Odisha Link
Bridging the Missing Links in Odisha
Browsing Tag

Fire Mishap

ଅଗ୍ନିକାଣ୍ଡରେ ଜଳିଗଲା ଲକ୍ଷାଧିକ ଟଙ୍କାର…

ଯାଜପୁର: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା ଏବଂ ଆସବାବପତ୍ର ସହ ୧୨ ବଖରା ଘର। ଏହି ଅଭାବନୀୟ ଘଟଣାଟି ଯାଜପୁର ଜିଲ୍ଲା ବରୀ ବ୍ଲକ ବାଇସାରିୟା ପଞ୍ଚାୟତ ହରିସ୍ତାଲ ଗାଁରେ ଘଟିଛି। ସୂଚନା ଅନୁଯାୟୀ ଗତ କାଲି ବିଳମ୍ବିତ ରାତ୍ରିରେ ଯାଜପୁର ଜିଲ୍ଲା ବରୀ ବ୍ଲକ ବାଇସାରିୟା…

ଜଳିଗଲା ୧୦ବଖରାରୁ ଅଧିକ ଘର

ବ୍ରହ୍ମଗିରି: ପୁରୀ ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଣ୍ଡପଡା ଗାଁରେ ଭୟାବହ ଅଗ୍ନିକାଣ୍ଡ ହୋଇଛି। ନିଆଁଲାଗି ଜଳିଗଲା ୧୦ରୁ ଅଧିକ ବଖରା ଘର। ବିଳମ୍ବିତ ରାତିରେ ନିଆଁ ଲାଗି ୧୦ ବଖରା ଘର ପୋଡି ଯାଇଛି। କିଛି ଗାଇଗୋରୁ ଓ ଆସବାବ ପତ୍ର ମଧ୍ୟ ଜଳି ଯାଇଛି। ଘଟଣା ସ୍ଥଳରେ ବ୍ରହ୍ମଗିରି ଅଗ୍ନିଶମ ବିଭାଗ…

ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ…

ଜଗତସିଂହପୁର : ଗତକାଲି ମଧ୍ୟ ରାତ୍ରିରେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ହଠାତ୍ ପ୍ରସୂତୀ ବିଭାଗରେ ଥିବା ଏକ ବିଦ୍ୟୁତ୍ ବୋର୍ଡରୁ ନିଆଁ ବାହରିଥିଲା। ବିଦ୍ୟୁତ ତାର ପୋଡିଯାଇ ବିଦ୍ୟୁତ କାଟ ହେବା ସହ ସବୁ ଆଡ ଧୂଆଁମୟ ହୋଇ ଯାଇଥିଲା। ଫଳରେ ବିଭିନ୍ନ ବେଡରେ ଥିବା ଶତାଧିକ ରୋଗୀ ଜୀବନ ବିକଳରେ ବାହାରକୁ…

ରାଉରକେଲା ଆଇଜିଏଚ୍‌ରେ ଅଗ୍ନିକାଣ୍ଡ

ରାଉରକେଲା : ରାଉରକେଲା ଆଇଜିଏଚରେ ଅଗ୍ନିକାଣ୍ଡ ହୋଇଛି। ଦିନ ୨ଟା ୩୦ ମିନିଟରେ ହଠାତ୍ ହସ୍ପିଟାଲରେ ନିଆଁ ଲାଗିଯାଇଥିଲା। ଖବର ପାଇ ଆରଏସପିର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛି। ସମସ୍ତ ରୋଗୀ ସୁରକ୍ଷିତ ଥିବା ଜଣାପଡିଛି। କାହାର କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି।…

ଘରେ ଶୋଇଥିବା ବେଳେ ଲାଗିଗଲା ନିଆଁ

ସୋର : ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକ ଅନ୍ତର୍ଗତ ନିଶ୍ଚନ୍ତା ଗାଁରେ ଅଗ୍ନିକାଣ୍ଡ ହୋଇଛି । ରାତିରେ ଗୌରାଙ୍ଗ ଖଟୁଆଙ୍କ ପରିବାର ଲୋକେ ଖାଇସାରି ଶୋଇଥିବା ବେଳେ ଘରେ ନିଆଁ ଲାଗିଯାଇଥିଲା । ବିଦ୍ୟୁତ୍ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଯାଇଥିବା ଜଣାପଡିଛି । ନିଦ ଭାଙ୍ଗିଯିବାରୁ ଜୀବନବିକଳରେ ପରିବାର…