Odisha Link
Bridging the Missing Links in Odisha
Browsing Tag

Gold price

କମିଲା ସୁନା ଓ ରୁପା ଦର, ଜାଣନ୍ତୁ…

ନୂଆଦିଲ୍ଲୀ: କମିଲା ସୁନା ଦର। ସୁନା ସହ ରୁପା ଦର ମଧ୍ୟ କମିଛି। ଗୁଡ୍ ରିଟର୍ଣ୍ଣସ୍ ଓ୍ୱେବସାଇଟ୍ ଅନୁସାରେ, ୨୨ କ୍ୟାରେଟ ସୁନାର ଦାମ୍ ୧୦ ଗ୍ରାମ ପିଛା ୪୬୭୧୦ ଟଙ୍କା ରହିଛି। ସେହିପରି ରୁପା ଦାମ୍ ମଧ୍ୟ କମିଛି। ଗତବର୍ଷ ଅଗଷ୍ଟରେ ଏମସିଏକ୍ସରେ ୧୦ ଗ୍ରାମ୍ ସୁନା ଦର ୫୬ ହଜାର ଛୁଇଁଥିଲା। ଯାହା ସର୍ବାଧିକ…

ହ୍ରାସ ହେଲା ସୁନା ଦର, ଜାଣନ୍ତୁ…

ନୂଆଦିଲ୍ଲୀ: ସାବିତ୍ରୀ ବ୍ରତରେ ହ୍ରାସ ପାଇଛି ସୁନା ଦର। ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧୦ ଟଙ୍କା କମି ୪୮,୦୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ କିନ୍ତୁ ସ୍ଥିର ରହିଛି। ରୂପା ଦରରେ ହ୍ରାସ ପାଇଁ କିଲୋଗ୍ରାମ ପିଛା ୭୧,୫୦୭ ଟଙ୍କା ହୋଇଛି। ଭୁବନେଶ୍ୱରରେ ଏବେ…

କମିଲା ସୁନା ଦର, କେତେ ଜାଣନ୍ତୁ

ନୂଆଦିଲ୍ଲୀ: ପୁଣି କମିଲା ସୁନା ଦର। ଗୁଡ ରିଟର୍ନ ଅନୁସାରେ ଆଜି ୨୨ କ୍ୟାରେଟ ସୁନାର ଗ୍ରାମ୍ ପ୍ରତି ଦର ୧୨ ଟଙ୍କାକୁ ଖସିଛି। ଫଳରେ ୧୦ ଗ୍ରାମ୍ ସୁନା ଦର ୪୩ ହଜାର ୯୨୦ରୁ ଖସି ୪୩ ହଜାର ୮୦୦ରେ ପହଞ୍ଚିଛି। ଏଥିସହ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ୍ ପ୍ରତି ୧୨୦ ଟଙ୍କା କମିଛି। ଯାହା ପରେ ଏହାର ମୂଲ୍ୟ…

ବଢ଼ିଲା ସୁନା ଦର, କେତେ ଜାଣନ୍ତୁ…

ନୂଆଦିଲ୍ଲୀ: ବଢ଼ିଲା ସୁନା ଦର। ଅନ୍ତର୍ଜାତୀୟ ସ୍ତରରେ ସୁନା ଦାମ୍ ବୃଦ୍ଧି ଯୋଗୁଁ ଘରୋଇ ମାର୍କେଟ ଉପରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଏମସିଏକ୍ସରେ ସୁନା ଦର ଦ୍ୱିପ୍ରହର ସାଢେ ୧୨ଟା ସୁଦ୍ଧା ପ୍ରାୟ .୮୮ ପ୍ରତିଶତ ଅର୍ଥାତ୍ ୪୦୦ ଟଙ୍କା ବୃଦ୍ଧି ସହିତ ୪୫୨୩୬ ଟଙ୍କା ପ୍ରତି ୧୦ ଗ୍ରାମରେ…

ବଢ଼ିଲା ସୁନା ଦର, ଜାଣନ୍ତୁ କେତେ…

ନୂଆଦିଲ୍ଲୀ: ସୁନା ଦର କ୍ରମାଗତ ଭାବେ ହ୍ରାସ ପାଇବା ପରେ ପୁଣି ବଢ଼ିଲା ସୁନା ଦର। ରାଜଧାନୀ ଦିଲ୍ଲୀରେ ମଙ୍ଗଳବାର ସୁନା ଏବଂ ରୁପା ମୂଲ୍ୟରେ ବୃଦ୍ଧି ପାଇଛି। ବିଶ୍ୱ ବଜାରରେ ମଜ୍‌ବୁତ୍‌ ସ୍ଥିତି ଭିତରେ ସରଫା ବଜାରରେ ସୁନାର ଦାମ୍‌ରେ ୩୩୭ଟଙ୍କା ବୃଦ୍ଧି ହୋଇଛି। ଫଳରେ ସୁନା ଦର ଦଶ ଗ୍ରାମ ପିଛା ମୂଲ୍ୟ…

