Odisha Link
Bridging the Missing Links in Odisha
Browsing Tag

France

ଭାରତୀୟ ସେନା ହେବ ଶକ୍ତିଶାଳୀ,…

ଓଏଲ୍‌ ବ୍ୟୁରୋ : ଭାରତ ଓ ଚୀନ ସେନାଙ୍କ ମଧ୍ୟରେ ଲାଗିଥିବା ସଂଘର୍ଷ ପୂର୍ବରୁ ଦେଖିବାକୁ ମିଳିଥିଲା। ଭାରତୀୟ ସେନା ଚୀନକୁ କଡା ଜବାବ ଦେଇଥିବା ଖବରରୁ ଜଣା ପଡିଥିଲା। ସୂଚନା ଅନୁସାରେ ଭାରତୀୟ ସେନାର ଶକ୍ତି ବଢାଇବାକୁ ଭାରତକୁ ଆସିଯାଇଛି ଫ୍ରାନ୍ସରୁ ରାଫେଲ। ଭାରତରେ ପହଂଚି ସାରିଛି ୩୬ଟି ରାଫେଲ ଯାହାକୁ…

ଏହି ଦେଶରେ ଲାଗୁ ହେଲା ତୃତୀୟ…

ପ୍ୟାରିସ୍‌: ପୁଣି କାୟା ବିସ୍ତାର କଲାଣି କରୋନା ମହାମାରୀ। ଦିନକୁ ଦିନ କରୋନା ସଂକ୍ରମଣ ହାର ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କଲାଣି। ବୁଧବାର ଦିନ ଫ୍ରାନ୍‌ସ୍‌ର ରାଷ୍ଟ୍ରପତି ଏମାନୁଏଲ୍‌ ମ୍ୟାକ୍ରୋନ୍‌ ଦେଶରେ ତୃତୀୟ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏଥିସହ ୩ ସପ୍ତାହ ପାଇଁ ବିଦ୍ୟାଳୟ ସବୁ ବନ୍ଦ ରହିବ…

ମୁସଲିମ୍‌ଙ୍କୁ RSS ଶାଖାର ସମର୍ଥନ,…

ହାଇଦ୍ରାବାଦ: ଫ୍ରାନ୍ସରେ ଆତଙ୍କବାଦୀଙ୍କ ବର୍ବରତା ପରେ ସେଠାକାର ସହକାର ମୁସଲମାନଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଭାରତରେ ଇସଲାମ ସଂପ୍ରଦାୟ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଫରାସୀ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କୁ ବିରୋଧ କରାଯାଇଛି। ତେବେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (RSS) ମଧ୍ୟ…

ଫ୍ରାନ୍ସ ସାମଗ୍ରୀ ବର୍ଜନ ପାଇଁ ଦାବି କଲା…

ହାଇଦ୍ରାବାଦ: ତେଲଙ୍ଗାନା କଂଗ୍ରେସ୍‌ ପକ୍ଷରୁ ଫ୍ରାନ୍ସ ରାଷ୍ଟ୍ରମୁଖ୍ୟ ଇମାନୁଏଲ୍‌ ମାକ୍ରନ୍‌ଙ୍କ ପୁତ୍ତଳିକା ଦାହ କରାଯିବା ସହ ରାଜ୍ୟରେ ଫରାସୀ ସାମଗ୍ରୀ ବିକ୍ରି ବନ୍ଦ କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଛି। ଶୁକ୍ରବାର ଦିନ ତେଲଙ୍ଗାନା କଂଗ୍ରେସ ସଂଖ୍ୟାଲଘୁ ଶାଖା ପକ୍ଷରୁ…

ଫ୍ରାନ୍ସରେ ବିମାନ ଦୁର୍ଘଟଣା, ୫ ମୃତ

ଫ୍ରାନ୍ସ: ଫ୍ରାନ୍ସରେ ବିମାନ ଦୁର୍ଘଟଣା। ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଏକ ମାଇକ୍ରୋଲାଇଟ୍ ବିମାନ ସହ ଆଉ ଏକ ଯାତ୍ରୀବାହି ବିମାନ ମଧ୍ୟରେ ଧକ୍କା ହେବା କାରଣରୁ ଏଭଳି ଦୁର୍ଘଟଣା ଘଟିଛି। ଶନିବାର ସନ୍ଧ୍ୟା ପ୍ରାୟ ୪ଟା ୩୦ ମିନିଟ ସମୟରେ ପଶ୍ଚିମ ଫ୍ରାନ୍ସରେ ହୋଇଥିଲା। ସରକାରୀ ମୁଖପାତ୍ର…

