‘ଗୁଗଲ୍ ଟ୍ରାନ୍ସ୍ଲେଟ୍’ରେ ସାମିଲ…
ସାନ୍ ଫ୍ରାନ୍ସିସ୍କୋ: ‘ଗୁଗଲ୍ ଟ୍ରାନ୍ସ୍ଲେଟ୍’ରେ ମାମିଲ ହେବ ଓଡ଼ିଆ ଭାଷା। ଅନୁବାଦ ସେବାରେ ଆଉ ପାଞ୍ଚଟି ଭାଷା ଅନ୍ତର୍ଭୁକ୍ତ କରାଯିବ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ସର୍ଚ ଇଞ୍ଜିନ୍ ଜାଏଣ୍ଟ୍ ‘ଗୁଗଲ୍’ ଘୋଷଣା କରିଛି। ଏହି ଭାଷାଗୁଡ଼ିକ ହେଉଛି କିନିୟାର୍ଓ୍ଵାଣ୍ଡା, ଓଡ଼ିଆ, ତାତାର୍,…