Odisha Link
Bridging the Missing Links in Odisha
Browsing Tag

Elephant

କୁଳଡିହା ଅଭୟାରଣ୍ୟରେ କମୁଛି ହାତୀ…

ଓଏଲ୍‌ ବ୍ୟୁରୋ: ପୁଣି କୁଳଡିହା ଅଭୟାରଣ୍ୟରେ ହାତୀ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ମଙ୍ଗଳପୁର ବିଟ୍ ହାତୀଖୁଲିଆ ସେକ୍ସନ ପାହାଡ଼ ଉପରେ ହାତୀର ମୃତ୍ୟୁ ହୋଇଛି। ହାତୀର ମୃତ୍ୟୁ ହୋଇଥିବା ସୂଚନା ଦେଲେ ବାଲେଶ୍ଵର ଡିଏଫ୍‌ଓ। କାଲି ଶବ ବ୍ୟବଚ୍ଛେଦ ହେବା ପରେ ରିପୋର୍ଟ ଆସିଲେ ମୃତ୍ୟୁର କାରଣ…

କେନ୍ଦୁଝର: ମଦ ପିଇ ଶୋଇପଡ଼ିଲେ ୩୦ ହାତୀ

ଓଏଲ୍‌ ବ୍ୟୁରୋ: ମଦ୍ୟପାନ ସ୍ବାସ୍ଥ୍ୟ ପକ୍ଷେ ହାନିକାରକ। ଏଭଳି ବିଜ୍ଞାପନ ଆପଣ ସବୁବେଳେ ସୋସିଆଲ ମିଡିଆ, ଗଣମାଧ୍ୟମ ଓ ଟିିଭି ମାଧ୍ୟମରେ ଦେଖୁଥିବେ ନିଶ୍ଚୟ। ଏସବୁ ସତ୍ତ୍ବେ ବହୁ ଲୋକ ମଦ୍ୟପାନ କରି ନିଜ ଶରୀର କ୍ଷତି କରୁଛନ୍ତି। ଅନ୍ୟପଟେ ଗ୍ରାମାଞ୍ଚଳରେ ମହୁଆ ବା ମହୁଲିର ବେଶି ଚାହିଦା ଥାଏ। ଏହି ଦେଶୀ…

ଗାଁରେ ହାତୀ ଆତଙ୍କ, ଗ୍ରାମବାସୀ ଭୟଭୀତ

ବାଲେଶ୍ବର: ଚାଷଜମି ନଷ୍ଟ କରୁଛନ୍ତି ହାତୀପଲ। କେବଳ ସେତିକି ନୁହେଁ ଗ୍ରାମବାସୀଙ୍କ ନିଦ ହଜେଇଛି ହାତୀ ପଲ। ବାରମ୍ବାର କୁଳଡିଡା ଅଭ୍ୟାୟରଣ୍ୟରୁ ହାତୀମାନେ କାନପୁର, ରାଇପୁର, ଢୋଲପୁର ଇତ୍ୟାଦି ଅଞ୍ଚଳର ଚାଷ ଜମି ନଷ୍ଟ କରି ଦେଉଛନ୍ତି। ଯାହାକୁ ନେଇ ଗ୍ରାମବାସୀ ଚିନ୍ତାରେ । ଏଭଳି ଘଟଣା ବାରମ୍ବାର…

ଦଳିଦେଲା ଦନ୍ତା, ୩ ମୃତ

ପଦ୍ମପୁର: ଦନ୍ତା ଆତଙ୍କ। ପଦ୍ମପୁର ରେଂଜ ରାଇସଲପଦର ପଞ୍ଚାୟତର ୨ଟି ଗାଁରେ ହାତୀ ଆକ୍ରମଣ। ଆକ୍ରମଣରେ ତିନି ଜଣଙ୍କର ମୄତ୍ୟୁ ହୋଇଛି। ମୃତକ ହେଲେ ରାଇସଲପଦର ଗ୍ରାମପାୟତ ଉମରାଡ଼ ଗାଁର ମାଲ ସେଠ ଓ ବିରଞ୍ଚି କୁମ୍ଭାର। ତେବେ ଅନ୍ୟ ଜଣଙ୍କ ପରିଚୟ ମିଳିପାରିନାହିଁ। ନାଥପାଲି ଗାଁକୁ ଆସି ହାତୀ ଆକ୍ରମଣର…

କୂଅରେ ପଡ଼ିଲା ହାତୀ, ଉଦ୍ଧାର କାର୍ଯ୍ୟ…

ବନ୍ତଳା: କୂଅରେ ପଡ଼ିଲା ହାତୀ। ଅନୁଗୁଳ ବ୍ଲକ ଶରଧାପୁର ପଞ୍ଚାୟତ ବାଲିଜେରେଙ୍ଗ ଗାଁର ଏକ କୂଅରେ ହାତୀ ପଡି ଦୀର୍ଘ ୮ଘଣ୍ଟା ହେଲା ଛଟପଟ ହେଉଛି। ରାତି ପ୍ରାୟ ୨ଟା ବେଳେ ହାତୀଟି ଏହି କୂଅରେ ପଡ଼ିଥିବା ବେଳେ ଏ ପର୍ଯ୍ୟନ୍ତ ଉଦ୍ଧାର ହୋଇନାହିଁ। ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ…