ଆସୁଛି ରାଫେଲ୍

ନୂଆଦିଲ୍ଲୀ: ଏଲଏସିରେ ଚୀନ ସହିତ ସୀମା ବିବାଦ ଲାଗି ରହିଥିବା ବେଳେ ଭାରତୀୟ ସେନାକୁ ମିଳିଛି ଆଉ ଏକ ଶକ୍ତି। ଶେଷରେ ଭାରତୀୟ ବାୟୁସେନାର ପ୍ରତୀକ୍ଷା ଏକପ୍ରକାର ଅନ୍ତ ହେବାକୁ ଯାଉଛି। ବହୁ ପ୍ରତୀକ୍ଷିତ ରାଫେଲ ଯୁଦ୍ଧ ବିମାନ ଆଜି ଫ୍ରାନ୍ସରୁ ଭାରତ ଅଭିମୁଖେ ଉଡ଼ାଣ ଭରିବ। ପ୍ରାୟ ୭୩୬୪ କିଲୋମିଟର ଉଡ଼ାଣ…

କରୋନା ଭୂତାଣୁ ମାରିବ ନିକୋଟିନ୍:…

ଫ୍ରାନ୍ସରେ ହୋଇଥିବା ଏକ ଗବେଷଣା ଅନୁସାରେ ନିକୋଟିନ୍‌ (ଧୂଆଁପତ୍ର) ଦ୍ବାରା କରୋନା ଭୂତାଣୁ ସଂକ୍ରମଣ ବନ୍ଦ କରିହେବ ବୋଲି ସେଠାକାର ଗବେଷକମାନେ ଦାବି କରିଛନ୍ତି। ତେବେ କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇ ସାରିଥିବା ବ୍ୟକ୍ତିଙ୍କୁ ନିକୋଟିନ୍‌ ମାଧ୍ୟମରେ ଚିକିତ୍ସା କରାଯାଇ ପାରିବ କି ନାହିଁ ଜାଣିବା…

ଫ୍ରାନ୍ସକୁ ୧୨୦୦୦ ଟନ୍ ରେଲ୍ ବ୍ଲୁମ…

ଭୁବନେଶ୍ବର: ହେଡ୍‌-ହାର୍ଡେନ୍‌ଡ ରେଲ୍ ଉତ୍ପାଦନ କରୁଥିବା ଭାରତର ଏକମାତ୍ର ଘରୋଇ କମ୍ପାନୀ ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର ଲିଃ (ଜେଏସ୍‌ପିଏଲ୍‌) କଲିକତା ମେଟ୍ରୋ କର୍ପୋରେସନ୍ ପାଇଁ ରେଳ ବିକାଶ ନିଗମ ଲିଃ (ଆର୍ ଭି ଏନଏଲ୍‌)ର ୨୩୦୮ ଟନ୍ ଯୋଗାଣ  ଅର୍ଡର ପାଇବା ପରେ ପ୍ରନ୍ସକୁ ୧୨୦୦୦ ଟନ୍ ରେଲ୍ ବ୍ଲୁମ୍…

କରୋନା ବେପାର: ଚୀନରୁ ୧୦୦ କୋଟି ମାସ୍କ…

ଓଏଲ୍‌ ବ୍ୟୁରୋ: ଗୋଟିଏ ପଟେ ସାରା ବିଶ୍ବକୁ କରୋନା କବଳିତ କରି ରଖିଥିବା ବେଳେ ଏହାର ଉତ୍ପତ୍ତିସ୍ଥଳ ଚୀନ ଏବେ ପ୍ରାୟତଃ ବିପଦମୁକ୍ତ ଅବସ୍ଥାରେ ପହଞ୍ଚିଲାଣି। ,ଭଳି ସମୟରେ ମାନବସମ୍ବଳ ବହୁଳ ଚୀନ୍‌ ଆରମ୍ଭ କରିଛି କରୋନା ବ୍ୟବସାୟ। କରୋନା ଲଢ଼େଇରେ ଆକ୍ତାମାକ୍ତ ଫ୍ରାନ୍ସ ଚୀନ୍‌ ଠାରୁ ୧୦୦ କୋଟି ଫେସ୍‌…

ଭାରତକୁ ବିଳମ୍ବରେ ଆସିବ ରାଫେଲ ବିମାନ

ନୂଆଦିଲ୍ଲୀ: ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସରକାରୀ ଭାବରେ ରାଫେଲ୍ ବିମାନ ଫ୍ରାନ୍ସଠାରୁ ଗ୍ରହଣ କରିଛନ୍ତି। ବହୁ ବାଦ ବିବାଦ ପରେ ଶେଷରେ ଲଢ଼ୁଆ ବିମାନ ରାଫେଲ୍ ଗତକାଲି ଭାରତକୁ ହସ୍ତାନ୍ତର ହୋଇଛି। ଅପରପକ୍ଷେ ଆଜି ଫ୍ରାନ୍ସ ସରକାର ଏବଂ ବିମାନ ନିର୍ମାଣକାରୀ କମ୍ପାନୀ ଡାସଲ୍ଟ ଏଭିଏସନ ସହ…