Odisha Link
Bridging the Missing Links in Odisha
Browsing Tag

Ganja

ମନ୍ଦିରରେ ଗଞ୍ଜେଇ ନିଷେଧାଦେଶକୁ…

ଓଏଲ୍‌ ବ୍ୟୁରୋ: ଏଣିକି ଓଡ଼ିଶାର ସମସ୍ତ ଶୈବ ପୀଠ ବା ଶିବ ମନ୍ଦିରରେ ନିଷେଧ ହେବ ଗଞ୍ଜେଇ ବ୍ୟବହାର। ଏନେଇ ନିର୍ଦ୍ଦେଶ ଦେଇଛି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ। ସମସ୍ତ ଜିଲ୍ଲାର ଜିଲ୍ଲପାଳ ଓ ଏସପିଙ୍କୁ ଚିଠି ଲେଖିଛି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ। ବିଭିନ୍ନ ଶୈବ ପୀଠ ମାନଙ୍କରେ…

ଶୈବପୀଠରେ ଗଞ୍ଜେଇ ମନା

ଭୁବନେଶ୍ୱର: ଓଡ଼ିଶାର ସମସ୍ତ ଶୈବ ପୀଠରେ ନିଷେଧ ହେବ ଗଞ୍ଜେଇ ବ୍ୟବହାର। ସମସ୍ତ ଜିଲ୍ଲାର ଜିଲ୍ଲପାଳ ଓ ଏସପିଙ୍କୁ ଚିଠି ଲେଖିଲା ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ । ଗଞ୍ଜେଇ ବ୍ୟବହାର ବନ୍ଦ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛି ବିଭାଗ । ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି…

୧୦ ଲକ୍ଷର ଗଞ୍ଜେଇ ଜବତ, ୩ ଗିରଫ

ଲମତାପୁଟ: ଜଳାପୁଟ ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ। ରାଜସ୍ଥାନକୁ ଗଞ୍ଜେଇ ଚାଲାଣ ବେଳେ ୩ଜଣଙ୍କୁ ଗିରଫ କରିଛି ମାଛକୁଣ୍ଡ ପୁଲିସ।ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଲମତାପୁଟ ପୋଲିସ ୭ଜଣିଆ ଟିମ୍ ଟିକାପୁଟ ଛକ ନିକଟରେ ଏକ ଦ୍ରୁତ ଗତିରେ ଆସୁଥିବା କାରକୁ ଅଟକାଇଥିଲା।…

ରାଜଧାନୀରୁ ୧୨୦ କେଜି ଗଞ୍ଜେଇ ଜବତ

ଭୁବନେଶ୍ବର: ରାଜଧାନୀରୁ ୧୨୦ କେଜି ଗଞ୍ଜେଇ ଜବତ।ବହୁ ପରିମାଣର ଗଞ୍ଜେଇ ଜବତ କରିଛି ସ୍ପେସାଲ ସ୍କ୍ୱାର୍ଡ। ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ପୁଲିସ। କଳିଙ୍ଗନଗର ଏକ ଭଡ଼ାଘରୁ ୧୨୦ କେଜି ଗଂଜେଇ ଜବତ କରାଯାଇଛି। ଘରଭଡ଼ା ନେଇ ଚୋରା ଚାଲାଣ କରୁଥିବା ୩ ମହିଳା ଓ ୨ ପୁରୁଷଙ୍କ ଗିରଫ କରିଛି ପୁଲିସ। ଜବତ…

୩୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ…

କୋରାପୁଟ: ୩୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ। କୋରାପୁଟ ଜିଲ୍ଲା ଲମତାପୁଟ ପୋଲିସ ଏହି ଗଞ୍ଜେଇ ବୋଝେଇ ଟ୍ରାକ୍ଟରକୁ ଜବତ କରିଛି। ଟ୍ରାକ୍ଟରରେ ପ୍ରାୟ ୩୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଥିବା ବେଳେ ୨ଜଣ ଘଟଣାସ୍ଥଳରେ ଟ୍ରାକ୍ଟର ଛାଡ଼ି ଫେରାର ହୋଇଯାଇଛନ୍ତି। ଆନ୍ଧ୍ରପ୍ରଦେଶ ସୀମାନ୍ତ…

