Odisha Link
Bridging the Missing Links in Odisha
Browsing Tag

Gas Cylinder

ଗ୍ୟାସ୍‌ ସିଲିଣ୍ଡରରୁ ବାହାରୁଛି ପାଣି

ବାଲେଶ୍ବର: କ୍ରମାଗତ ଭାବେ ଗ୍ୟାସ ଦର ବଢ଼ିବାରେ ଲାଗିଛି। ପାଖାପାଖୀ ୧୦୦୦ ଟଙ୍କା ହେଲାଣି ଗ୍ୟାସ୍‌ ଦର। ଅହେତୁକ ଦରବୃଦ୍ଧି ଯୋଗୁଁ ସାଧାରଣ ଲୋକେ ଗ୍ୟାସ୍‌ କିଣିି ରୋଷଇ କରିବା କଷ୍ଟକର ହୋଇ ପଡ଼ିଛି। ଗ୍ୟାସଦର ଉଚ୍ଚା ଥିବାବେଳେ ଖାଉଟିି ହନ୍ତସନ୍ତ ହୋଇ କିଣୁଛି ସିଲିଣ୍ଡର। ହେଲେ ଗ୍ୟାସ୍‌ ପରିବର୍ତ୍ତେ…

ନିଆଁରେ ଜଳି ୨ମହିଳା ଗୁରୁତର

ବ୍ରଜରାଜନଗର: ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଲିକ୍ ଯୋଗୁ ନିଆଁ ଲାଗି ୨ଜଣ ମହିଳା ଗୁରୁତର ଆହତ । ପ୍ରଥମେ ଆହତଙ୍କୁ ଚିକିତ୍ସା ପାଇଁ ବ୍ରଜରାଜନଗରସ୍ଥିତ କେନ୍ଦ୍ରୀୟ ଚିକିତ୍ସାଳୟ ମଣ୍ଡାଳିଆକୁ ନିଆଯାଇଥିଲା। ପରେ ଅବସ୍ଥା ଗୁରୁତର ଥିବାରୁ ଚିକିତ୍ସା ପାଇଁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ଆହତମାନେ ହେଲେ…

ଆସନ୍ତା ପହିଲାରୁ ବଦଳିବ ଏଲ୍‌ପିଜି…

ନୂଆଦିଲ୍ଲୀ: ଏଲ୍‌ପିଜି ଗ୍ୟାସ ସିଲିଣ୍ଡର ଡେଲିଭରି ନିୟମ ବଦଳିବାକୁ ଯାଉଛି। ସିଲିଣ୍ଡରରେ କଳା ବଜାରିକୁ ରୋକିବା ପାଇଁ ନଭେମ୍ବର ୧ ରୁ ଏକ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି ସରକାର। ଏଲପିଜି ସିଲିଣ୍ଡର ହୋମ ଡେଲିଭରି ସମ୍ପୂର୍ଣ୍ଣ ସିଷ୍ଟମ ବଦଳିବାକୁ ଯାଉଛି।ଆସନ୍ତା ପହିଲାରୁ ଏଲ୍‌ପିଜି ଗ୍ୟାସ ହୋମ୍…

ଆଜିଠୁ ୧୦୦ ଟଙ୍କା ଶସ୍ତାରେ ମିଳିବ…

ନୂଆଦିଲ୍ଲୀ: ଆଜିଠୁ ୧୦୦ ଟଙ୍କା ଶସ୍ତାରେ ଗ୍ରାହକ ପାଇବେ ଏଲପିଜି ସିଲିଣ୍ଡର। ଜୁଲାଇ ପହିଲା ଅର୍ଥାତ୍‌ ଆଜି ଠାରୁ ଏଲପିଜି ସିଲିଣ୍ଡର ପିଛା ୧୦୦.୫୦ ଟଙ୍କା ହ୍ରାସ ପାଇବ ବୋଲି ଇଣ୍ଡିଆନ ଅଏଲ କର୍ପୋରେସନ୍‌ ପକ୍ଷରୁ ଏହା ଘୋଷଣା କରାଯାଇଅଛି।ଏହି ପରିବର୍ତ୍ତିତ ଦର ପରେ ରନ୍ଧନ ଗ୍ୟାସ୍‌ ଏଣିକି ସିଲିଣ୍ଡର…