Odisha Link
Bridging the Missing Links in Odisha
Browsing Tag

Flood

ବନ୍ୟା ବିଭୀଷିକା: ଭାସିଲା ଶହଶହ କାର, ୨୫…

ହେନାନ୍‌: ଅଚାନକ ପ୍ରବଳ ବର୍ଷା ଯୋଗୁ ଚାଇନାର ହେନାନ୍‌ ପ୍ରଦେଶର ଜେଙ୍ଗଝାଉରେ ଭୟଙ୍କର ବନ୍ୟା ସୃଷ୍ଟି ହୋଇଛି। ବନ୍ୟା ବିଭୀଷିକା ଭାସିଲା ଶହଶହ କାର। ଜେଙ୍ଗଝାଉ ଗୋଟିଏ ସହରାଞ୍ଚଳ ହୋଇଥିବା ବେଳେ ବନ୍ୟା ଯୋଗୁ ଶହଶହ କାର୍‌ ରାସ୍ତାରେ ଭାସୁଥିବାର ଦେକିବାକୁ ମିଳିଛି। ବନ୍ୟା ଯୋଗୁ ସହରରେ ରହୁଥିବା…

ବାତ୍ୟାଞ୍ଚଳ ଏରିଏଲ ସର୍ଭେ କରୁଛନ୍ତି…

ଭୁବନେଶ୍ୱର: ବାତ୍ୟାଞ୍ଚଳ ପରିଦର୍ଶନ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆକାଶମାର୍ଗରୁ ବାତ୍ୟା ‘ୟଶ’ ପରର ସ୍ଥିତି ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରଭାବିତ ଅଞ୍ଚଳ ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରପଡାରେ ସେ ସ୍ଥିତି ଅନୁଧ୍ୟାନ କରୁଛନ୍ତି ମୁଖ୍ୟମନ୍ତ୍ରୀ। ବାତ୍ୟା ପ୍ରଭାବିତ ଜିଲ୍ଲା…

କେନ୍ଦୁଝର ମୟୂରଭଞ୍ଜ ମଧ୍ୟରେ ଯୋଗାଯୋଗ…

କେନ୍ଦୁଝର: ବାତ୍ୟା ‘ୟାସ’ ପ୍ରଭାବରେ ରାଜ୍ୟର ବହୁ ସ୍ଥାନରେ ଅତି ପ୍ରବଳ ବର୍ଷା ରେକର୍ଡ ହୋଇଛି। ଫଳରେ ଆନନ୍ଦପୁର ରାଜଘାଟ ନିକଟରେ ବୈତରଣୀ ବିପଦ ସଂକେତ ଉପରେ ରହିଛି। ସେଠାରେ ବିପଦ ସଂକେତ ୩୮.୩୬୦ ମିଟର ଥିବାବେଳେ ଏବେ ଜଳସ୍ତର ୩୮.୫୫ ମିଟର ଉପରେ ରହିଛି। ସେହିପରି ଏନଏଚ-୪୯ର ତୁରୁମୁଙ୍ଗା ନିକଟରେ…

ଉତ୍ତରାଖଣ୍ଡରେ ହିମସ୍ଖଳନ: ମୃତ୍ୟୁ…

ଉତ୍ତରାଖଣ୍ଡ: ଦେବଭୂମୀ ଉତ୍ତରାଖଣ୍ଡରେ ପ୍ରକୃତିର କରାଳ ରୂପ। ଚମେଲି ଜିଲ୍ଲା ଯୋଶୀମଠରେ ବରଫ ପାହାଡ଼ ଧସି ଭୟଙ୍କର ବନ୍ୟା ସ୍ଥିତି ଉପୁଜିଛି। ମହାପ୍ରଳୟରେ ୧୯ ଜଣଙ୍କ ମୃତ୍ୟୁ ଘଟିଛି। ହିମସ୍ଖଳନ ଯୋଗୁଁ ଏବେ ବି ଶତାଧିକ ଲୋକ ନିଖୋଜ ଥିବା ଜଣାପଡିଛି। ITBP ଯବାନଙ୍କ ସହିତ NDRF, SDRF ଓ ବାୟୁସେନା…

ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ଜଳ…

ଭୁବନେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ଯୋଗୁଁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟରେ ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ଜଳ ସମ୍ପଦ ବିଭାଗ ପ୍ରସ୍ତୁତ ରହିଛି। ଜଳସମ୍ପଦ ବିଭାଗର ପ୍ରସ୍ତୁତି ନେଇ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇ କହିଛନ୍ତି ଯେ, ବଂଶଧାରା, ନାଗାବଳୀ…

