Odisha Link
Bridging the Missing Links in Odisha
Browsing Tag

Gas Leak

RSP ଗ୍ୟାସ୍ ଲିକ ଘଟଣା, ତଦନ୍ତ କମିଟି…

ରାଉରକେଲା: ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗତକାଲି ଗ୍ୟାସ୍ ଲିକ ହୋଇ ୪ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାର ତଦନ୍ତ ପାଇଁ ଆଜି ସେଲ୍ ମୁଖ୍ୟାଳୟ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛି। ବୋକାରୋ ଷ୍ଟିଲ ପ୍ଲାଣ୍ଟ ଇଡି ଅତନୁ ଭୌମିକଙ୍କ ନେତୃତ୍ୱରେ ଉକ୍ତ ଟିମ ଗଠନ କରାଯାଇଛି। ଏହି କମିଟିରେ କୋଲକାତା, ଭିଲାଇ…

RSP ଗ୍ୟାସ୍ ଲିକ୍‌ ଘଟଣା, ଆଉ ଜଣେ…

ରାଉରକେଲା: ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ୍ ଲିକ ଘଟଣାରେ ଆଜି ଆଉ ଜଣଙ୍କୁ ନିଲମ୍ବିତ କରାଯାଇଛି। ସେଫ୍ଟି ବିଭାଗର ଆସିଷ୍ଟାଣ୍ଟ ମ୍ୟାନେଜର ସ୍ମୃତିରଞ୍ଜନ ସାହୁଙ୍କୁ ନିଲମ୍ବିତ କରାଯାଇଛି। ରାଉରକେଲା ଷ୍ଟିଲ ପ୍ଲାଣ୍ଟର ସିଇଓ ତାଙ୍କୁ ନିଲମ୍ବନ କରିଛନ୍ତି। ତେବେ ଗତକାଲି ଏହି ଘଟଣାରେ ୨ ଜଣ…

ଆରଏସ୍‌ପି ଗ୍ୟାସ ଲିକ୍‌ ଘଟଣା, ୨…

ରାଉରକେଲା: ରାଉରକେଲା ଷ୍ଟିଲପ୍ଲାଣ୍ଟରେ ଗ୍ୟାସ୍ ଲିକ୍‌ ହୋଇ ୪ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ୨ ଜଣ ଡିଜିଏମ୍‌ଙ୍କୁ ନିଲମ୍ବିତ କଲେ ରାଉରକେଲା ଷ୍ଟିଲପ୍ଲାଣ୍ଟ୍‌ ସିଇଓ। କୋଲ୍‌ କେମିକାଲ୍‌ ଡିପାର୍ଟମେଣ୍ଟର ଡିଜିଏମ୍‌ ଏନ୍. ଦାସ ନିଲମ୍ବିତ ଏବଂ ଏନର୍ଜି ମ୍ୟାନେଜର ଡିଜିଏମ୍‌ ଜି. ବାରିକ୍‌ ମଧ୍ୟ…

ଆରଏସ୍‌ପି ଗ୍ୟାସ ଲିକ୍, ୪ ମୃତ

ରାଉରକେଲା: ରାଉରକେଲା ଷ୍ଟିଲପ୍ଲାଣ୍ଟରେ ଗ୍ୟାସ ଲିକ୍।  ଏହି ଘଟଣାରେ ୪ଜଣଙ୍କର ମୃତ୍ୟୁ ଘଟିଛି। ଗୁରୁତର ଅବସ୍ଥାରେ ୪ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିବା ବେଳେ ଏହା ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ଘଟିଥିଲା। ପରେ ଆଉ ଦୁଇ ଜଣ ମୃତ୍ୟୁ ଘଟିଛି। ସୂଚନା ମୁତାବକ, ରାଉରକେଲା ଷ୍ଟିଲ ପ୍ଲାଣ୍ଟର କୋଲ…

ବିଷାକ୍ତ ଗ୍ୟାସ ଲିକ୍‌: ୨ ମୃତ, ୧୫…

ପ୍ରୟାଗରାଜ: ଭାରତୀୟ କୃଷି ଫର୍ଟିଲାଇଜର କୋପୋରେଟିଭ ଲଃ (ଆଇଏଫଏଫସିଓ)ର ଫୁଲପୁର ୟୁନିଟରେ ଗ୍ୟାସ ଲିକ୍। ବିଷାକ୍ତ ଗ୍ୟାସ ଲିକ୍‌ ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଘଟିଛି। ବର୍ତ୍ତମାନ ଗ୍ୟାସ୍‌ ଲିକ୍‌ ବନ୍ଦ ହୋଇଛି ଏବଂ ୟୁନିଟକୁ…

ବିଷାକ୍ତ ଗ୍ୟାସ୍‌ ଲିକ୍‌ ଘଟଣା: ୧୧ ମୃତ,…

ବିଶାଖାପାଟଣା: ଆଜି ସକାଳୁ ଆନ୍ଧ୍ର ପ୍ରଦେଶର ବିଶାଖାପଟଣା ଏକ କେମିକାଲ ପ୍ଲାଣ୍ଟରେ ବିଶାକ୍ତ ଗ୍ୟାସ୍ ଲିକ୍ ହୋଇଛି। ଫଳରେ ଏପର୍ଯ୍ୟନ୍ତ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୮୦୦ରୁ ଅଧିକ ଲୋକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। କିଙ୍ଗ ଜର୍ଜ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ପୀଡିତାଙ୍କୁ ସିଏମ୍…

ବିଷାକ୍ତ ଗ୍ୟାସ୍‌ ଲିକ୍: ୭ ମୃତ, ୧୭୦…

ବିଶାଖାପାଟଣା: ଆଜି ସକାଳୁ ଆନ୍ଧ୍ର ପ୍ରଦେଶର ବିଶାଖାପଟଣା ଏକ କେମିକାଲ ପ୍ଲାଣ୍ଟରେ ବିଶାକ୍ତ ଗ୍ୟାସ୍ ଲିକ୍ ହୋଇଛି। ଫଳରେ ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭୦ ଜଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଶତାଧିକ ଲୋକ ଅସୁସ୍ଥ ହୋଇଥିବା ଖବର ମିଳିଛି। ସୂଚନାମୁତାବକ ଗୁରୁବାର ଭୋର ସମୟରେ ଗୋପାଳପଟ୍ଟନମ୍…

ଫ୍ୟାକ୍ଟ୍ରିରେ ଗ୍ୟାସ୍‌ ଲିକ୍‌, ୭ ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ସୀତାପୁର ଏକ ଫ୍ୟାକ୍ଟ୍ରିରେ ଆଜି ଗ୍ୟାସ୍‌ ଲିକ୍‌ ହୋଇ ୭ ଜଣଙ୍କ ମୃତ୍ୟୁ ଘଟିଛି। ଫ୍ୟାକ୍ଟ୍ରିରେ ଗ୍ୟାସ୍‌ ଲିକ୍‌ ସମୟରେ ସେଠାରେ ଥିବା ୭ ଜଣ ଅଣନିଃଶ୍ଵାସୀ ହୋଇ ଚେତାଶୂନ୍ୟ ହୋଇପଡ଼ିଥିଲେ। ପରେ ସେମାନଙ୍କୁ ହସ୍ପିଟାଲରେ ନିଆଯାଇଥିଲା ହେଲେ ହସ୍ପିଟାଲରେ ଡାକ୍ତର ସମସ୍ତଙ୍କୁ…