Odisha Link
Bridging the Missing Links in Odisha
Browsing Tag

Farmer

ବିଜେପିକୁ ଜବାବ ଦେଲେ ସସ୍ମିତ ପାତ୍ର ,…

ଓଏଲ୍ ବ୍ୟୁରୋ : ରାଜ୍ୟସରକାରଙ୍କ ଚାଷୀ ଅବହେଳାକୁ ନେଇ ଆସନ୍ତାକାଲି ଠାରୁ ବିଧାନସଭା ସାମ୍ନାରେ ସତ୍ୟାଗ୍ରହ କରିବାକୁ ଡାକରା ଦେଇଛି ବିଜେପି । ମୁଖ୍ୟମନ୍ତ୍ରୀଙ୍କ ନିଦ ନ ଭାଙ୍ଗିବା ପର୍ଯ୍ୟନ୍ତ ବିଜେପି ବିଧାନସଭା ଆଗରେ ଆନ୍ଦୋଳନ କରିବ ବୋଲି ସୂଚନା ଦେଇଛି । ରାଜ୍ୟ ସରକାର ଚାଷୀ ମାନଙ୍କ ସମସ୍ୟାକୁ ନ…

ପିଏମ କିଷାନ ଯୋଜନାରେ ଚାଷୀଙ୍କ ଖାତାକୁ…

ନୂଆଦିଲ୍ଲୀ: ପିଏମ କିଷାନ ଯୋଜନାରେ ଦେଶର ୯.୫କୋଟି ଚାଷୀଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପିଏମ କିଷାନ ଯୋଜନାର ଅଷ୍ଟମ କିସ୍ତି ପ୍ରଦାନ କରିଛନ୍ତି। କୃଷକଙ୍କ ଖାତାକୁ ମୋଟ ୧୯ ହଜାର କୋଟି ସହାୟତା ପ୍ରଦାନ କରିଛନ୍ତି। ପିଏମ-କିସାନ ଯୋଜନାରେ ଯୋଗ୍ୟ କୃଷକ…

ଭଲ ହେବ ମରିଯାଅ: ଏଭଳି କହି କ୍ଷମାମାଗିଲେ…

ବେଙ୍ଗାଲୁରୁ: ସାରା ଦେଶରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଦେଶରେ ଦୈନିକ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏସବୁ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଭଳି କଟକଣା ଲଗାଉଛନ୍ତି ସରକାର। ଏସବୁ ମଧ୍ୟରେ କର୍ଣ୍ଣାଟକର କରୋନା ମାମଲା ବଢ଼ିବାର ଲାଗିଛି।…

ଭାଙ୍ଗିଗଲା ଚାଷୀଙ୍କ ସ୍ବପ୍ନ, ଉଇ ଖାଇଗଲା…

ବିଜୟଓ୍ବାଡ଼ା: ଜୀବନରେ କିଛି ନା କିଛି କରିବାର ସ୍ବପ୍ନ ସମସ୍ତଙ୍କ ପାଖରେ ଥାଏ। ସେହିପରି ଆନ୍ଧ୍ର ପ୍ରଦେଶର ଘୁଷୁରି ପାଳକ ମିଲାଭାରମଙ୍କର ଏକ ଘର କରିବାର ସ୍ବପ୍ନଥିଲା। ଯାହାପାଇଁ ସେ ଝାଳବୁହା ପରିଶ୍ରମ କରି ଏକ ଲୁହା ବାକ୍ସରେ ପ୍ରାୟ ୫ଲକ୍ଷ ଟଙ୍କା ସଞ୍ଚୟ କରିଥିଲେ। କିନ୍ତୁ ମଙ୍ଗଳବାର ଦିନ ସେ…

କାଳିଆ ଯୋଜନା: ଚାଷୀଙ୍କ ଖାତାକୁ ଗଲା ୨…

ଭୁବନେଶ୍ୱର: ଚାଷୀଙ୍କୁ ମିଳିଲା ତୃତୀୟ କିସ୍ତି କାଳିଆ ଟଙ୍କା। ୫୩ ଲକ୍ଷ ଚାଷୀଙ୍କୁ ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର (ଡିବିଟି) ଜରିଆରେ ୨ ହଜାର ଟଙ୍କା ପ୍ରଦାନ କରାଯାଇଛି। ୫୩ ଲକ୍ଷ ଚାଷୀଙ୍କ ଖାତାକୁ ମୋଟ ୧୨୭୨ କୋଟି ଟଙ୍କା ପ୍ରଦାନ କରାଯାଇଛି। ୨୦୨୦-୨୧ ବର୍ଷ ପାଇଁ କାଳିଆ ସହାୟତା କ୍ଷୁଦ୍ରଚାଷୀ,…

