Odisha Link
Bridging the Missing Links in Odisha
Browsing Tag

GAS

ମାସ ଆରମ୍ଭରୁ ମହଙ୍ଗା ମାଡ଼, ବୃଦ୍ଧି…

ଓଏଲ୍‌ ବ୍ୟୁରୋ: ଆଜିଠୁ ଆରମ୍ଭ ହୋଇଛି ନଭେମ୍ବର ମାସ। ଆଉ ମାସ ଆରମ୍ଭରୁ ମହଙ୍ଗା ମାଡ଼ ଚିନ୍ତାର ବିଷୟ ପାଲଟିଛି। ଦେଶର ପେଟ୍ରୋଲିୟମ କମ୍ପାନୀ ମାସ ଆରମ୍ଭରୁ ଏଲ୍‌ପିଜି ସିଲିଣ୍ଡରର ନୂଆ ଦର ଲାଗୁ କରିଛନ୍ତି। ଫଳରେ ଆଜିଠୁ ଏଲ୍‌ପିଜି ସିଲିଣ୍ଡର ଦର ବୃଦ୍ଧି ହୋଇଛି। କେବଳ କମର୍ସିଆଲ୍‌ ସିଲିଣ୍ଡର ବୃଦ୍ଧି…

“ମୋଦି ଶାସନରେ ତିନିଗୁଣା ଗ୍ୟାସ୍ ଦର,…

ଓଏଲ୍‌ ବ୍ୟୁରୋ: ମାର୍ଚ୍ଚ ଆରମ୍ଭରୁ ମହଙ୍ଗା ମାଡ଼। ଦେଶରେ ଦରଦାମ୍ ସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ବହୁ ଅତ୍ୟାବଶ୍ୟକ ସାମଗ୍ରୀ ଦାମ୍‌କୁ ନେଇ ଦେଶବାସୀ ଚିନ୍ତିତ ଥିବା ବେଳେ ବୋଝ ଉପରେ ଲଳିତା ବିଡ଼ା ସଦୃଶ ରୋଷେଇ ଗ୍ୟାସ୍‌ ମୂଲ୍ୟରେ ୫୦ ଟଙ୍କାର ବୃଦ୍ଧି ହୋଇଛି। ଗ୍ୟାସ…

ମାର୍ଚ୍ଚ ପହିଲାରୁ ମହଙ୍ଗା ମାଡ଼

ଓଏଲ୍‌ ବ୍ୟୁରୋ: ମାର୍ଚ୍ଚ ପହିଲାରୁ ଜନସାଧାରଣଙ୍କୁ ମହଙ୍ଗା ମାଡ଼। ହୋଲି ପୂର୍ବରୁ ଜନତାଙ୍କ ଉପରେ ଲାଗିଲା ମହଙ୍ଗା ରଙ୍ଗ। କାରଣ ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ପାଇଛି। ୧୪.୨ କେଜିର ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ହୋଇଥିବାବେଳେ କମର୍ସିଆଲ ଗ୍ୟାସ ଦର ଲମ୍ବା ଡିଆଁ…

ନୟାଗଡ଼: ପାଇପଲାଇନ୍‌ ବିସ୍ଫୋରଣରେ…

ନୟାଗଡ଼: ଗ୍ୟାସ୍‌ ପାଇପଲାଇନ୍‌ ନିର୍ମାଣ ବେଳେ ବଡ଼ ଧରଣଣ ବିସ୍ଫୋରଣ। କମ୍ପ୍ରେସର ଚାପାରେ ଛିଟିକିପଡ଼ି ୨ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ସୁନାଲଟି ନିକଟରେ ଏଭଳି ଅଘଟଣ ଘଟିଛି। ସମସ୍ତ ଗୁରୁତର ଆହତଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…

ବର୍ଷ ଆରମ୍ଭରୁ ମହଙ୍ଗା ମାଡ଼

ଓଏଲ୍‌ ବ୍ୟୁରୋ: ସାରା ବିଶ୍ବ ନୂଆ ଉତ୍ସାହ ନୂଆ ସମ୍ଭାବନା ସହ ୨୦୨୩ ବର୍ଷକୁ ସ୍ବାଗତ କରିଛି। ସେହିପରି ଭାରତରେ ମଧ୍ୟ ନୂଆବର୍ଷ ଖୁବ୍‌ ଧୁମଧାମରେ ପାଳନ ହୋଇଛି। ହେଲେ ବର୍ଷ ଆରମ୍ଭର ପ୍ରଥମ ଦିନରୁ ହିଁ ମହଙ୍ଗା ମାଡ଼। ବର୍ଷର ପ୍ରଥମ ଦିନରୁ ହିଁ ବଢ଼ିଲା କମର୍ସିଆଲ୍‌ ଗ୍ୟାସ୍‌ ସିଲିଣ୍ଡର ଦର। ୧୯…