କମିଲା ସୁନା ଦର, କେତେ ଜାଣନ୍ତୁ…

ନୂଆଦିଲ୍ଲୀ: କମିଲା ସୁନା ଦର।ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଆଜି ସକାଳେ ସୁନା ଦର ପୁଣି ହ୍ରାସ ହୋଇଥିବା ଦେଖିବାକୁ ମିଳିଛି। ଏହା ବ୍ୟତୀତ ଆଜି ରୂପା ଦାମ୍ ମଧ୍ୟ ଶସ୍ତା ହୋଇଛି। ଅଗଷ୍ଟ ୨୦୨୦ ରେ ୧୦ ଗ୍ରାମ ପ୍ରତି ଦାମ୍ ୫୬,୨୦୦ ଟଙ୍କା ରେକର୍ଡରୁ ସୁନା ୯୦୦୦ ଟଙ୍କା ଶସ୍ତା ହୋଇଛି। ରାଜଧାନୀ ଦିଲ୍ଲୀରେ…

କମିଲା ସୁନା ଓ ରୁପା ଦର, କେତେ…

ନୂଆଦିଲ୍ଲୀ: ହ୍ରାସ ହେଲା ସୁନା ଓ ରୁପା ଦର। ଭାରତୀୟ ବୁଲିୟନ ଏଣ୍ଡ ଜୁଏଲାରୀ ସଂଘ ପକ୍ଷରୁ ପ୍ରକାଶିତ ସୂଚନା ଅନୁସାରେ ଆଜି ସଂଧ୍ୟା ସୁଦ୍ଧା ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୫୦୪୨୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ ସୁନା ଦର ୪୮୭୧୦ ଟଙ୍କା ରହିଛି। ଗତକାଲିର ଦର ତୁଳନାରେ ପ୍ରାୟ ୬୨୯ ଟଙ୍କା କମ…

କମିଲା ସୁନା ଦର, ଜାଣନ୍ତୁ କେତେ?

ନୂଆଦିଲ୍ଲୀ: ଲଗାତାର ଦୁଇ ଦିନ ଧରି ସୁନା, ରୂପା ଦର ବୃଦ୍ଧି ପାଇଥିବା ବେଳେ ଆଜି ଏହି ଦରରେ ହ୍ରାସ ଘଟିଛି। Multi Commodity Exchange(MCX)ରେ ସୁନା, ରୂପା ଦର ହ୍ରାସ ପାଇଥିବା ଦେଖିବାକୁ ମିଳିଛି। MCXରେ ସୁନା ଦର ପ୍ରତି ୧୦ ଗ୍ରାମକୁ ୧୬୦ ଟଙ୍କା ହ୍ରାସ ସହ କାରବାର ହୋଇଥିଲା। ଦିନ ୧୧ଟା ୪୦…

କମିଲା ସୁନା ଦର, ଜାଣନ୍ତୁ କେତେ…

ନୂଆଦିଲ୍ଲୀ: କମିଲା ସୁନା ଦର। ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୁପା ଦରରେ ହ୍ରାସ ଘଟିଛି। ଯାହାର ପ୍ରଭାବ ଭାରତୀୟ ଘରୋଇ ବଜାରରେ ଦେଖିବାକୁ ମିଳୁଛି। ଗତକାଲି ସୁନା ଓ ରୂପା ଦର ହ୍ରାସ ପରେ ଆଜି ମଧ୍ୟ ଦରରେ ହ୍ରାସ ଘଟିଛି। ଆଜି ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ୧୦ ଗ୍ରାମ ପିଛା ୩୪.୦୦ ଟଙ୍କା ହ୍ରାସ ପାଇ…

କମିଲା ସୁନା ଦର, ଜାଣନ୍ତୁ କେତେ…

ନୂଆଦିଲ୍ଲୀ: ଗତ ୨ ଦିନ ହେବ ସୁନା ଦରରେ ହ୍ରାସ ଘଟିଛି। ନିବେଶକମାନେ ସୁନାରୁ ନିବେଶ ପ୍ରତ୍ୟାହାର କରୁଥିବାରୁ ସୁନା ଦରରେ ହ୍ରାସ ଘଟିଛି। ଶୁକ୍ରବାର ସୁନା ୧୦ ଗ୍ରାମ୍ ପ୍ରତି ୦.୧୩ ପ୍ରତିଶତ ହ୍ରାସ ପାଇ ୪୯ ହଜାର ୦୧୫ ଟଙ୍କାରେ ପହଁଞ୍ଚିଛି। ମଲଟି କମୋଡିଟି ଏକ୍ସଚେଞ୍ଜ୍ରେ ଫେବ୍ରୁଆରୀ ୨୦୨୧ରେ ଆମଦାନୀ…