Odisha Link
Bridging the Missing Links in Odisha
Browsing Tag

Fine

ସମଲେଶ୍ବରୀ ମନ୍ଦିରରେ ମାଦକ ଦ୍ରବ୍ୟ ଓ…

ସମ୍ବଲପୁର: ଆସନ୍ତାକାଲିଠାରୁ ମା ସମଲେଶ୍ବରୀଙ୍କ ପୀଠ ପରିସରରେ ମାଦକ ଦ୍ରବ୍ୟ ଓ ପାନ ଗୁଟକାର ବ୍ୟବହାର ଉପରେ ରୋକ୍ । ଏନେଇ ସମଲେଶ୍ଵରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କୌଣସି ପ୍ରକାର ମାଦକ ଦ୍ରବ୍ୟ ନଆଣିବାକୁ ଟ୍ରଷ୍ଟର ଅନୁରୋଧ। ଏହି ନିଷ୍ପତ୍ତିକୁ ନମାନିଲେ ନିଆଯିବ…

ସାଉଥ୍ ସୁପରଷ୍ଟାର ବିଜୟଙ୍କ ଉପରେ…

ମାଡ୍ରାସ: ସାଉଥ ସୁପରଷ୍ଟାର ବିଜୟଙ୍କ ଉପରେ ଟ୍ୟାକ୍ସ ଫାଙ୍କିଥିବା ଅଭିଯୋଗ। ବିଜୟ ୨୦୧୨ ମସିହାରେ ତାଙ୍କ ଦ୍ୱାରା କିଣାଯାଇଥିବା ତାଙ୍କର ଏକ କାର ଉପରେ ଟ୍ୟାକ୍ସ ନଦେବାକୁ ଚେଷ୍ଟା କରିଥିଲେ। ମାଡ୍ରାସ ହାଇକୋର୍ଟ ଅଭିନେତା ବିଜୟଙ୍କ ଉପରେ କହିଛନ୍ତି ଯେ, ରିଏଲ ଲାଇଫ ହିରୋ ଟ୍ୟାକ୍ସ ଦେବାକୁ ଦ୍ୱିଧା…

ରାଜଧାନୀରେ ଅମାନିଆ ଗଣିଲେ ୨୦ ଲକ୍ଷ

ଭୁବନେଶ୍ୱର: ରାଜ୍ୟରେ ଅଣାୟତ୍ତ ହେଲାଣି ମହାମାରୀ କରୋନା। ଦିନକୁ ଦିନ ସଂକ୍ରମଣର ହାର ହୁହୁ ହେଇ ବଢ଼ୁଥିବା ବେଳେ ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ରାଜ୍ୟରେ ଲକଡାଉନ ଜାରି ରହିଛି। ଏହାକୁ କଡ଼ାକଡ଼ା ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୁଲିସ  କଟକଣାକୁ ଉଲ୍ଲଂଘନ ନେଇ କଡ଼ାକଡ଼ି ଯାଞ୍ଚ କରିବା ସହ…

ଜୋରିମାନା ଦେଇ କନିଆ ନେଇ ଫେରିଲା…

ରଙ୍ଗେଇଲୁଣ୍ଡା: ରାଜ୍ୟରେ ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି କରୋନା ସଂକ୍ରମଣ। ଯାହାକୁ ନଜରରେ ରଖି ରାଜ୍ୟ ସରକାର ଆପଣାଛନ୍ତି ଅନେକ କଟକଣା। ଏପରିକି ସାରା ରାଜ୍ୟରେ ୧୪ ଦିନିଆ ଲକ୍‌ଡାଉନ୍‌ ଲଗାଇଛନ୍ତି ସରକାର। ଏପରିକି ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସହ ତେଲେଙ୍ଗାନାକୁ ସଂଯୋଗ କରୁଥିବା ସମସ୍ତ ସୀମାକୁ…

ଅମାନିଆଙ୍କୁ ସାବାଡ: ଦିନରେ ୨୩ଲକ୍ଷ…

ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ୧୪ ଦିନଆ ଲକ୍‌ଡାଉନ ଜାରି ହୋଇଛି। ଲକ୍‌ଡାଉନ ବେଳେ ଜରୁରୀକାଳୀନ କାମ ଥିଲେ ବାହାରକୁ ଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତାହା ପୁଣି ବାଇକରେ କେବଳ ଜଣେ ଲୋକ ହିଁ ଯାତ୍ରା କରିପାରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଏଭଳି ନିର୍ଦ୍ଦେଶକୁ ମାନୁ ନାହାଁନ୍ତି…

