Odisha Link
Bridging the Missing Links in Odisha
Browsing Tag

gold-loot

ବନ୍ଧୁକ ମୁନରେ ଲୁଟିଲେ ୪୦ ଭରି ସୁନା

କୋକସରା: ବନ୍ଧୁକ ମୁନରେ ଲୁଟିନେଲେ ୪୦ ଭରି ସୁନା । ଏହି ଘଟଣାଟି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ଗାଁର ଯଯାତି ପଟ୍ଟଯୋଶୀ ଘରେ ଘଟିଛି। ଗତ କାଲି ରାତିରେ ଏହି ଘଟଣାଟି ଘଟିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଲୁଟେରାମାନେ ରାତି ପ୍ରାୟ ଗୋଟାଏ ବେଳେ ୫ରୁ ୭ ଜଣ ମୁଖା ପିନ୍ଧା ଲୁଟେରା…

୧୭ ଲକ୍ଷ ଟଙ୍କାର ସୁନା ଲୁଟିନେଲେ…

ବିନିକା : ୧୭ ଲକ୍ଷର ସୁନା ଲୁଟିଲେ ଦୁର୍ବୃତ୍ତ। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସହରର ଶ୍ରୀ କ୍ରିଷ୍ଣା ଜୁଏଲର୍ସରୁ ୩୫୦ ଗ୍ରାମ ସୁନା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଏନେଇ ନେଇ ଡୁଙ୍ଗୁରିପାଲି ଥାନାରେ ଅଭିଯୋଗ ହୋଇଛି I ଗତକାଲି ଶ୍ରୀ କ୍ରିଷ୍ଣା ଜୁଏଲର୍ସର ପଛ ପଟ କାନ୍ଥ ଭାଙ୍ଗି ଚୋରମାନେ ଏହି…

ଆଇଆଇଏଫଏଲ ସଂସ୍ଥାରୁ ସୁନା ଲୁଟ୍ ଘଟଣା: ୬…

କଟକ: କଟକର ନୟାସଡ଼କ ସ୍ଥିତ ଆଇଆଇଏଫଏଲ ସଂସ୍ଥାରୁ ଲୁଟ ଘଟଣାରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି । ଏନେଇ ଟ୍ବିନ୍‌ ସିଟି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ପ୍ରେସ୍‌ ମିଟ୍‌ କରି ସୂଚନା ଦେଇ କହିଛନ୍ତି ଯେ ଲୁଟ୍‌ ଘଟଣାରେ ମୁଖ୍ୟ ସୂତ୍ରଧର ଥିଲା ସେହି ଆଇଆଇଏଫ୍‌ଏଲ୍ ଫାଇନାନ୍ସ କମ୍ପାନିର କର୍ମଚାରୀ।…

ରାସ୍ତାରୁ ଟେକି ନେଲେ ସୁନା ବେପାରୀଙ୍କୁ…

ସୋର: ଜଣେ ଗହଣା ବ୍ୟବସାୟୀଙ୍କୁ ଦୁର୍ବୃତ୍ତମାନେ ରାସ୍ତାରୁ ଟେକି ନେଇ ନିସ୍ତୁକ ମାଡ଼ ମାରିବା ସହ ୧୦ ଲକ୍ଷ ଟଙ୍କାର ଗହଣା ଓ ନଗଦ ଟଙ୍କା ଲୁଟି ନେଇଛନ୍ତି।ଏହି ଅଭାବନୀୟ ଘଟଣାଟି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ମଙ୍ଗଳପୁର-ଔପଦା ରାସ୍ତା ବାଘ ଆମ୍ପୁଡ଼ା ଯୁଗନିମୁଣ୍ଡ ଛକରେଘଟିଛି। ସୋର ବ୍ଲକ ଜଡ଼ିବା…