କର୍ଲାପାଟରେ ଆଉ ଏକ ହାତୀ ଛୁଆ ମୃତ

କଳାହାଣ୍ଡି: କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ସଂଖ୍ୟା ୭ କୁ ପହଞ୍ଚିଛି। ଗତକାଲି ଘୁଷୁରୀଗୁଡି ନାଳ ନିକଟରୁ ଆଉ ଏକ ହାତୀ ଛୁଆର ଗଳିତ ମୃତ ଦେହ ଠାବ ହୋଇଛି। କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣାର କେନ୍ଦ୍ରୀୟ ଟିମ୍ ଅଭୟାରଣ୍ୟରେ ଅନୁଧ୍ୟାନ ପରେ ହାତୀ ମୃତ୍ୟୁର କାରଣ ଜାଣିବାକୁ ଟିମ ସଂଗ୍ରହ…

ରେଭେନ୍ସାର ଦ୍ବିତୀୟ କ୍ୟାମ୍ପସରେ ହାତୀ

କଟକ: କଟକର ରେଭେନ୍ସା ଦ୍ବିତୀୟ କ୍ୟାମ୍ପସରେ ହାତୀ । ସ୍ଥାନୀୟ ରେଞ୍ଜର ଓ ଆସିଷ୍ଟାଣ୍ଟ ଚିଫ୍ କନଜରଭେଟର ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ରେଭେନ୍ସା କ୍ୟାମ୍ପସକୁ ଦୁଇ ପଟୁ ଘେରାବନ୍ଦୀ କରାଯାଇ ହାତୀଙ୍କ ଗତିବିଧି ଉପରେ ନଜର ରଖାଯାଇଛି। ତେବେ ସିଡିଏବାସୀ କୌଣସି ପ୍ରକାର ଆତଙ୍କିତ…

ଖାଦ୍ୟ ପାଇଁ ଜନବସତି ମୁହାଁ ହାତୀପଲ

ସାନଖେମୁଣ୍ଡି : ଖାଦ୍ୟ ପାଇଁ ଜନ ବସତିକୁ ମୁହାଁ ଉଛନ୍ତି ହାତୀପଲ। ଆସିକାରେ ଶେରଗଡ଼ରେ ୧୬ଟିକିଆ ହାତୀପଲଙ୍କ ଉପଦ୍ରବ ଲାଗି ରହିଛି। ଯାହାକୁ ନେଇ ଅଞ୍ଚଳବାସୀ ଭୟରେ ଜୀବନ ଅତିବାହିତ କରୁଛନ୍ତି। ପ୍ରକାଶ ଯେ, ରାତିରେ ଖାଦ୍ୟ ଅନ୍ୱେଷଣରେ ହାତୀପଲ ଜନ ବସତି ମୁହାଁ ହେଉଛନ୍ତି। ଶେରଗଡ଼ ବ୍ଲକ ଅଞ୍ଚଳରେ ହାତୀ…

ବିପଦରେ ଗଜରାଜ, କର୍ଲାପାଟ ଯିବେ…

କଳାହାଣ୍ଡି: ବିପଦରେ ଗଜରାଜ। କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ଗତ ୧୨ ଦିନ ମଧ୍ୟରେ ୪ ହାତୀଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁବରଣ କରିଥିବା ୪ଟି ଯାକ ମାଈହାତୀ ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଗୋଟିଏ ହାତୀ ଗର୍ଭବତୀ ଥିଲା ବୋଲି ଡିଏଫ୍ଓ ଦକ୍ଷିଣ ବନଖଣ୍ଡ ଟି.ଅଶୋକ କୁମାର ସୂଚନା ଦେଇଛନ୍ତି। ଏଥିସହ…

ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ମୃତ

ରାସୋଳ : ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ମୃତ। ଏହି ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଅନ୍ତର୍ଗତମାନିଆନାଳି ଗ୍ରାମରେ ଘଟିଛି। ପ୍ରକାଶ ଯେ , ସୋମବାର ସଂଧ୍ୟା ୬ ଘଟିକା ସମୟରେ ରବି ରାଉତ (୫୫) ନାମକ ବ୍ୟକ୍ତି ଘର ପାଖରେ ଥିବା ପୋଖରୀକୁ ଶୌଚ ହେବାକୁ ଯାଇଥିବା ସମୟରେ ଏକ ଦନ୍ତାହାତୀ ହାବୁଡରେ ପଡିଯାଇଥିଲେ।…