Odisha Link
Bridging the Missing Links in Odisha
Browsing Tag

Farmer Strike

ବିଜେପିର ସତ୍ୟାଗ୍ରହ

ଓଏଲ୍ ବ୍ୟୁରୋ : ପଦ୍ମପୁର ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଅବହେଳା ପ୍ରସଙ୍ଗ। ଏନେଇ ବିଜେପିର ଲୋୟର ପିଏମଜିରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ସତ୍ୟାଗ୍ରହ। ଚାଷୀ ପ୍ରସଙ୍ଗକୁ ନେଇ ବିଜେପିର ଆନ୍ଦୋଳନ ଆରମ୍ଭ। ଲୋୟର ପିଏମଜିରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଲା ବିଜେପି।ରାଜ୍ୟ ସରକାର ଚାଷୀ…

ଚାଷୀ ଆନ୍ଦୋଳନକୁ ୧୦୦ ଦିନ, ଦାବି ପୂରଣ…

ନୂଆଦିଲ୍ଲୀ: ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଶହେ ଦିନରେ ପହଁଚିଛି ଚାଷୀ ଆନ୍ଦୋଳନ। ଏହି ଅବସରରେ ଜାତୀୟ ରାଜପଥ ଅବରୋଧ କରି ଆନ୍ଦୋଳନରତ ଚାଷୀ କେନ୍ଦ୍ର ସରକାରଙ୍କ ବିରୋଧରେ ନିଜର ଅସନ୍ତୋଷ ପ୍ରଦର୍ଶନ କରିଛନ୍ତି। ଆଜି କୁଣ୍ଡଲି, ମାନେସର-ପାଲୱାଲ ଏକ୍ସପ୍ରେସ ୱେରେ ୫ ଘଣ୍ଟିଆ ରାଜପଥ ଅବରୋଧ ଫଳରେ…

ଆସନ୍ତାକାଲି ସାରା ଭାରତରେ ଚକାଜାମ ଡ଼ାକରା…

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଆସନ୍ତାକାଲି ସାରା ଭାରତରେ ଚକାଜାମ ଡ଼ାକରା ଦେଇଛନ୍ତି ଚାଷୀ। ଏଥିପାଇଁ ଦିଲ୍ଲୀର ସୀମାରେ ୩ଟି ଆନ୍ଦୋଳନ ସ୍ଥଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଅଧିକ ଫୋର୍ସ ମୁତୟନ କରାଯାଇଛି। ଏକାଧିକ ସ୍ତରୀୟ ବାରିକେଡ କରାଯିବା ସହିତ ରାସ୍ତାରେ କଣ୍ଟା ଓ ତାର…

ସୀମାରୁ ସବୁ ଚାଷୀଙ୍କୁ ହଟାଇବା ପାଇଁ…

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦବସରେ ଦିଲ୍ଲୀ ହିଂସା ପରେ ଗାଜିପୁର ସୀମାରୁ ସମସ୍ତ ଚାଷୀଙ୍କୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏ ନେଇ ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ପୁଲିସ ଅଧୀକ୍ଷକମାନଙ୍କୁ ଦାୟିତ୍ୱ ଦିଆଯାଇଛି। ଦୀର୍ଘ ୬୪ଦିନ ଧରି ନୂଆ କୃଷି ଆଇନକୁ…

କୃଷି ଆଇନକୁ ବିରୋଧ: ରାଜରାସ୍ତାରେ ଶହ ଶହ…

ଭୁବନେଶ୍ୱର: ନୂତନ କୃଷି ଆଇନକୁ ବିରୋଧ କରି ରାଜରାସ୍ତାରେ ଶହ ଶହ ଚାଷୀ। ଆଜି ଭୁବନେଶ୍ୱରରେ ନବ ନିର୍ବାଣ କୃଷି ସଂଗଠନ ପକ୍ଷରୁ ନୂତନ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରାଯାଇଛି। ଏହାର ପ୍ରତିବାଦରେ ଶହ ଶହ ଚାଷୀ ଜାତୀୟ ରାଜପଥ ଉପରେ ବସିଛନ୍ତି। ଆନ୍ଦୋଳନ ପାଇଁ ଭୁବନେଶ୍ୱରକୁ ଆସୁଥିବା ଏକ ବିରାଟ…

