Odisha Link
Bridging the Missing Links in Odisha
Browsing Tag

GST fraud

ଜିଏସଟି ଫାଙ୍କିବା ଅଭିଯୋଗରେ ଟ୍ରକ୍‌କୁ…

କଳାହାଣ୍ଡି: ଜିଏସଟି ଫାଙ୍କିବା ଅଭିଯୋଗରେ ହାରଭେଷ୍ଟର ବୋଝେଇ ଟ୍ରକକୁ ଫାଇନ୍ । ୫ ଲକ୍ଷ ୯୦ ହଜାର ଟଙ୍କା ଫାଇନ ଆଦାୟ କଲେ ବାଣିଜ୍ୟକର ବିଭାଗ ଏନଫୋର୍ସମେଣ୍ଟ ଟିମ୍ । ସୋନପୁରରୁ ଆନ୍ଧ୍ରପ୍ରଦେଶର ରାଜ ମହେଦ୍ରୀ ଯାଉଥିବା ବେଳେ ଜୁନାଗଡ଼ ବଳଦିଆମାଲ ନିକଟରୁ ଟ୍ରକ୍ ଜବତ ହୋଇଥିଲା । ଯାଞ୍ଚ ବେଳେ ୨୪ ଲକ୍ଷ…

ଭୁବନେଶ୍ୱରରେ ୬ କୋଟିରୁ ଉର୍ଦ୍ଧ୍ବ…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ୬ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଜିଏସଟି ଠକେଇ ଅଭିଯୋଗ। ଜାଲ୍‌ ବିଲ୍ ତିଆରି କରି ସରକାରଙ୍କୁ କୋଟି କୋଟି ଟଙ୍କାର ଜିଏସ୍‌ଟି ଫାଙ୍କିଛି ଡି.ଡି. ବିଲ୍ଡର୍ସ ଲିମିଟେଡ୍। ଭୁବନେଶ୍ୱର ଲୁଇସ୍ ରୋଡ ସ୍ଥିତି ଡିଡି ବିଲ୍ଡର୍ସ କାର୍ଯ୍ୟାଳୟ ସମେତ ୫ଟି ସ୍ଥାନରେ ଚଢ଼ାଉ କରିଛି…

ଜିଏସ୍‌ଟି ଠକେଇ: ୩ ଗିରଫ

କଟକ: ଗତକାଲି ଚୌଦ୍ୱାରରୁ ୩ ଜଣଙ୍କୁ ଗିରଫ କରିଛି ଜି.ଏସ.ଟି ଏନଫରସମେଣ୍ଟ ସ୍କାର୍ଡ। ଗିରଫ ଅଭିଯୁକ୍ତ ମଧ୍ୟରେ ରହିଛନ୍ତି ସ୍ମୃତି ମହାନ୍ତି, ସୌମ୍ୟ ମହାନ୍ତିଓ ରାଜୀବ ମିଶ୍ର। ସେମାନେ ଟିକସ ବାବଦକୁ କୋଟି କୋଟି ଟଙ୍କାର ଠକେଇ କରୁଥିଲେ। ଗତ କାଲି ବିଳମ୍ବିତ ରାତିରେ ଏନଫରସମେଣ୍ଟ ସ୍କାର୍ଡ ସେମାନଙ୍କୁ…

୪୨ କୋଟିର ଜିଏସଟି ଠକେଇ, ୨ ବ୍ୟବସାୟୀ…

ରାଉରକେଲା: ଇସ୍ପାତନଗରୀ ରାଉରକେଲାରେ ଦିନକୁ ଦିନ ଗୋଟିଏ ପରେ ଗୋଟେ ଜିଏସ୍‌ଟି ଠକେଇ ମାମଲା ସାମ୍ନାକୁ ଆସୁଛି। କେତେବେଳେ ଚା’ ଦୋକାନୀ, ତ କେତେବେଳେ ପୁଣି ଠେଲାବାଲାଙ୍କ ନାଁରେ ଆକାଉଣ୍ଟ ଖୋଲି କୋଟି କୋଟି ଟଙ୍କାର ଜିଏସଟି ଠକେଇ ହେଉଛି। ଆଜି ପୁଣି ୪୨ କୋଟିର ଜିଏସଟି ଠକେଇ ମାମଲା ସାମ୍ନାକୁ ଆସିଛି।…

ଜିଏସଟି ଠକେଇ ମାମଲା, ୧ ଗିରଫ

ରାଉରକେଲା: ଇସ୍ପାତନଗରୀରୁ ଦନକୁ ଦିନ ଗୋଟିଏ ପରେ ଗୋଟିଏ ଜିଏସଟି ଠକେଇ ମାମଲା ଆସୁଛି। ଜିଏସଟି ଠକିଥିବା ଅଭିଯୋଗରେ କେନ୍ଦ୍ରୀୟ ଜିଏସଟି ଗୁଇନ୍ଦା ବିଭାଗ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଉଛନ୍ତି କୋଏଲନଗରର ସନ୍ତୋଷ କୁମାର ଗୁପ୍ତା। ଜାଲ ଆକାଉଣ୍ଟ ମାଧ୍ୟମରେ ନକଲି ବ୍ୟବସାୟିକ…

ପାନ ଦୋକାନୀଙ୍କ ନାଁରେ ୧୦୦ କୋଟିର GST…

ରାଉରକେଲା: ପୁଣି ରାଉରକେଲା ଜିଏସ୍‌ଟି ଠକେଇ ଅଭିଯୋଗ। ଲକ୍ଷେ ବା ଦୁଇ ଲକ୍ଷ ନୁହେଁ, ୧୦୦ କୋଟି ୯ ଲକ୍ଷ ଟଙ୍କାର ଜିଏସ୍‌ଟି ଠକେଇ। ପାନ ଦୋକାନୀଙ୍କ ନାଁରେ ୧୦୦ କୋଟିର GST ଠକେଇ ଅଭିଯୋଗ ହୋଇଛି। ଚାଷୀ, ଡେଲିଭରି ବୟ, ମିସ୍ତ୍ରୀଙ୍କ ପରେ ପାନ ଦୋକାନୀକୁ ମୋହରା। ରାଉରକେଲାର କୋଏଲନଗରରେ ପାନ ଦୋକାନ…