Odisha Link
Bridging the Missing Links in Odisha
Browsing Tag

Former MLA

ପରଲୋକରେ ପୂର୍ବତନ ବିଧାୟକ ଉଦୟ ନାରାୟଣ…

ଓଏଲ୍‌ ବ୍ୟୁରୋ: ଆଉ ନାହାନ୍ତି ପୂର୍ବତନ ବିଧାୟକ ତଥା ସାନଖେମୁଣ୍ଡି ରାଜା ସାହେବ ଉଦୟ ନାରାୟଣ ଦେବ। ବୁଧବାର ରାତିରେ ଭୁବନେଶ୍ବରସ୍ଥିତ ଏକ ମେଡିକାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିବା ସୂଚନା ରହିଛି। ଜଣେ ବିହଙ୍ଗ ବିଜ୍ଞାନୀ ଭାବେ ଉଦୟ ନାରାୟଣ ଦେବଙ୍କ…

ପରଲୋକରେ ପୂର୍ବତନ ବିଧାୟକ ଅରୁଣ ଦେ

ଭୁବନେଶ୍ବର: କରୋନାରେ ଚାଲିଗଲା ପୂର୍ବତନ ବିଧାୟକ ଅରୁଣ ଦେଙ୍କ ଜୀବନ। ଥରେ କି ଦୁଇ ଥର ନୁହେଁ ୫ଥର ବିଧାୟକ ହୋଇଥିବା ଅରୁଣ ଦେଙ୍କ ସୋମବାର ଦିନ ପରଲୋକ ହୋଇଛି। କରୋନାରେ ଆକ୍ରାନ୍ତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ ସେ। ଭୁବନେଶ୍ବରର ଏକ ମେଡିକାଲରେ ତାଙ୍କର ଚିକିତ୍ସାମଧ୍ୟ ଚାଲିଥିଲା। ହେଲେ ଜୀବନ…

ପୂର୍ବତନ ବିଧାୟକ ବିମଳଲୋଚନ ଦାସଙ୍କ…

ଭୁବନେଶ୍ବର: ବାରିପଦାର ପୂର୍ବତନ ବିଧାୟକ ବିମଳଲୋଚନ ଦାସଙ୍କ ପରଲୋକ। ହୃଦଘାତ ଯୋଗୁଁ ବିମଳଲୋଚନ ଦାସଙ୍କ ପରଲୋକ ହୋଇଥିବା ନେଇ ଜଣାପଡିଛି। ବାରିପଦା ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ବିଭିନ୍ନ ଦଳର ନେତା, ସମାଜସେବୀ ଏବଂ ଜିଲ୍ଲାର ଅନେକ ଲୋକ…

ପୂର୍ବତନ ଗୁଣୁପୁର ବିଧାୟକ ରାମମୂର୍ତ୍ତି…

ଗୁଣୁପୁର: ରାୟଗଡ଼ା ଜିଲ୍ଲାର ଗୁଣୁପୁର ବିଧାନସଭା ଆସନର ପୂର୍ବତନ ବିଧାୟକ ରାମମୂର୍ତ୍ତି ମୁୁଟ୍ଟିକାଙ୍କର ପରଲୋକ ହୋଇଛି। ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ। ଆନ୍ଧ୍ରପ୍ରଦେଶର ଏକ ଘରୋଇ ମେଡିକାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ରାମମୂର୍ତ୍ତି ମୁଟ୍ଟିକା ଗୁଣୁପୁର ବିଧାନସଭା ଆସନରୁ ବିଜେଡିର…