Odisha Link
Bridging the Missing Links in Odisha
Browsing Tag

Facebook

ତାଲିବାନ ବିରୋଧରେ ଫେସବୁକର କଡା…

କାବୁଲ: ଆଫଗାନିସ୍ତାନ ଅକ୍ତିଆର କରିବା ପରେ ତାଲିବାନ ନିଜକୁ ଆଫଗାନିସ୍ତାନର ନୂଆ ସରକାର ଭାବେ ଘୋଷଣା କରିଛି। ଫଳରେ ଭୟରେ ଦେଶ ଛାଡି ଅନ୍ୟ ଦେଶକୁ ଚାଲିଯାଉଛନ୍ତି ଆଫଗାନବାସୀ। ମହିଳା ଏବଂ ଶିଶୁ ଆତଙ୍କିତ ଅବସ୍ଥାରେ ଥିବା ବେଳ ତାଲିବାନ ବିରୋଧରେ କଡା ପଦକ୍ଷେପ ନେଇଛି ଫେସବୁକ। ଏହାରି ଭିତରେ ଫେସବୁକ୍…

ଫସାଇଦେଲା ଫେସବୁକ୍ ଝିଅ, ଦେହ ଦେଖାଇ…

କଟକ: ଫେସବୁକ୍‌ରୁ ବନ୍ଧୁତା। ପରେ ନମ୍ବର ଦିଆନିଆ। ମିଠା ମିଠା କଥା ସାଙ୍ଗକୁ ଆହୁରିି କେତେ କ'ଣ ଗପସପ। ଭିଡିଓ କଲରେବି ଭାବ ଦିଆଦିଆ। ପ୍ରେମର ବାହାନା କରି ଯୁବକଙ୍କ ପର୍ସନାଲ ଡାଟା ହାତେଇ ନେଲେ ଯୁବତୀ। ତାପରେ ଆରମ୍ଭ ହେଲା ବ୍ଲାକ୍‌ମେଲିଂ। ଏବେ ଫୋନ ଯୋଗେ ୩୦,୦୦୦ ଟଙ୍କା ଦିଅ ନହେଲେ ତୁମ ଭିଡିଓ…

ଟ୍ରମ୍ପଙ୍କୁ ଆଉ ଏକ ଝଟକା, ୨୦୨୩ ଯାଏଁ…

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡ୍ରୋନାଲ୍ଡ ଟ୍ରମ୍ପଙ୍କ ପାଇଁ ବଢ଼ୁଛି ଅଡ଼ୁଆ। ପୂର୍ବରୁ ସୋସିଆଲ ମିଡିଆ ସାଇଟ୍‌ ଟ୍ବିଟର ଟ୍ରମ୍ପଙ୍କୁ ଝଟକା ଦେଇଥିବା ବେଳେ ଏବେ ଫେସବୁକ୍‌ ମଧ୍ୟ ତାଙ୍କ ବିରୋଧରେ ନେଇଛି କଡ଼ା କାର୍ଯ୍ୟାନୁଷ୍ଠାନ। ଫେସବୁକ୍‌ ଟ୍ରମ୍ପଙ୍କ ଆକାଉଣ୍ଟକୁ ଦୁଇ ବର୍ଷ ପାଇଁ ବ୍ୟାନ…

ଫେସବୁକ୍‌ ଡାଟା ଲିକ୍, ମାମଲା ରୁଜୁ କଲା…

ନୂଆଦିଲ୍ଲୀ: ଫେସବୁକ୍‌ର ଡାଟା ଲିକ୍ ଘଟଣାରେ ମାମଲା ରୁଜୁ କରିଛି ସିବିଆଇ। ବ୍ରିଟେନର କନସଲଟିଂ ଫାର୍ମ କେମ୍ବ୍ରିଜ ଆନାଲିଟିକା ବିରୋଧରେ ମାମଲା ରୁଜୁ କରିଛି ସିବିଆଇ। ଲୋକଙ୍କ ବିନା ଅନୁମତିରେ ଫେସବୁକରୁ ସେମାନଙ୍କ ତଥ୍ୟ ସଂଗ୍ରହ କରି ଏହି ସଂସ୍ଥା ବିକ୍ରି କରିଥିଲା। ସାରା ବିଶ୍ୱରେ ପ୍ରାୟ ୫ କୋଟି…

ଫେସ୍‌ବୁକ୍‌ ଓ ଟ୍ବିଟର୍‌ ଅଧିକାରୀଙ୍କୁ…

ନୂଆଦିଲ୍ଲୀ: ସାରା ଦେଶରେ ହ୍ବାଟସ୍‌ଆପ୍‌ର ଗୋପନୀୟତା ନୀତିକୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ଫେସ୍‌ବୁକ୍ ଓ ଟ୍ବିଟର୍‌ର ଅଧିକାରୀଙ୍କୁ ସଂସଦୀୟ କମିଟିର ସମନ। ନାଗରିକମାନଙ୍କ ଅଧିକାରର ସୁରକ୍ଷା, ସୋସିଆଲ୍ ମିଡିଆର ଅପବ୍ୟବହାର ଓ ଡିଜିଟାଲ୍ ଜଗତରେ ମହିଳାଙ୍କ ସୁରକ୍ଷା ଆଦି ପ୍ରସଙ୍ଗରେ ଆଲୋଚନା…

