Odisha Link
Bridging the Missing Links in Odisha
Browsing Tag

Flood

ଓଡ଼ିଶାରେ ବନ୍ୟା, ପାଣି ଘେରରେ ୧୪୦୦ ଗାଁ

ଓଏଲ୍‌ ବ୍ୟୁରୋ: ହୀରାକୁଦ ଡ୍ୟାମର ୪୦ ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ। ଫଳରେ ଉଛୁଳୁଛି ମହାନଦୀ। ଅନ୍ୟପଟେ ରାଜ୍ୟରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି। କଟକ ମୁଣ୍ଡଳୀଠାରେ ମହାନଦୀରେ ୧୨ ଲକ୍ଷ କ୍ୟୁସେକରୁ ଅଧିକ ପାଣି ପାସ୍ କରୁଥିବାରୁ ଆଜି ଓ ଆସନ୍ତାକାଲି ପାଇଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି…

ରାଜଧାନୀରେ ବନ୍ୟାଜଳ

ଓଏଲ୍‌ ବ୍ୟୁରୋ: ରାଜ୍ୟର ପ୍ରାୟ ୧୦ଟି ଜିଲ୍ଲାରେ ବନ୍ୟାସ୍ଥିତି। ଏସବୁ ମଧ୍ୟରେ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ପଶିଲା ବନ୍ୟାଜଳ। ରାଜଧାନୀ ଉପକଣ୍ଠ ବାଲିପାଟଣା ଓ ସୁନ୍ଦରପଦା ଅଞ୍ଚଳରେ ବନ୍ୟାଜଳ ପଶିବା ଯୋଗୁ ଲୋକେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦା ଅଞ୍ଚଳରେ ଦୟାନଦୀର ପଛୁଆ…

ଉଦ୍ଧାର ହେଲେ ବାପପୁଅ, ୪ ଦିନ ହେବ…

ଓଏଲ୍‌ ବ୍ୟୁରୋ: ମହନଦୀରେ ବନ୍ୟା। ଉଛୁଳିଥିବା ମହାନଦୀର ବନ୍ୟା ପାଣିରେ ପାଖାପାଖି ୪ ଦିନ ଧରି ଫସି ରହିଥିଲେ ବାପପୁଅ। ଆଠଗଡ଼ କନ୍ଦରପୁରର ଅମଙ୍ଗେଇ କୁଦରେ ପ୍ରାୟ ୫ଦିନ ଧରି ଫସି ରହିଥିବା ଉଭୟ ବାପପୁଅଙ୍କୁ ଉଦ୍ଧାର କରିଛି ଓଡ୍ରାଫ୍‌ ଟିମ୍। ଆଜି ଓଡ୍ରାଫ ଟିମ୍‌ ଉଭୟ ବାପପୁଅଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର…

ଫୁଲୁଛି ମହାନଦୀ, ଖୋଲିଲା ହୀରାକୁଦ…

ଓଏଲ୍‌ ବ୍ୟୁରୋ: ଧିରେ ଧିରେ ଫୁଲୁଛି ମହାନଦୀ। ଏହାକୁ ନଜରରେ ରଖି ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୨ଟି ଗେଟ୍। ୩ଟି ପର୍ଯ୍ୟାୟରେ ଆଜି ଖୋଲିଛି ୧୦ଟି ଗେଟ୍। ଜଳଭଣ୍ଡାରକୁ ୪ ଲକ୍ଷ ୬୬ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ସମାନ ପରିମାଣର ଜଳ ନିଷ୍କାସିତ ହେଉଛି। ହୀରାକୁଦର ଜଳସ୍ତର ରହିଛି ୬୧୭…

ଆନ୍ଧ୍ରପ୍ରଦେଶ ବନ୍ୟା: ୨୫ ମୃତ, ଶତାଧିକ…

ହାଇଦ୍ରାବାଦ: ଆନ୍ଧ୍ରପ୍ରେଦଶରେ ପ୍ରଳୟଙ୍କରୀ ବନ୍ୟାର ପ୍ରଭାବ ଜାରି ରହିଛି। ଏଯାଏଁ ୨୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶତାଧିକ ବ୍ୟକ୍ତି ଏବେ ବି ନିଖୋଜ ଅଛନ୍ତି। ବଙ୍ଗୋପସାଗରରେ ଲଗାତାର ଦୁଇଟି ଲଘୁଚାପ ପରେ ଆନ୍ଧ୍ରରେ ବର୍ଷା ବିତ୍ପାତ ପ୍ରବଳ ହୋଇଛି। ଧାର୍ମିକ ସହ ତିରୁପତି ସମ୍ପୂର୍ଣ୍ଣ ଜଳାଣ୍ଣବ…