ବନ୍ୟା କ୍ଷୟକ୍ଷତି ନେଇ ସଂପଦ ସଚିବଙ୍କୁ…

ଭୁବନେଶ୍ବର: ରାଜ୍ୟରେ ମଧ୍ୟମ ଧରଣର ବନ୍ୟା ଯୋଗୁଁ ବଡ଼ ଧରଣର କ୍ଷତି ସହିବାକୁ ପଡ଼ିଛି। ଚଳିତ ବନ୍ୟାରେ ରାଜ୍ୟରେ ୨୮୩ କୋଟିର ନଦୀ ବନ୍ଧ ଧୋଇ ହୋଇ ଯାଇଛି। ବନ୍ୟାରେ ୩୮ଟି ଘାଇ ସହ ନଷ୍ଟ ହୋଇଛି ୯୯୬ କିମି ନଦୀ ବନ୍ଧ। କ୍ଷୟକ୍ଷତି ନେଇ ସଂପଦ ସଚିବଙ୍କୁ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଚିଠି ଲେଖିଛନ୍ତି।…

ବନ୍ୟା ସ୍ଥିତି ସୁଧୁରିଲାଣି, କିନ୍ତୁ…

ଯାଜପୁର:  ଯାଜପୁର ଜିଲ୍ଲା ବରୀ ବ୍ଲକ ଅମଠପୁର ପଂଚାୟତର କଂପଗଡ଼ ଗାଁ ବନ୍ୟାରେ ବେସ କ୍ଷତିଗ୍ରସ୍ତ ହୋଇଛି। ବର୍ତ୍ତମାନ ସୁଦ୍ଧା ସେଠାର ବାସିନ୍ଦାଙ୍କୁ ରିଲିଫ ନମିଳିବାରୁ ସେମାନେ ପ୍ରତିବାଦ ଜଣାଇଛନ୍ତି । ସରକାର ବନ୍ୟା ପ୍ରଭାବିତ ହୋଇ ଥିବା ଅଞ୍ଚଳକୁ ରିଲିଫ ସାମଗ୍ରୀ ପହଞ୍ଚାଇବା ପାଇଁ ନିର୍ଦେଶ…

ବନ୍ୟା ଘେରରେ ଲୋକେ, ନବୀନ ଦିନେ…

ଭୁବନେଶ୍ବର: ଲଗାଣ ବର୍ଷା ହେତୁ ରାଜ୍ୟରେ ବନ୍ୟା ସ୍ଥିତି। ବର୍ଷା ଛାଡ଼ି ଯାଇଛି ସତ ହେଲେ ସରିନି ଜନସାଧାରଣଙ୍କ ଦୁର୍ଦ୍ଦଶା। କାଁଭାଁ କେଉଁଠି ରିଲିଫ ପହଞ୍ଚିଛି ତ ଆଉ କେଉଁଠି ସରକାର ଓ ପ୍ରଶାସନର ସାହାଯ୍ୟକୁ ଅପେକ୍ଷା କରି ଭୋକ ଓପାସରେ ଦିନ କାଟୁଛନ୍ତି ଲୋକେ । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ସମସ୍ୟା ବଢ଼ାଉଛି ପୂର୍ଣ୍ଣିମା

କଟକ: ସମସ୍ୟା ବଢ଼ାଉଛି ପୂର୍ଣ୍ଣିମା। ଆଜି ମୁଣ୍ଡଳୀରେ ଜଳସ୍ତର କମିଛି। ବର୍ଷା ଥମି ଯାଇଥିଲେ ମଧ୍ୟ ଏବେ ବି ଅଧା ରାଜ୍ୟ ପାଣି ଘେରରେ। ମହାନଦୀରେ ପ୍ରବାହିତ ହୋଇ ବନ୍ୟା ଜଳ ସମୁଦ୍ର ମିଶିବାକୁ ଥିବା ବେଳେ ତାହା ଏବେ ବନ୍ଦ ହୋଇଯାଇଛି । ବନ୍ୟା ଜଳ ସମୁଦ୍ରକୁ ନିଷ୍କାସନ ପାଇଁ ଆହୁରି ତିନି ଦିନ ସମୟ…

ବନ୍ୟା ଜଳ: ସ୍ଥିତି ସୁଧାର ପାଇଁ ୪ ଦିନ…

ଭୁବନେଶ୍ୱର: ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଓଡ଼ିଶାରେ ଭୟଙ୍କର ବନ୍ୟା ବିତ୍ପାତ ଦେଖାଦେଇଛି। ରାଜ୍ୟର ବିଭିନ୍ନ ନଦୀରେ ବନ୍ୟା ଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏହାଦ୍ୱାରା ରାଜ୍ୟର ପ୍ରାୟ ୧୨ଟି ଜିଲ୍ଲା ପ୍ରଭାବିତ ହୋଇଛି। ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି। ତେବେ…