Odisha Link
Bridging the Missing Links in Odisha
Browsing Tag

Fire breakout

ବୁର୍ଲା କମ୍ୟୁନିଟି ସେଣ୍ଟରରେ…

ସମ୍ବଲପୁର: ବୁର୍ଲା ଏମସିଏଲରେ ଭୟାବହ ଅଗ୍ନିକାଣ୍ଡ। ଆନନ୍ଦ ବିହାରସ୍ଥିତ ଷ୍ଟାଫ୍ କ୍ୱାର୍ଟର କଲୋନୀର ନିଶିଗନ୍ଧା ହଲରେ ଲାଗିଲା ନିଆଁ। ନିଆଁ ଲାଗିବା ଫଳରେ ନଷ୍ଟ ହୋଇଯାଇଛି ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି। ସଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଅଗ୍ନିଶମବାହିନୀ ନିଆଁକୁ ଆୟତ୍ତ…

ହସ୍ପିଟାଲରେ ଅଗ୍ନିକାଣ୍ଡ, ୫୨ ଜଣ…

ବାଗଦାଦି: କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ। ନିଆଁ ଲାଗି ୫୨ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ହସ୍ପିଟାଲର ଆଇସୋଲେସନ ଓ୍ୱାର୍ଡରେ ନିଆଁ ଲାଗିବାରୁ ଏହି ଦୁର୍ଘଟଣା ଘଟିଛି। ଏଭଳି ଅଭାବନୀୟ ଦୁର୍ଘଟଣା ଇରାକ ସ୍ଥିତ ଏକ ହସ୍ପିଟାଲରେ ଘଟିଛି। ବିଗତ ୩ ମାସରେ ଇରାକରେ ଦ୍ୱିତୀୟ ଥର ପାଇଁ ଏଭଳି ଦୁର୍ଘଟଣା…

ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ୫୨…

ଢାକା: ଜୁସ ଫ୍ୟାକ୍ଟରିରେ ଭୟାବହ ଅଗ୍ନିକାଣ୍ଡ। ନିଆଁରେ ପୋଡି ହୋଇ ୫୨ ଜଣଙ୍କ ମୃତ୍ୟୁ ଘଟିଛି। ଏବେ ବି ଅଧିକାଂଶ କର୍ମଚାରୀ ଫସି ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି। ଏହି ଅଗ୍ନିକାଣ୍ଡରେ ୫୦ରୁ ଅଧିକ ଜଣ ଗୁରୁତର ଆହତ ହୋଇଛନ୍ତିି। ବାଂଲାଦେଶର ଢାକାରେ ଥିବା ସେଜନ ଜୁସ…

ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ…

ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ନିଆଁ। ହସ୍ପିଟାଲର କାଡିଓଲୋଜି ବିଭାଗରେ ନିଆଁ ଲାଗିଥିବା ନେଇ ସୂଚନା ମଳିଲି। ନିଆଁକୁ ତୁରନ୍ତ ଆୟତ୍ତ କରାଯାଇ ତିବୋ ବେଳେ ହସ୍ପିଟାଲର ସବୁ ରୋଗୀ ସୁରକ୍ଷିତ ଅଛନ୍ତି । ସୂଚନା ମୁତାବକ, ବ୍ରହ୍ମପୁର ଏମକେସିଜି ହସ୍ପିଟାଲର କାଡିଓଲୋଜି ବିଭାଗର ୱିଣ୍ଡୋ…

କୋଭିଡ୍‌ ହସ୍ପିଟାଲ୍‌ରେ ନିଆଁ, ୪‌ ମୃତ

ନାଗପୁର: କୋଭିଡ୍‌ ହସ୍ପିଟାଲ୍‌ରେ ନିଆଁ। ମହାରାଷ୍ଟ୍ର ନାଗପୁରର ଏକ କୋଭିଡ୍‌ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଗତକାଲି ରାତି ପ୍ରାୟ ୮ଟା ବେଳେ ନାଗପୁର ସ୍ଥିତ ୱେଲ୍‌ ଟ୍ରିଟ୍‌ ହସ୍ପିଟାଲ୍‌ରେ ନିଆଁ ଲାଗି…