ସୋସାଇଟି ଅଫିସରେ ତାଲା ପକାଇଲେ ଚାଷୀ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ବଡ଼ମହୁରୀ ପଞ୍ଚାୟତର ସୋସାଇଟି ଅଫିସରେ ତାଲା ପକାଇଲେ ଚାଷୀ। ଚଢାଦାମ୍‌ରେ ସାର ବିକ୍ରି ଅଭିଯୋଗରେ ଶତାଧିକ ଚାଷୀ ଆଜି ଚାଷୀ ସୋସାଇଟି ଅଫିର ଘେରାଉ କରିବା ସହ ତାଲା ପକାଇ ଦେଇଛନ୍ତି। ବଡମହୁରୀ ପଞ୍ଚାୟତର ସାତଟି ପଞ୍ଚାୟତ ଶତାଧିକ ଚାଷୀ ଏଥିରେ ସାମିଲ…

ରସ୍ତାରେ ଧାନବସ୍ତା ରଖି ଆନ୍ଦୋଳନ କଲେ…

କୁଚିଣ୍ଡା: ଦ୍ୱିତୀୟ ଦିନ ଲାଗି ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ଚାଷୀ। ତେବେ ଏ ଯାଏଁ କୌଣସି ପ୍ରଶାସନିକ ଅଧିକାରୀ ଆନ୍ଦୋଳନସ୍ଥଳରେ ଆସିନାହାନ୍ତି। ଫଳରେ ଜାତୀୟ ରାଜପଥର ଉଭୟ ପଟେ ଶହ ଶହ ଗାଡି ମଟର ଠିଆ ହୋଇ ରହିଛି। ଦେବଗଡରୁ ସମ୍ବଲପୁର ଯାତାୟତ ଠପ୍ ହୋଇଯାଇଛି। ୨୦୧୮ ମସିହା ଫସଲବୀମା…

ରାସ୍ତାରେ ଧାନ ବସ୍ତା ରଖି ରାସ୍ତାରୋକ…

ନୀଳଗିରି: ବାଲେଶ୍ଵର ଜିଲ୍ଲା ଗରଡ଼ିହି ଠାରେ ଚାଷୀମାନେ ରାସ୍ତା ଉପରେ ଧାନ ବସ୍ତା ରଖି ରାସ୍ତାରୋକ କରିଛନ୍ତି। ଫଳରେ ରାସ୍ତାର ଦୁଇ ପାର୍ଶ୍ୱରେ ଗାଡ଼ି ମଟର ଅଟକି ରହିଛି। ନୀଳଗିରି ଉପଖଣ୍ଡର ସମସ୍ତ ପଞ୍ଚାୟତରେ ଧାନ ମଣ୍ଡି ଖୋଲିବା, କ୍ଷୁଦ୍ରଚାଷୀଙ୍କ ସମେତ ସମସ୍ତ ଚାଷୀଙ୍କୁ ଟୋକନ ପ୍ରଦାନ, ଅକାମି…

ଟୋକନରୁ ବଞ୍ଚିତ ଚାଷୀଙ୍କ ଆମରଣ ଅନଶନ

କଳାହାଣ୍ଡି : କଳାହାଣ୍ଡି ଜିଲା କଲମପୁର ସମବାୟ ସମିତି ଅଧିନରେ ଆସୁଥିବା କେତେକ ଚାଷୀ ଧାନ ବିକ୍ରି ପାଇଁ ଟୋକନରୁ ବଞ୍ଚିତ ହୋଇଛନ୍ତି। ଟୋକନ ନ ମିଳିଥିବାରୁ ଚୋୀମାନେ ଆଜି ଆମରଣ ଅନଶନରେ ବସିଛନ୍ତି। ପ୍ରଶାସନର ଅବହେଳାରୁ ଟୋକନ ପାଇବାରୁ ବଞ୍ଚିତ ହୋଇଛନ୍ତି ବୋଲି ସେମାନେ ଦାବି କରୁଛନ୍ତି। ଫଳରେ…

ସମ୍ବଲପୁରରେ ପୁଣି ଚାଷୀ ଆନ୍ଦୋଳନ

ସମ୍ବଲପୁର: ଟୋକନ ବ୍ୟବସ୍ଥାକୁ ନେଇ ପୁଣି ସମ୍ବଲପୁରରେ ଚାଷୀ ଆନ୍ଦୋଳନ ଦେଖିବାକୁ ମିଳିଛି। ଆଜି ସକାଳେ ଚାଷୀମାନେ ବରେଇପାଲି ରାସ୍ତାରେ ଧାନଗାଡି ରଖି ରାସ୍ତାରୋକ କରିଛନ୍ତି। ଫଳରେ ବରଗଡ-ସମ୍ବଲପୁର ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଛି। ଯାହା ଦ୍ବାରା ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ଅଟକି…