କୋଭିଡ୍ ନିୟମ ଉଲଂଘନ: ୨ କୋଟି ୧୭ ଲକ୍ଷ…

ଭୁବନେଶ୍ବର: ରାଜ୍ୟରେ ହୁହୁ ହେଇ ବଢୁଛି କରୋନା ସଂକ୍ରମଣ ସଂଖ୍ୟା। କୋଭିଡ୍‌ ସଂକ୍ରମଣରକୁ ରୋକିବା ପାଇଁ କଠୋର ପଦକ୍ଷେପ ନେଉଛି କମିଶନରେଟ୍ ପୁଲିସ। ଅମାନିଆଙ୍କ ଠାରୁ ମୋଟା ଅଙ୍କର ଜରିମନା ଆଦାୟ କରିଛି ପୁଲିସ। କୋଭିଡ୍ ନିୟମ ଉଲଂଘନକାରୀଙ୍କଠୁ ୭ ଦିନରେ ୨ କୋଟିରୁ ଅଧିକ ଟଙ୍କାର ଜରିମନା ଆଦାୟ କରିଛି…

ମାସ୍କ ପାଇଁ ଜରିମାନା ଗଣିଲେ ପୁଲିସ୍…

ପୁରୀ: ରାଜ୍ୟରେ ପୁଣି କାୟା ବିସ୍ତାର କଲାଣି ମହାମାରୀ କରୋନା। ଦିନକୁ ଦିନ ହୁହୁ ହେଇ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ମାସ୍କ ଚେକିଂକୁ କଡ଼ାକଡ଼ି କରାଯାଇଛି। ଫଳରେ ପୁଲିସ ଅମାନିଆଙ୍କଠୁ ଜରିମାନା ଆଦାୟ କରୁଥିବା ବେଳେ ପୋଲିସ୍‌କୁ ହିଁ…

ଅମାନିଆଙ୍କୁ ଛାଟ: ମାନିଲେଣି କଟକଣା,…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି। କରୋନା ସଂକ୍ରମଣକୁ ମାତ୍‌ ଦେବା ପାଇଁ ସାରା ରାଜ୍ୟରେ କୋଭିଡ କଟକଣାକୁ ଜୋରଦାର କରିଛନ୍ତି ସରକାର। ଏସବୁ ମଧ୍ୟରେ କମିଶନରୋଟ୍‌ ପୁଲିସର ସ୍ପେଶାଲ ସ୍କ୍ବାର୍ଡ ରାଜଧାନୀର ବିଭିନ୍ନ ସ୍ଥାନ ପରିଦର୍ଶନ କରି କୋଭିଡ କଟକଣାକୁ ଅବମାନନା କରୁଥିବା…

ନିୟମ ଉଲ୍ଲଂଘନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ…

ନରୱେ: ସାରା ବିଶ୍ଵରେ କାୟା ମେଲାଉଛି କରୋନା ମହାମାରୀ। ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ସବୁ ଦେଶ ଲକ୍‌ଡାଉନ, ସଟ୍‌ଡାଉନ ଲାଗୁ କରିବା ଭଳି କଡା ପଦକ୍ଷେପ ନିଆଯାଉଛି। କିନ୍ତୁ ନରୱେ ପ୍ରଧାନମନ୍ତ୍ରୀ ଏର୍ନା ସୋଲବର୍ଗ ଖୋଦ ନିଜେ କୋଭିଡ ନିୟମ ଉଲ୍ଲଂଘନ କରି ଚର୍ଚ୍ଚାକୁ ଆସିଛନ୍ତି। ଏଥିପାଇଁ ପୁଲିସ…

ସୁନା ଦୋକାନରେ ଚଢ଼ାଉ, ୪୪୫,୫୦୦…

ଭୁବନେଶ୍ୱର: ସୁନା ଦୋକାନରେ ଓଜନ ମାପରେ ଠକେଇ। ଓଜନରେ ଠକେଇ ନେଇ ସୁନାଦୋକାନରେ ଚଢ଼ାଉ କରାଯାଇ ୪ଲକ୍ଷ ୪୫ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଏନେଇ ଆଜି ଗୃହରେ ପ୍ରଶ୍ନୋତ୍ତରରେ ଖାଦ୍ୟଯୋଗଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଓଜନମାପରେ…