Odisha Link
Bridging the Missing Links in Odisha
Browsing Tag

G-20 Summit

ଜି-୨୦ ଯୁବ ଗୋଷ୍ଠୀର କୋଷାଧ୍ୟକ୍ଷ ହେଲେ…

ଓଏଲ୍‌ ବ୍ୟୁରୋ: ୨୦୨୩ରେ ଭାରତରେ ହେବ ଜି-୨୦ ସମ୍ମିଳନୀ । ଏଥିପାଇଁ ଭାରତ ସରକାର କରୁଛନ୍ତି ଜୋରଦାର ପ୍ରସ୍ତୁତି । ଏସବୁ ମଧ୍ୟରେ ଓଡ଼ିଆ ପୁଅ ଓମ୍ ପ୍ରିୟଦର୍ଶୀ ଛୋଟରାୟଙ୍କୁ ଜି-୨୦ ସମ୍ମିଳନୀରେ ଦିଆଯାଇଛି ଗୁରୁ ଦାୟିତ୍ବ। ସେ ପ୍ରମୁଖ ୧୯ ରାଷ୍ଟ୍ର ଓ ୟୁରୋପୀୟ ରାଷ୍ଟ୍ରସଂଘକୁ ନେଇ ଗଠିତ ଯୁବଗୋଷ୍ଠୀ…

ଜି-୨୦ ଅଧ୍ୟକ୍ଷ ହେଲା ଭାରତ

ଓଏଲ୍‌ ବ୍ୟୁରୋ: ଇଣ୍ଡୋନେସିଆର ବାଲି ସହରରେ ହେଉଥିବା ଜି-୨୦ ସମ୍ମିଳନୀର ଦୁଇ ଦିନିଆ କର୍ମଶାଳା ବୁଧବାର ଶେଷ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଶ୍ବର ପ୍ରମୁଖ ନେତା ମାନେ ଅଂଶଗ୍ରହଣ କରି ବିକାଶ ଓ ଶାନ୍ତିର ବାର୍ତ୍ତା ଉପରେ ଅନେକ ଆଲୋଚନା କରିଥିଲେ। ବହୁ ବିଷୟ ଉପରେ ବିଭିନ୍ନ ଦେଶର ନେତା ମାନେ ଆଲୋଚନ…

ଆଜି ଜି-୨୦ ସମ୍ମିଳନୀ: ଭିଡିଓ…

ନୂଆଦିଲ୍ଲୀ: ଆଜି ଅନୁଷ୍ଠିତ ହେବ ଜି-୨୦ ସମ୍ମିଳନୀ। ମହାମାରୀ କରୋନାର ମୁକାବିଲା ପାଇଁ ଆଜି ହେବାକୁ ଥିବା ଜି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଅଂଶଗ୍ରହଣ କରିବେ। ମହାମାରୀ କରୋନାର ମୁକାବିଲା ଏବଂ ଅର୍ଥନୀତି ଉପରେ ଏହାର ପ୍ରଭାବ ସମ୍ପର୍କରେ…

୨୦୦ ପଏଣ୍ଟ ଉପରେ ସେନ୍‌ସେକ୍ସ

ମୁମ୍ବାଇ: ଜାପାନର ଓସାକା ସହରରେ ଅନୁଷ୍ଠିତ ହୋଇଥିଲା ଜି-୨୦ ଶିଖର ସମ୍ମିଳନୀ। ତେବେ ଜି-୨୦ ଶିଖର ସମ୍ମିଳନୀର ପ୍ରଭାବ ଭାରତୀୟ ଶେୟାର ବଜାର ଉପରେ ପଡିଛି। ଜି-୨୦ ବୈଠକ ପ୍ରଭାବରେ ସେନସେକ୍ସ ୨୦୦ ପଏଣ୍ଟ ଉପରେ ରହିଛି। ୨୪୯.୫୭ ପଏଣ୍ଟ ଉପରକୁ ଉଠି ସେନସେକ୍ସ ୩୯୬୪୪.୨୧ ପଏଣ୍ଟରେ ରହିଥିବା ବେଳେ ନିଫ୍‌ଟୀ…

‘କିତନା ଅଚ୍ଛା ହୈ ମୋଦି’

ଓସାକା: ସୋଶିଆଲ ମିଡ଼ିଆରେ ଭାଇରାଲ ହେଲା ନରେନ୍ଦ୍ର ମୋଦିଙ୍କ ସେଲ୍‌ଫି। ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଜି-20 ସମ୍ମିଳନୀ ବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏକ ସେଲଫି ନେଇ ତାକୁ ତାଙ୍କ ଟ୍ୱିଟରରେ ପୋଷ୍ଟ କରିଛନ୍ତି। ଏହି ସେଲଫି ସହ ସେ ତାଙ୍କ ପୋଷ୍ଟରେ ‘କିତନା ଅଚ୍ଛା…

ମୋଦି-ଟ୍ରମ୍ପ ଦ୍ବିପାକ୍ଷିକ ବୈଠକର ୮ଟି…

ଓସାକା: G-20 ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ଜାପାନ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହୋଇଛି। ଏହି ଦ୍ବିପାକ୍ଷିକ ଆଲୋଚନାରେ ମୁଖ୍ୟତଃ ୪ଟି ବିଷୟରେ ଆଲୋଚନା ହୋଇଛି।…

ମୋଦି, ଟ୍ରମ୍ପ ଏବଂ ସିଞ୍ଜୋ ଆବେଙ୍କ…

ଓସାକା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନରେ ଚାଲିଥିବା ଜି-20 ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି। ଏହି ଅବସରରେ ଏକ ଅନୌପଚାରିକ ବୈଠକରେ ଯୋଗ ଦେଇ ମୋଦି ଆତଙ୍କବାଦ ବିରୋଧରେ ସବୁ ରାଷ୍ଟ୍ର ଏକ ହେବା ପାଇଁ ଆହ୍ୱାନ କରିଛନ୍ତି। ଏହି ଅନୌପଚାରିକ ବୈଠକରେ ବ୍ରିକ୍ସ ଦେଶର ରାଷ୍ଟ୍ର ପ୍ରତିନିଧି ଯଥା…

ଜାପାନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି

ଓସାକା: ଆଜି ସକାଳୁ(ଗୁରୁବାର)ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନରେ ପହଞ୍ଚିଛନ୍ତି। ମୋଦି ଜାପାନର ଓସାକା ସହରେ ଆୟୋଜିତ ହେଉଥିବା ବହୁ ପ୍ରତୀକ୍ଷିତ ଜି-୨୦ ସମ୍ମିଳନୀରେ ଯୋଗ ଦେବା ପାଇଁ ପହଞ୍ଚିଛନ୍ତି। ଏହି ସମ୍ମିଳନୀରେ ଯୋଗ ଦେବାକୁ ମୋଦି ବୁଧବାର ରାତି ଜାପାନ ଗସ୍ତରେ ଏକ ସ୍ୱତନ୍ତ୍ର ବିମାନରେ…