Odisha Link
Bridging the Missing Links in Odisha
Browsing Tag

Family

ଅଶାନ୍ତ କାଶ୍ମୀର: ଭିଟାମାଟି ଛାଡ଼ିଲେ…

ଓଏଲ୍‌ ବ୍ୟୁରୋ: ଅଶାନ୍ତ କାଶ୍ମୀର। ବିଗତ କିଛିଦିନ ମଧ୍ୟରେ ପୁଣିଥରେ ଖବରର ଶିରୋନାମା ପାଲଟିଛି କାଶ୍ମୀର। କାରଣ ପୁଣିଥରେ କାଶ୍ମୀରରେ ବଢ଼ିବାରେ ଲାଗିଛି ଟାର୍ଗେଟ କିଲିଂ। ଆତଙ୍କବାଦୀମାନେ ପୁଣିଥରେ କାଶ୍ମୀର ପଣ୍ଡିତମାନଙ୍କୁ ଟାର୍ଗେଟ କରି ହତ୍ୟା କରୁଥିବାରୁ ଭୟର ବାତାବରଣ ଲାଗି ରହିଛି। ବ୍ୟାପକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗୋଟିଏ…

ରାଉରକେଲା: ଝାଡ଼ଖଣ୍ଡ ଚିରିଗିଢିପା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ରାଉରକେଲା ପାନପୋଷ ଅଞ୍ଚଳର ଗୋଟିଏ ପରିବାରର ୪ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମୃତକଙ୍କ ମଧ୍ୟରେ ୨ ଜଣ ନାବାଳକ ଥିବା ସୂଚନା। ଦୁର୍ଘଟଣାରେ ୨ଜଣ ଆହତ ହୋଇଛନ୍ତି। ମୃତକ ହେଲେ କହ୍ନେୟା ଜୈନ, ପତ୍ନୀ ରୋମା ଜୈନ, ୩…

କେଜ୍ରିୱାଲ ସରକାରଙ୍କ ବଡ଼ ଘୋଷଣା: କରୋନା…

ନୂଆଦିଲ୍ଲୀ: କାୟା ମେଲାଉଛି ମହାମାରୀ କରୋନା। ଦିନକୁ ଦିନ ହୁହୁ ବଢ଼ିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟାଏଥିସହ ମୃତକଙ୍କ ସଂଖ୍ୟା ମଧ୍ୟ ଥମୁନାହିଁ। ଏଭଳି ସମୟରେ ଅସହାୟ ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବଡ଼ ଘୋଷଣା କରିଛନ୍ତି । କେଜ୍ରିୱାଲ ସରକାର କରୋନାରେ ମୃତ୍ୟୁବରଣ କରିଥିବା…

ପାରିବାରିକ ଗଣ୍ଡଗୋଳ, ୫ ଗୁରୁତର ଆହାତ

ଭଞ୍ଜନଗର: ଶୁକ୍ରବାର ସନ୍ଧ୍ୟାରେ ପାରିବାରିକ ଜମିବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣାଟି ଗଞ୍ଜାମ ଜିଲ୍ଲା ସୋରଡା ଥାନା ଅନ୍ତର୍ଗତ ଗୋପାଳପୁର ଶାସନ ଗ୍ରାମରେ ହୋଇଛି। ସମସ୍ତ ଆହତଙ୍କୁ ପରିବାରର ସମ୍ପର୍କୀୟମାନେ ସରକାରୀ ଡାକ୍ତରଖାନାରେ ଭର୍ତ୍ତି…

ମଧ୍ୟବିତ୍ତ: ଅର୍ଥର ଅଭାବ, ହାତ ପତେଇବାକୁ…

ଓଡ଼ିଆରେ ଏକ ଲୋକ କଥା ଅଛି କି “ବଡ଼ ପୁଅ ବାପାର, ସାନ ପୁଅ ମାଆର, ମଝି ମଝିଆଁ ନୁହଁନ୍ତି କାହାର”। ଏହି ଉକ୍ତିଟି ବର୍ତ୍ତମାନର ସ୍ଥିତିକୁ ଖୁବ ସୁହାଉଛି। ଆଜିର ଦିନରେ କୋଭିଡ-୧୯ ବା କରୋନା ଭାଇରସ୍‌ ସାରା ବିଶ୍ବରେ କାୟା ବିସ୍ତାର କରିଛି। ସାରା ବିଶ୍ବ କରୋନା ସଙ୍କଟ ଦେଇ ଗତି କରୁଛି। ଏହି ସଙ୍କଟରୁ…