବେଳେ ବିଜୁଳି ଆଘାତରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତବ୍ୟକ୍ତି ଜଣକ ହେଉଛନ୍ତି ଅଜୟ କୁମାର ସ୍ୱାଇଁଙ୍କ ୨୧ ବର୍ଷିୟ ସାନପୁଅ କାଳିନ୍ଦୀ। କାଳିନ୍ଦୀ ଗୋଟାଏ…

ବିଦ୍ୟୁତ ନେଲା ୩ ଜୀବନ

କଟକ: ସାଲେପୁର ଥାନା ଅନ୍ତର୍ଗତ ବେତେଇ ଅଞ୍ଚଳରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ ଆଘାତରେ ଶାଶୁ ଓ ୨ ବୋହୂଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଘରେ ଲୁଗା ଶୁଖାଉଥିବା ସମୟରେ ଜଣେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ସେହି ସମୟରେ ପରସ୍ପରକୁ ବଞ୍ଚାଇବାକୁ ଯାଇ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ…

ବିଦ୍ୟୁତ୍ ଆଘାତରେ ଦୁଇ ମୃତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁରେ ଘଟିଛି ଏହି ଦୁଃଖଦ ଘଟଣା। ମୃତକମାନେ ସହଦେବ ସାହୁ ଓ ଦେବାନନ୍ଦ ସାହୁ ବୋଲି ଜଣାପଡିଛି। ଗୁରୁତର ହୋଇଥିବା ବ୍ୟକ୍ତିଙ୍କ ନାଁ ଅରୁପାନନ୍ଦ ସାହୁ ବୋଲି ପରିଚୟ ମିଳିଛି। ବାରାହା ଶିକାର କରିବା ପାଇଁ…