କାର୍‌ର ସିକ୍ରେଟ୍ ଚାମ୍ବରୁ ଗଞ୍ଜେଇ ଜବତ,…

ନବରଙ୍ଗପୁର : ରାଜ୍ୟରେ ଗଞ୍ଜେଇ ଚାଲଣା ବଢିବାରେ ଲାଗିଛି। ବାହାର ରାଜ୍ୟକୁ ବେଧଡ଼କ ଚାଲିଛି ଗଞ୍ଜେଇର ଚୋରା କାରବାର । ଆଜି ଗଞ୍ଜେଇ ଚାଲଣା ବେଳେ୩୦ରୁ ୩୫ କିଲୋ ଗଞ୍ଜେଇ ଜବତ କରିଛି ପୁଲିସ । ଘଟଣାସ୍ଥଳରୁ ୨ଜଣଙ୍କୁ ଗିରଫ କରିଛି ନବରଙ୍ଗପୁର ପୁଲିସ । ପ୍ରକାଶ ଯେ, ଦାମନଯୋଡ଼ିରୁ ଏକ କାର୍‌ର ସିକ୍ରେଟ…

୧୮ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଲମତାପୁଟ : ରାଜ୍ୟରେ ଗଞ୍ଜେଇ ଚୋରା ଚାଲଣା ବଢ଼ିବାରେ ଲାଗିଛି । ତେବେ ସେମାନଙ୍କର ସମସ୍ତ ଯୋଜନାକୁ ପଣ୍ଡ କରି ଦେଉଛନ୍ତି ପୁଲିସ। ରାତ୍ରି ପାଟ୍ରୋଲିଂ କରୁଥିବା ସମୟରେ ଲମତାପୁଟ ଥାନା ପୁଲିସ  ଗଞ୍ଜେଇ ଜବତ କରିଛି। ପୁଲିସ୍ ପ୍ରାୟ ୬ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି। ତେବେ ଜବତ ହୋଇଥିବା ଗଞ୍ଜେଇର…

ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ

ଲମତାପୁଟ: ଓଡ଼ିଶା ଆନ୍ଧ୍ରପ୍ରଦେଶରର ସୀମାନ୍ତରୁ ଛତିଶଗଡକୁ ଚାଲଣା ହେଉଥିବା ଗଞ୍ଜେଇକୁ ଜବତ କରିଛି ପୁଲିସ। ଗଞ୍ଜେଇର ମୂଲ୍ୟ ପ୍ରାୟ ୨୩ ଲକ୍ଷ ଟଙ୍କାର ହେବ। ପୁଲିସ ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶକ୍ରମେ ପଡୁଆ ଥାନା ଅଧିକାରୀ ରାଇଶିଙ୍ଗ ଗ୍ରାମ ନିକଟରେ ପେଟ୍ରୋଲିଂ କରିଥିଲେ ।…

ବାଇକରେ ଚାଲିଛି ବେଧଡ଼କ୍ ଗଞ୍ଜେଇ ଚାଲାଣ

ଲମତାପୁଟ: ରାଜ୍ୟରେ ବେଧଡ଼କ୍ ଚାଲିଛି ଗଞ୍ଜେଇ ବେପାର। ଅଭିଯୁକ୍ତ ମାନେ ପ୍ରଥମେ କାର, ବୋଲରୋ, ଟ୍ରକରେ ଗଞ୍ଜେଇ ଚାଳନ କରୁଥିଲେ। ଏବେ ବାଇକରେ ଯୋଗେ ଚାଲଣ କରୁଛନ୍ତି ଗଞ୍ଜେଇ। ଗଞ୍ଜେଇ ଚୋରା ଚାଲାଣ ପାଇଁ ମଟର ସାଇକେଲ ଯୋଗେ ଦୁଇ ହଜାର କିଲୋମିଟର ଅତିକ୍ରମ କରି ପାଡୁଆ ଆସିଥିଲେ ଗଞ୍ଜେଇ ମଫିଆ। କୋରାପୁଟ…

ଅଟୋରୁ ଗଞ୍ଜେଇ ଜବତ, ୩ ଅଟକ

ଲମତାପୁଟ : କୋରାପୁଟ ଜିଲ୍ଲା ଆନ୍ଧ୍ର ସୀମାନ୍ତବର୍ତ୍ତୀ ପାଡୁଆ ଅଞ୍ଚଳରୁ କଳାହାଣ୍ଡିକୁ ଗଞ୍ଜେଇ ଚୋରା ଚାଲଣ ବେଳେ ଜବତ କଲା ପୁଲିସ। ପ୍ରାୟ ୧ କ୍ବିଣ୍ଟାଲ ୪୦ କେଜି ଗଞ୍ଜେଇ ଥିବା ବେଳେ ଏହାର ମୂଲ୍ୟ ପ୍ରାୟ ୧୪ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ସୂଚନା ଦେଇଛି। ପ୍ରକାଶ ଯେ, ବିଶେଷ ସୂତ୍ରରୁ ଖବର ପାଇ…