ଟ୍ରାକ୍ଟର ରାଲି: ବାରିକେଡ୍ ଭାଙ୍ଗି…

ନୂଆଦିଲ୍ଲୀ: ସାରା ଦେଶ ୭୨ ତମ ଗଣତନ୍ତ୍ର ଦିବସ ପାଳନ କରୁଥିବାବେଳେ ନୂଆ କୃଷି ଆଇନକୁ ବିରୋଧ କରି ଚାଷୀମାନେ ଟ୍ରାକ୍ଟର ରାଲି ବାହାର କରିଛନ୍ତି। ଧାର୍ଯ୍ୟ ସମୟ ପୂର୍ବରୁ ବାହାରିଛି ଚାଷୀଙ୍କ ଟ୍ରାକ୍ଟର ରାଲି। ସିଂଘୁ ସୀମାରେ ପୋଲିସ ଲଗାଇଥିବା ବ୍ୟାରିକେଡ୍‌ ଭାଙ୍ଗି ଧସେଇ ପଶିଛନ୍ତି ଚାଷୀ। ସିଂଘୁ…

ଜାନୁଆରୀ ୮ରେ ପୁଣି କୃଷକଙ୍କ ସହ ଆଲୋଚନା…

ନୂଆଦିଲ୍ଲୀ : କୃଷି ଆଇନକୁ ବିରୋଦ୍ଧ କରି ଚାଲିଥିବା ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି ତେବେ ଆଜି । ତେବେ ସୋମବାର ଉଭୟ ପକ୍ଷ ମଧ୍ୟରେ ୮ମ ଥର ପାଇଁ ହୋଇଥିବା ଆଲୋଚନା ବିଫଳ ହୋଇଛି । ଜାନୁୟାରୀ ୮ତାରିଖରେ ପୁଣି ଥରେ ଆଲୋଚନା ହେବ ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ ଦିଲ୍ଲୀର ବିଜ୍ଞାନ ଭବନରେ ସରକାର…

ଆଜି ଚାଷୀଙ୍କୁ ସମ୍ବୋଧନ କରିବେ ମୋଦି

ନୂଆଦିଲ୍ଲୀ: ଆଜି ଚାଷୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆ କୃଷି ଆଇନ ସଂପର୍କରେ ୬ଟି ରାଜ୍ୟର ଚାଷୀଙ୍କ ସହ ମୋଦି ଆଲୋଚନା କରିବେ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଅବସରରେ ମଧ୍ୟାହ୍ନରେ ଚାଷୀଙ୍କ ସହ ସେ ଭିଡିଓ କନ୍ଫରେନ୍ସ ଆଲୋଚନା କରିବେ…

ଆଜି ଅନଶନ କରିବେ ଚାଷୀ

ନୂଆଦିଲ୍ଲୀ: କେନ୍ଦ୍ରର ନୂଆ କୃଷି ଆଇନ୍ ବିରୋଧରେ ଦିଲ୍ଲୀରେ ଚାଷୀଙ୍କ ପିରୋଧ ପ୍ରଦର୍ଶନ ୨୬ତମ ଦିନରେ ପହଞ୍ଚିଛି। ଏହି କ୍ରମରେ ଚାଷୀ ସୋମବାର ଦିନ ସମସ୍ତ ପ୍ରଦର୍ଶନ ସ୍ଥଳରେ ଦିନକ ପାଇଁ ରିଲେ (ପର୍ଯ୍ୟାୟକ୍ରମେ) ଅନଶନ କରିବେ। ଅନ୍ୟପକ୍ଷରେ ଡିସେମ୍ବର ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ହରିୟାଣାରେ ସମସ୍ତ…

ଚାଷୀଙ୍କୁ କୃଷି ଆଇନ ସମ୍ପର୍କରେ ବୁଝାଇବ…

ଭୁବନେଶ୍ୱର: କୃଷି ଆଇନକୁ ନେଇ ଚାଷୀଙ୍କୁ ବୁଝାଇବ ବିଜେପି। କୃଷକ ସମାବେଶ କରି କେନ୍ଦ୍ର କୃଷି ଆଇନ ସମ୍ପର୍କରେ ଚାଷୀଙ୍କୁ ବୁଝାଇବା ବିଜେପି। କଟକ, ବରଗଡ଼, ଢେଙ୍କାନାଳ, ବାଲେଶ୍ୱର, ଜୟପୁର ରେ କୃଷକ ସମାବେଶ କରିବ ଦଳ ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ।…