Odisha Link
Bridging the Missing Links in Odisha
Browsing Tag

Elephant Dead

ଆଉ ଏକ ଦନ୍ତା ହାତୀ ମୃତ

ଓଏଲ୍‌ ବ୍ୟୁରୋ : ଆଠଗଡ଼ ବନଖଣ୍ଡରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଜଣା ପଡିଛି। ମୃତ ହାତୀର ମୃତ ଶରୀର ନୂଆବନ୍ଧ ନୂଆତଇଲା କାଜୁ ଜଙ୍ଗଲରେ ପଡ଼ିଥିବା ଜଣା ପଡିଛି। ମୃତ ହାତୀର ଶୁଣ୍ଢରେ କ୍ଷତ ଚିହ୍ନ ଥିବା କୁହାଯାଉଥିବାବେଳେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ଆଠଗଡରେ ବାରମ୍ବାର ହାତୀ…

ସମ୍ବଲପୁରରେ ହାତୀ ମୃତ, ଉଦ୍ଧାର କଲା…

ଓଏଲ୍ ବ୍ୟୁରୋ : ଦୀର୍ଘ ଦିନ ହେବ ଲଗାତାର ଭାବେ ଶୁଣିବାକୁ ମିଳୁଛି ହାତୀ ମୃତ୍ୟୁ ଘଟଣା। ଏକ ମାଈ ହାତୀ ମୃତଦେହ ବନବିଭାଗ ଦ୍ଵାରା ଉଦ୍ଧାର ହୋଇଛି। ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲା ଜୁଯୋମୁର ବ୍ଲକ ରେଞ୍ଜର ଲଦଲଦି ବିଟ ଧଲୋପାଲଠାରେ। ସମ୍ବଲପୁର ଡିଏଫ୍ଓ ବିଶ୍ଵନାଥ ନୀଳାମ୍ବର ସୂଚନା ଦେଇଛନ୍ତି ଯେ ଏକ…

କର୍ଲାପାଟରେ ବିପଦରେ ଗଜରାଜ, ଆଉ ଏକ ହାତୀ…

କଳାହାଣ୍ଡି: କର୍ଲାପାଟରେ ବିପଦରେ ଗଜରାଜ। ଆଜି ପୁଣି କର୍ଲାପାଟରେ ଆଉ ଏକ ମାଈ ହାତୀର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ମାଈ ହାତୀଟି ସେପ୍ଟିସିମିଆରେ ଆକ୍ରାନ୍ତ ହୋଇ ମରିଥିବା ଜଣାପଡିଛି। ସୂଚନାଯୋଗ୍ୟ, ଗତ ୧୪ ଦିନ ମଧ୍ୟରେ କର୍ଲାପାଟ ଅଭୟାରଣ୍ୟରେ ମୋଟ ୬ଟି ହାତୀଙ୍କ ମୃତ୍ୟୁ ହୋଇଥିବା ନେଇ…

ଟ୍ରକ୍‌ ଧକ୍କାରେ ଗଲା ଗଜରାଜ ଜୀବନ

ଢେଙ୍କାନାଳ: ଆଜି ସକାଳୁ ସକାଳୁ ଏକ ଦୁର୍ଘଟଣାରେ ଜୀବନ ହାରିଲା ହାତୀ। ଢେଙ୍କାନାଳ ଜିଲ୍ଲା ଏନ୍ଏଚ୍-୫୫ର ସଦର ରେଞ୍ଜ୍ ଜୀବନଖୋଲ ନିକଟରେ ଆଜି ଟ୍ରକ୍ ଧକ୍କାରେ ଏକ ହାତୀର ଜୀବନ ଯାଇଛି। ଦୁର୍ଘଟଣା ଘଟାଇଥିବା ଟ୍ରକ୍ ତଳେ ମୃତ ହାତୀଟି ଚାପି ହୋଇ ରହିଥିବାବେଳେ ଦୁର୍ଘଟଣା ପରେ ହାତୀର ଦାନ୍ତଟି ଭାଙ୍ଗି…