ବର୍ଷା ବିତ୍ପାତ: ୧୩୯ ବ୍ଲକର ୪୯୬୪ ଗାଁ…

ଭୁବନେଶ୍ବର: ଲଗାଣ ବର୍ଷାରେ ଏବେ ରାଜ୍ୟର ସ୍ଥିତି ଅଣାୟତ୍ତ। ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷାର ପ୍ରଭାବରେ ୨୪ଟି ଜିଲ୍ଲାର ୨୩ଲକ୍ଷ ୮୨ହଜାର ୭୯୫ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ଆଜି ରାଜ୍ୟରେ ବର୍ଷା ପରିମାଣ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ଆଜକୁ ମିଶାଇ ଗତ ୩ଦିନ ଧରି ରାଜ୍ୟରେ ହାରାହାରି ମୋଟ ୧୭୩ମିମି…

ହୀରାକୁଦ ଉପରମୁଣ୍ଡରେ ପ୍ରବଳ ବର୍ଷା,…

ସମ୍ବଲପୁର: ରାଜ୍ୟରେ କମିଛି ଲଘୁଚାପ ବର୍ଷା। ହେଲେ ହୀରାକୁଦର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା କାରଣରୁ ଜଳ ଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଆଜି ମଧ୍ୟାହ୍ନ ସୁଦ୍ଧା ୨୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ୍‌ ହେଉଛି। ମିଳିଥିବା ସୂଚନା ମୁତାବିକ ଏବେ ଆଉ ୮ଟି ଗେଟ୍‌ ଖୋଲାଯାଇଥିବା ସୂଚନା ରହିଛି।…

ବିପଦ ସଙ୍କେତ ଟପିଲା ସୁବର୍ଣ୍ଣରେଖା

ଜଳେଶ୍ୱର: ଝାଡ଼ଖଣ୍ଡରେ ପ୍ରବଳ ବର୍ଷା କାରଣରୁ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଇଛି। ଫଳରେ ବାଲିଆପାଳ ଓ ଜଳେଶ୍ୱର ବ୍ଲକ୍‌ର ୨୦ଟି ଗାଁରେ ବନ୍ୟା ପାଣି ପଶିଛି। ଗତକାଲି ରାତିରେ ବନ୍ୟା ପାଣି ଗାଁରେ ପଶିଥିବା ବେଳେ ସ୍ଥାନୀୟ ଲୋକ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଗଲୁଡିହ ବ୍ୟାରେଜରୁ ୮ ହଜାର…

ବୈତରଣୀ ବନ୍ୟା: ବିପଦ ସଂକେତ ଉପରେ…

ଭଦ୍ରକ: ଲଗାଣ ବର୍ଷା କାରଣରୁ ବୈତରଣୀ ନଦୀରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବନ୍ୟା ଜଳ। ଆଖୁଆପଦା ଠାରେ ବିପଦ ସଂକେତ ୧୭.୮୩ ଥିଲା ବେଳେ ଏବେ ୧୭.୯୪ ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ବନ୍ୟା ଜଳ ନଦୀରେ ଆସିବା ସହ ବିପଦ ସଙ୍କେତ ଆଡ଼କୁ ଗତି କରୁଛି। ଅନ୍ୟପଟେ ଆଜି ହୀରାକୁଦ ଜଳ…

ବନ୍ୟା ବିଭୀଷିକା: ଭାସିଲା ଶହଶହ କାର, ୨୫…

ହେନାନ୍‌: ଅଚାନକ ପ୍ରବଳ ବର୍ଷା ଯୋଗୁ ଚାଇନାର ହେନାନ୍‌ ପ୍ରଦେଶର ଜେଙ୍ଗଝାଉରେ ଭୟଙ୍କର ବନ୍ୟା ସୃଷ୍ଟି ହୋଇଛି। ବନ୍ୟା ବିଭୀଷିକା ଭାସିଲା ଶହଶହ କାର। ଜେଙ୍ଗଝାଉ ଗୋଟିଏ ସହରାଞ୍ଚଳ ହୋଇଥିବା ବେଳେ ବନ୍ୟା ଯୋଗୁ ଶହଶହ କାର୍‌ ରାସ୍ତାରେ ଭାସୁଥିବାର ଦେକିବାକୁ ମିଳିଛି। ବନ୍ୟା ଯୋଗୁ ସହରରେ ରହୁଥିବା…