Odisha Link
Bridging the Missing Links in Odisha
Browsing Tag

Govinda

ପୁରୀରେ ବଲିଉଡ୍ ଅଭିନେତା ଗୋବିନ୍ଦା

ପୁରୀ: ମହାବାହୁଙ୍କୁ ଦର୍ଶନ କଲେ ବଲିଉଡର ଷ୍ଟାର ଅଭିନେତା ଗୋବିନ୍ଦା। ମଙ୍ଗଳବାର ଶ୍ରୀମନ୍ଦିର ଆସି ରତ୍ନସିଂହାସନରେ ମହାପ୍ରଭୁଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି। ପ୍ରଭୁଙ୍କ ଡାକରାରେ ହିଁ ସେ ପୁରୀ ଆସିବାର ସୌଭାଗ୍ୟ ପାଇଛନ୍ତି। କୋଭିଡ୍ ଦ୍ବିତୀୟ ଲହରରେ କଟକଣା ଭିତରେ ଶ୍ରୀମନ୍ଦିରରେ ଭକ୍ତଙ୍କ…

ଅକ୍ଷୟ କୁମାରଙ୍କ ପରେ କରୋନା ପଜିଟିଭ୍…

ମୁମ୍ବାଇ: ବଲିଉଡରେ କରୋନା ଭାଇରସ୍ ବ୍ୟାପିବାରେ ଲାଗିଛି। ଅଭିନେତା ଅକ୍ଷୟ କୁମାରଙ୍କ ପରେ ଏବେ ଗୋବିନ୍ଦା କରୋନା ସଂକ୍ରମିତ ହୋଇଛନ୍ତି। ଏବେ ଗୋବିନ୍ଦା ହୋମ୍ କ୍ୱାରେଣ୍ଟାଇନରେ ଥିବାବେଳେ ଘରେ ତାଙ୍କର ଚିକିତ୍ସା କରାଯାଉଛି। ଗୋବିନ୍ଦା କରୋନା ସଂକ୍ରମିତ ହୋଇଥିବା ନେଇ ତାଙ୍କ ମୁଖପାତ୍ର ସୂଚନା…

ସବ୍ୟାର୍ଚ୍ଚିତାଙ୍କୁ ଭେଟିଲେ ବଲିଉଡ…

ଭୁବନେଶ୍ବର: ଆଜି ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ବଲିଉଡ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ। ମହାପ୍ରଭୁଙ୍କ ଦର୍ଶନ ପରେ ବଲିଉଡ୍ ଅଭିନେତା ଗୋବିନ୍ଦା ଓଲିଉଡର ନୂତନ ଯୋଡି ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କୁ ଭେଟି ନବ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମହାପ୍ରଭୁଙ୍କୁ ଦର୍ଶନ କରି…

ଜଗନ୍ନାଥଙ୍କୁ ଦର୍ଶନ କଲେ ବଲିଉଡ ଅଭିନେତା…

ପୁରୀ: ଆଜି ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ବଲିଉଡ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ। ଜଗନ୍ନାଥ ମନ୍ଦିର ପରିଦର୍ଶନ କରି ମହାପ୍ରଭୁଙ୍କର ଆଶୀର୍ବାଦ ଲୋଡିଛନ୍ତି। ଗୋବିନ୍ଦା କହିଛନ୍ତି, ମୋ ଉପରେ ଭଗବାନଙ୍କ ବହୁତ କୃପା ରହିଛି। ଅନେକ ଅସୁବିଧାରୁ ମହାପ୍ରଭୁ ମତେ ମୁକ୍ତ କରିଛନ୍ତି।…

ଶ୍ରୀମନ୍ଦିର ଦର୍ଶନ କଲେ ଅଭିନେତା…

ପୁରୀ : ବଲିଉଡର ଲୋକପ୍ରିୟ ଅଭିନେତା ତଥା ପୂର୍ବତନ ଲୋକସଭା ସାଂସଦ ଗୋବିନ୍ଦା ଆହୁଜା ଗତକାଲି ରାତି ପ୍ରାୟ ସାଢ଼େ ୯ଟାରେ ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଗୋବିନ୍ଦାଙ୍କ ସହ ତାଙ୍କର ଧର୍ମପତ୍ନୀ ସୁନୀତା ଆହୁଜା ବି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଗୋଟିଏ ଦିନ ଆଗରୁ ସୁନୀତା…

‘ମିଲୋ ନା ତୁମ’ରେ ଦର୍ଶକ…

ଭୁବନେଶ୍ବର : ବଲିଉଡରେ ଅନେକଙ୍କ କିଡ୍ ର ପ୍ରଥମ ସିନେମା ଆସିସାରିଲାଣି ତ ଆଉ କାହାର ଡେବ୍ୟୁ ହେବାକୁ ଯାଉଛି।ଏବେ ଗୋବିନ୍ଦାଙ୍କର ଝିଅ ଟିନା ଆହୁଜା ମଧ୍ୟ ବେଶ୍ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସେ ଗୋଟିଏ ମ୍ୟୁଜିକ ଭିଡିଓରେ ଡେବ୍ୟୁ କରିଛନ୍ତି।ଏହି ଗୀତରେ ସେ ସିଙ୍ଗର ଗଜେନ୍ଦ୍ର ବର୍ମାଙ୍କ ସହିତ କାମ…