ଏଣିକି ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର

ଓଏଲ୍‌ ବ୍ୟୁରୋ: ଏଣିକି ୫୦୦ ଟଙ୍କାରେ ମିଳିବ ରନ୍ଧନ ଗ୍ୟାସ। ରାଜସ୍ଥାନ ଅଲଓ୍ବର ଜିଲ୍ଲାର ମାଲାଖେଡାରେ ଅନୁଷ୍ଠିତ ହୋଇଥିବା ରାଲିରେ ଲୋକଙ୍କୁ ସମ୍ବୋଧିନ କରି ଏଭଳି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ । ସେ କହିଛନ୍ତି, ଏକ ବର୍ଗ ସୃଷ୍ଟି କରିଛୁ । ଏହି ବର୍ଗର ଲୋକଙ୍କୁ ୧୦୫୦ ଟଙ୍କାରେ…

ଖାଉଟିଙ୍କ ଉପରେ ମହଙ୍ଗା ମାଡ଼: ବଢ଼ିଲା…

ନୂଆଦିଲ୍ଲୀ: ୫ମାସର ବ୍ୟବଧାନ ପରେ ପୁଣିଥରେ ଖାଉଟିଙ୍କ ଉପରେ ମହଙ୍ଗା ମାଡ଼। ଗୁରୁବାରଠାରୁ କେନ୍ଦ୍ର ସରକାର ଏଲପିଜିର ଦରରେ ୫୦ ଟଙ୍କା ବୃଦ୍ଧି କରିଛନ୍ତି। ଅଣ ସବସିଡି ଏଲପିଜିର ଦର ୫୦ ଟଙ୍କା ବଢ଼ିଥିବା ଇଣ୍ଡିଆନ ଅଏଲ କର୍ପୋରେସନ(ଆଇଓସି) ପକ୍ଷରୁ କୁହାଯାଇଛି। ବର୍ଦ୍ଧିତ ଦର ପରେ ଏଣିକି ୧୪.୨ କେଜି…

ଆଜିଠୁ ମହଙ୍ଗା ହେଲା ଏଲପିଜି ସିଲିଣ୍ଡର,…

ନୂଆଦିଲ୍ଲୀ: ୬୮ ଦିନ ପରେ ଭାରତରେ ଆଜିଠୁ ଆରମ୍ଭ ହୋଇଛି ଅନ୍‌ଲକ୍‌ର ୧ମ ପର୍ଯ୍ୟାୟ। ଏବଂ ଏହାର ପ୍ରଥମ ଦିନରେ ହିଁ ଜନସାଧାରଣଙ୍କୁ ଲାଗିଛି ଝଟକା। କାରଣ ଦେଶର ତୈଳ ମାର୍କେଟିଙ୍ଗର ଏଚପିସିଏଲ, ବିପିସିଏଲ ଓ ଆଇଓସି କମ୍ପାନୀଗୁଡିକ ବିନା ସବସିଡି ଏଲପିଜି ଗ୍ୟାସ ସିଲିଣ୍ଡରର ଦାମ ବଢାଇବାକୁ ଘୋଷଣା…

ଭଲ ଖବର: କମିଲା ଗ୍ୟାସ୍ ଦର

ନୂଆଦିଲ୍ଲୀ: ମହାମାରୀ କରୋନା ସଙ୍କଟ ଓ ଲକ୍‌ଡାଉନ୍‌ ମଧ୍ୟରେ ଜନସାଧାରଣଙ୍କ ପାଇଁ ଭଲ ଖବର। କାରଣ ଆଜିଠୁ ୧୯ କେଜି ସ ୧୪.୨ କିଲୋଗ୍ରାମ ବିନା-ସବସିଡିଯୁକ୍ତ ଏଲପିଜି ସିଲିଣ୍ଡରର ଦାମ କମିଛି। ଦେଶର ତୈଳ କମ୍ପାନୀ ମାନେ ପ୍ରତ୍ୟେକ ମାସର ଆରମ୍ଭରୁ ଏଲପିଜି ସିଲିଣ୍ଡରର ଦରଦାମ ସମୀକ୍ଷା କରିଥାନ୍ତି।…

ଭାରତକୁ ଅତିରିକ୍ତ ଏଲପିଜି ଯୋଗାଣ ନେଇ…

ନୂଆଦିଲ୍ଲୀ: ମହାମାରୀ କରୋନାର ମୁକାବିଲା ପରିପ୍ରେକ୍ଷୀରେ ଦେଶରେ ଉର୍ଜାସମସ୍ୟାକୁ ଦୂରକରିବା ତଥା ଭାରତକୁ ଅଧିକ ଏଲପିଜି ଯୋଗାଣ ନେଇ ମଙ୍ଗଳବାର ଆବୁଧାବୀର ରାଷ୍ଟ୍ରାୟତ ତୈଳ କମ୍ପାନୀ(ଏଡିଏନଓସି)ର ସିଇଓ ଡ. ସୁଲତାନ ଅହମ୍ମଦ ଅଲ୍‌ଜାବେର୍‌ଙ୍କ ସହ ଭିଡିଓ କନଫରେନ୍ସି ଯୋଗେ ଆଲୋଚନା କରିଛନ୍ତି…