Odisha Link
Bridging the Missing Links in Odisha
Browsing Tag

Government

କାଲି ରାଜ୍ୟର ସବୁ ସରକାରୀ ଅଫିସ ବନ୍ଦ…

ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟର ସବୁ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ଭାରତ ବନ୍ଦକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ସମୟରେ ସମସ୍ତ ଅତ୍ୟାବଶ୍ୟକ ଜରୁରୀ ସରକାରୀ ସେବା ଜାରି ରହିବ । ସୂଚନାଅନୁସାରେ, ନୂଆ କୃଷି ଆଇନକୁ ବିରୋଧ କରି ଚାଲିଥିବା କୃଷକ ଆନ୍ଦୋଳନ…

ପ୍ରାକୃତିକ ଗ୍ୟାସ ଉତ୍ପାଦନକାରୀ ଏବଂ…

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଚଳିତବର୍ଷ ମ୍ୟାଲେସିଆ ସରକାରଙ୍କ ପକ୍ଷରୁ ଆୟୋଜିତ ହୋଇଯାଇଥିବା “ସପ୍ତମ ଆଇଇଏଫ-ଆଇଜିୟୁ ମନ୍ତ୍ରୀସ୍ତରୀୟ ଗ୍ୟାସ ଫୋରମ”ରେ ସାମିଲ ହୋଇ ପ୍ରାକୃତିକ ଗ୍ୟାସକୁ ପ୍ରୋତ୍ସାହନ ଦେବା ସହିତ ଉଭୟ…

ଚିକିତ୍ସା ସେବାକୁ ଲୋକଙ୍କ ନିକଟତର…

ଭୁବନେଶ୍ୱର : ସ୍ୱାସ୍ଥ୍ୟ ବିଭାଗକୁ ଅଧିକ କ୍ରିୟାଶୀଳ କରବା ସହ ସାଧାରଣ ଲୋକଟିଏ ଯେମିତି ଉପଯୁକ୍ତ ଚିକିତ୍ସା ସେବା ପାଇବାରୁ ବଂଚିତ ନହୁଏ ସେଥି ପ୍ରତି ଗୁରୁତ୍ୱ ଦେବା ସହ ‘ମୋ ସରକାର’ ଓ ୫ ‘ଟି’ କାର୍ଯ୍ୟକ୍ରମକୁ ଅଗ୍ରାଧିକାର ଦେବା ଉପରେ ସରକାର ସଂକଳ୍ପବଦ୍ଧ ଅଟନ୍ତି । ଉନ୍ନତ ମାନର ଚିକିତ୍ସା ସହ…

ରାଜସ୍ବ ଅଧିକାରୀ ତାଲିମ କେନ୍ଦ୍ରକୁ…

ଭୁବନେଶ୍ବର : ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା  ମନ୍ତ୍ରୀ ସୁଦାମ ମାର୍ଣ୍ଡି ବିଭାଗ ଅଧିନସ୍ଥ ରାଜସ୍ବ ଅଧିକାରୀ ତାଲିମ ଅନୁଷ୍ଠାନକୁ ଅଚାନକ ପରିଦର୍ଶନ କରିଥିଲେ। ଏହି ପରିର୍ଦଶନ ଅବସରରେ ମନ୍ତ୍ରୀ  ମାର୍ଣ୍ଡି ଅନୁଷ୍ଠାନରେ ଚାଲୁଥିବା ସରକାରଙ୍କର ତାଲିମ ଓ ଦକ୍ଷତା ନିର୍ମାଣ କାର୍ଯ୍ୟକ୍ରମ ଉପରେ ଅବଗତ…