Odisha Link
Bridging the Missing Links in Odisha
Browsing Tag

Flood Situation

ଆଠଗଡରେ ବନ୍ୟା ପରିସ୍ଥିତି : ଯୋଗାଯୋଗ…

ଆଠଗଡ : କଟକ ଜିଲ୍ଲା ଆଠଗଡ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଚଷାଆଁରା ଗାଁରେ ବନ୍ୟାଜଳ ପସିଥିବା ଯୋଗୁଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ୬ କିଲୋମିଟର ଲାଗି ଗାଁ ଚାରିପଟେ ବନ୍ୟାଜଳ ଲାଗିରହିଛି। ୬ ଶହ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ଗାଈନାଳ ଉପରେ ଚାଲିଛି ବନ୍ୟାଜଳ। ତିଗିରିଆ ଓ ବାଙ୍କିର ୮…

ହରିଶଙ୍କରରେ ପୀଠରେ ବନ୍ୟା ପରିସ୍ଥିତି

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ରେ ଲାଗିରହିଛି ପ୍ରବଳ ବର୍ଷା। ଦିନ ତମାମ ଲଗାଣ ବର୍ଷା ଲାଗି ରହିବା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପ୍ରବଳ ବର୍ଷା ଫଳରେ ହରିଶଙ୍କର ଡ୍ୟାମରେ ଜଳସ୍ତର ବୃଦ୍ଧିପାଇ ୧୦ଫୁଟରୁ ଉର୍ଦ୍ଧର ପାଣି ମାଡ଼ି ଆସିଥିଲା। ଫଳରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା । ଶ୍ରାବଣ…

ବର୍ଷା କମୁଛି, ସ୍ଥିତି ସୁଧୁରୁଛି

ମାଲକାନଗିରି : ମାଲକାନଗିରିରେ ଆଜି ସୁଧୁରୁଛି ବନ୍ୟା ସ୍ଥିତି। ପୋଟେରୁ ଓ ପାଙ୍ଗାମା ପୋଲ ଉପରେ ଏବେ ବି ୨ ଫୁଟରେ ପାଣି ଚାଲୁଛି। ଏହାର ପ୍ରଭାବରେ ମାଲକାନଗିରି ଓ ଜୟପୁର ମଧ୍ୟରେ ଯାତାୟତ ଠପ୍ ହୋଇଛି। ସେହିପରି ଝାପରା ପୋଲ ଉପରେ ଚାଲୁଛି ୩ ଫୁଟରେ ପାଣି । ଫଳରେ ମାଲକାନଗିରି – ଛତିଶଗଡ ମଧ୍ୟରେ ଯୋଗାଯୋଗ…