ରାଉରକେଲା ଆରଏସପିରେ ଅଗ୍ନିକାଣ୍ଡ

ରାଉରକେଲା: ରାଉରକେଲା ଆରଏସପିରେ ଅଗ୍ନିକାଣ୍ଡ। ଗତକାଲି ରାତି ୩ଟା ସମୟରେ ଏସଏମ ଏସ-୨ ରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଏସଏମଏସ – ୨ର ସ୍ଲାଗ ପଟରୁ ଉତ୍ତପ୍ତ ତରଳ ଲୁହା ଚାରିଆଡ଼େ ବିଛାଡ଼ି ହୋଇ ପଡ଼ିବାରୁ ଉକ୍ତ ବିଭାଗର କଣ୍ଟ୍ରୋଲ ରୁମ ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇ ଯାଇଛି l ଆରଏସପିର ଦୁଇଟି…

କୋଭିଡ୍‌ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ, ୨…

ମୁମ୍ବାଇ: କୋଭିଡ୍‌ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ। ଗତରାତିରେ ମୁମ୍ବାଇର ଏକ ମଲ୍‌ରେ ଥିବା ସନରାଇଜ୍‌ ହସ୍ପିଟାଲରେ କୋଭିଡ୍ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିବାରୁ ଦୁଇଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ହସ୍ପିଟାଲ…

ବୃଷଭଙ୍କ ଉତ୍ତରିରେ ଲାଗିଲା ନିଆଁ

ନରସିଂହପୁର: ଗତକାଲି ମହାଶିବରାତ୍ରି ଅବସରରେ ସମସ୍ତ ଶୈବପୀଠ ଚଳଚଞ୍ଚଳ ହୋଇ ଉଠିଥିଲା। ଶ୍ରଦ୍ଧାଳୁମାନେ କରୋନା କଟକଣା ମଧ୍ୟରେ ଆସି ମହାଦେବଙ୍କୁ ଦର୍ଶନ କରିଛନ୍ତି। ଏହି ଶୁଭ ଅବସରରେ ବୃଷଭଙ୍କ ଉତ୍ତରିରେ ନିଆଁ ଲାଗି ଯାଇଥିଲା। ଏଭଳି ଅଘଟଣ ଘଟିଛି କଟକ ଜିଲ୍ଲା ନରସିଂହପୁର ନିଜିଗଡ଼ଠାରେ ଥିବା ବାବା…

ଔଷଧ ତିଆରି ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ,…

ଗାଜିଆବାଦ: ଉତ୍ତରପ୍ରଦେଶରେ ଏକ ଔଷଧ ତିଆରି ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁରୁବାର ରାତିରେ ସାହିବାବାଦ ଶିଳ୍ପାଞ୍ଚଳର ୪ର୍ଥ ସାଇଟ୍‌ରେ ଡାକ୍ତରୀ ସରଞ୍ଜାମ ଉତ୍ପାଦନ କରୁଥିବା ଏକ କାରଖାନାରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ପ୍ରାୟତଃ ୧୪ ଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସମସ୍ତ…

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୧୦ ବଖରା ଘର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ୨ଟି ସ୍ଥାନରେ ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ଜଳିଯାଇଛି ୧୦ ବଖରା ଘର। ଏଥିସହ ସାତ ଏକର ଜମିର ଧାନ ମଧ୍ୟ ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ତିନି ଜଣ ଗୁରୁତର ହୋଇଛନ୍ତି। ସୂଚନା ମୁତାବକ, ସୋର ପୌରପାଳିକା ୧୯ ନମ୍ବର ୱାର୍ଡ କ୍ଷୀରକୋଣି ଗାଁରେ…