Odisha Link
Bridging the Missing Links in Odisha
Browsing Tag

fined

ସ୍କୁଟି ଚାଳକଙ୍କୁ ୨୬ ହଜାର ଟଙ୍କା…

ଭୁବନେଶ୍ୱର: ଭୁବନେଶ୍ୱରରେ ସ୍କୁଟି ଚାଳକଙ୍କୁ ୨୬ ହଜାର ଟଙ୍କା ଜରିମନା କରାଯାଇଛି। ଫାଇନ୍‌ ଆଦାୟ କଲେ ପରିବହନ ଅଧିକାରୀ। ସ୍କୁଟି ଚାଳକ ନାବାଳକ ହୋଇଥିବା ବେଳେ, ବିନା ହେଲମେଟରେ ଅନ୍ୟଜଣକୁ ପଛରେ ବସାଇ ଯାଉଥିଲେ। ଟ୍ରାଫିକ ପୋଲିସ ଯାଞ୍ଚ ବେଳେ ଧରାପଡିଥିଲେ ଏହି ନାବାଳକ। ଫରେଷ୍ଟ ପାର୍କ ଅଞ୍ଚଳରେ…

ଅଦାଲତ ଅବମାନନା ମାମଲା: ପ୍ରଶାନ୍ତ…

ନୂଆଦିଲ୍ଲୀ: ଅଦାଲତ ଅବମାନନା ବିରୋଧରେ ଟୁଇଟ୍ କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ସୁପ୍ରିମକୋର୍ଟ ଦଣ୍ଡାଦେଶ ଦେଇଛନ୍ତି। ଏହି ମାମଲାରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ଟଙ୍କାଏ ଜୋରିମାନା କରିଛନ୍ତି ସୁପ୍ରିମକୋର୍ଟ। ସୋମବାର ଏପରି ଦଣ୍ଡବିଧାନ କରିଛନ୍ତି…