ଅଡ଼ୁଆରେ ମାର୍କ ଜୁକରବର୍ଗ, ବିପଦରେ…

ନୂଆଦିଲ୍ଲୀ: ବିପଦରେ ଫେସ୍‌ବୁକ୍‌ ସାମ୍ରାଜ୍ୟ। ଆମେରିକୀୟ ଧନୀ ମାର୍କ ଜୁକରବର୍ଗଙ୍କ ଫେସବୁକ୍ ସାମ୍ରାଜ୍ୟ ପ୍ରତି ବିପଦ ସୃଷ୍ଟି ହୋଇଛି। ଆମେରିକାର ୪୮ଟି ରାଜ୍ୟ ଫେସ୍‌ବୁକ୍‌ ନାମରେ ମିଳିତ ମକଦ୍ଦମା ରୁଜୁ କରିଛନ୍ତି। କେବଳେ ସେତିକି ନୁହେଁ ଫେଡେରାଲ୍ ଟ୍ରେଡ୍ କମିସନ ମଧ୍ୟ ଫେସବୁକ୍‌କୁ ବିରୋଧ କରି…

ଘର କଳିକୁ ନେଇ ଫେସବୁକ୍‌ରେ ଏମିତି…

ଭୁବନେଶ୍ବର: ରାଜ୍ୟ ତଥା ଦେଶ ପାଇଁ ବହୁ ଗୌରବ ଆଣିଛନ୍ତି ଓଡ଼ିଆ ଝିଅ ତଥା ଅଲମ୍ପିଆନ୍‌ ଦୂତି ଚାନ୍ଦ। ହେଲେ କିଛି ଦିନ ହେବ ସେ ପୂର୍ବଭଳି ଖୁସି ନାହାନ୍ତି। କାରଣ ଦୂତିଙ୍କ ପରିବାରରେ ଦୀର୍ଘ ଦିନ ଧରି ସମସ୍ୟା ଲାଗି ରହିଛି। ଯାହା ଏପର୍ଯ୍ୟନ୍ତ ସମାଧାନ ହୋଇ ପାରିନାହିଁ। ସମାଧାନ ହେବା ପରିବର୍ତ୍ତେ ଦିନକୁ…

ଫେସବୁକରୁ ଫେକ୍ ପ୍ରେମ ତା’ପରେ ଚିଟିଂ:…

ଭୁବନେଶ୍ୱର: ଅନଲାଇନ୍‌ ପ୍ରେମ ଭାରି ମାରତ୍ମକ। ପ୍ରଥମେ ଫେସବୁକ୍‌ରେ ଚାଟିଂ, ପୁଣି ଫେସ୍‌ ଟୁ ଫେସ୍‌ ମଜାମସ୍ତି ଆଉ ତା’ପରେ ଆରମ୍ଭ ହୋଇଯାଉଛି ବ୍ଲାକ୍‌ମେଲ୍‌ର ଖେଳ। ଏମିତି ପ୍ରେମ ଜାଲରେ ଲୋକଙ୍କୁ ଫସାଇ ଶାରୀରିକ ସମ୍ପର୍କ ରଖିବା ପରେ ବ୍ଲାକମେଲ୍‌ କରୁଛନ୍ତି ଯୁବତୀ। ୫୦ଲକ୍ଷ ଟଙ୍କା ନଦେଲେ ଥାନାରେ…

ଦୁନିଆସାରା ଠପ୍‌ ରହିଲା ଇନଷ୍ଟାଗ୍ରାମ୍‌…

ନୂଆଦିଲ୍ଲୀ: ସୋଶିଆଲ ନେଟଓ୍ବାର୍କିଙ୍ଗ୍‌ ସାଇଟ୍‌ ଫେସବୁକ ଓ ଇନଷ୍ଟାଗ୍ରାମ୍‌ କିଛି ସମୟ ପାଇଁ ବନ୍ଦ ହୋଇଯାଇଥିଲା। ଗୁରୁବାର ରାତିରେ ସବୁଠୁ ଅଧିକ ବ୍ୟବହୃତ ହେଉଥିବା ଆପ୍‌ ସମାୟିକ ସମୟ ପାଇଁ ବନ୍ଦ ହୋଇ ଯାଇଥିଲ।। ଲୋକ ମାନେ କିଛି ସମୟ ପାଇଁ ଏହି ୨ଟି ଆପ୍‌ରେ ଲଗ ଇନ୍‌ କରିବା ନେଇ ଅସୁବିଧାର ସମ୍ମୁଖୀନ…

ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ…

ଭୁବନେଶ୍ବର: ବିଜୁ ଜନତା ଦଳର ବରିଷ୍ଠ ନେତା ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଫେସ୍‌ବୁକ୍‌ ପେଜ୍‌ ହ୍ୟାକ୍‌ ହୋଇଥିବା ସନ୍ଦେହ ଉପୁଜିଛି। ଏ ନେଇ ନିଜେ ଡ. ସାହୁ ତାଙ୍କ ଅନ୍ୟ ଏକ ଫେସ୍‌ବୁକ୍‌ ପ୍ରୋଫାଇଲରେ ସୂଚନା ଦେଇଛନ୍ତି। Dr. Arun Kumar Sahoo ନାମରେ ତାଙ୍କର ଏକ…