Odisha Link
Bridging the Missing Links in Odisha
Browsing Tag

Forest Department

ସମ୍ବଲପୁରରେ ହାତୀ ମୃତ, ଉଦ୍ଧାର କଲା…

ଓଏଲ୍ ବ୍ୟୁରୋ : ଦୀର୍ଘ ଦିନ ହେବ ଲଗାତାର ଭାବେ ଶୁଣିବାକୁ ମିଳୁଛି ହାତୀ ମୃତ୍ୟୁ ଘଟଣା। ଏକ ମାଈ ହାତୀ ମୃତଦେହ ବନବିଭାଗ ଦ୍ଵାରା ଉଦ୍ଧାର ହୋଇଛି। ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲା ଜୁଯୋମୁର ବ୍ଲକ ରେଞ୍ଜର ଲଦଲଦି ବିଟ ଧଲୋପାଲଠାରେ। ସମ୍ବଲପୁର ଡିଏଫ୍ଓ ବିଶ୍ଵନାଥ ନୀଳାମ୍ବର ସୂଚନା ଦେଇଛନ୍ତି ଯେ ଏକ…

ବୌଦ୍ଧରେ ଲ୍ୟାଣ୍ଡମାଇନ ବିସ୍ଫୋରଣ,…

ଓଏଲ୍ ବ୍ୟୁରୋ : ଲ୍ୟାଣ୍ଡମାଇନ ବିସ୍ଫୋରଣରୁ ୫୦ ବନବିଭାଗ କର୍ମଚାରୀ ଅଳ୍ପକେ ବଞ୍ଚିଗଲେ। ବୌଦ୍ଧ ଜିଲ୍ଲା ଲକଡପାଜୁ ଜଙ୍ଗଲରେ ଲାଣ୍ଡମାଇନ୍ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ବନବିଭାଗ କର୍ମଚାରୀ ମାନେ ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରିବାକୁ ଯାଉଥିବା ବେଳେ ଘଟିଛି ଏହି ଅଘଟଣ। ଲ୍ୟାଣ୍ଡମାଇନ ବିସ୍ଫୋରଣରେ…

ବନ ବିଭାଗ ହେପାଜତରୁ ଅଭିଯୁକ୍ତ ଚମ୍ପଟ

ରାଇରଙ୍ଗପୁର: ବନ ବିଭାଗ ହେପାଜତରୁ ଗିରଫ ଅଭିଯୁକ୍ତ ଚମ୍ପଟ ମାରିଛି। କୋର୍ଟଚାଲାଣ ପୂର୍ବରୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ମେଡ଼ିକାଲ ନେବା ବାଟରେ ଅଭିଯୁକ୍ତ ଚମ୍ପଟ ମାରିଥିଲା । ଉକ୍ତ ବ୍ୟକ୍ତି ବାଘଛାଲ ଚୋରା ଚାଲଣାରେ ବନ ବିଭାଗ ଗିରଫ କରିଥିଲେ । କିଛିଦିନ ତଳେ ଶିମିଳିପାଳ ଖଜୁରୀକଟାସ ଗାଁରୁ ବାଘଛାଲ…

ଘର ଘର ବୁଲି ଗଛ ବାଣ୍ଟିବ ବନ ବିଭାଗ

ଭୁବନେଶ୍ବର : ସହରବାସୀଙ୍କୁ ବିନା ମୂଲ୍ୟରେ ଚାରିଦିନ ବ୍ୟାପୀ ହେଉଥିବା ବୃକ୍ଷ ଚାରା ବିତରଣ କାର୍ଯ୍ୟକ୍ରମକୁ ବିଦାୟୀ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ବନବିଭାଗର ବିନା ମୂଲ୍ୟରେ ଚାରା ବିତରଣ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜନସାଧାରଣ ସାମିଲ୍‌ ହୋଇ…