Odisha Link
Bridging the Missing Links in Odisha
Browsing Tag

Guideline

ଆଜି ଭସାଣି: କଟକଣା ଜାରି କଲା…

ଓଏଲ୍‌ ବ୍ୟୁରୋ: ଶେଷ ହେଲା ଦୁର୍ଗା ପୂଜା। ଆଉ କିଛି ସମୟ ପରେ ଧରାପୃଷ୍ଠରୁ ମେଲାଣି ନେବେ ମା' ଜଗତଜନନୀ। ଏଥିପାଇଁ ବନ୍ଦୋବସ୍ତ ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି। ଭସାଣି ପାଇଁ ଟୁଇନ୍‌ ସିଟିରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ପୂର୍ବ ବର୍ଷ ମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଭୁବନେଶ୍ୱର ଓ କଟକରେ ଭସାଣ ଉତ୍ସବକୁ…

ଗଣତନ୍ତ୍ର ଦିବସ ପାଇଁ ଜାରି ହେଲା…

ଓଏଲ୍‌ ବ୍ୟୁରୋ: ରାତି ପାହିଲେ ସାରା ଦେଶ ପାଳନ କରିବ ଗଣତନ୍ତ୍ର ଦିବସ। କରୋନା କଟକଣା ମଧ୍ୟରେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ଏଥିସହିତ ଆସନ୍ତାକାଲି ପାଇଁ ଅର୍ଥାତ୍‌ ଜାନୁଆରୀ ୨୬ ତାରିଖ ପାଇଁ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର। ଗଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ ନେଇ ଗାଇଡଲାଇନ୍‌…

ସାରା ରାଜ୍ୟରେ ୯ ଦିନିଆ କଟକଣା

ଭୁବନେଶ୍ବର: କରୋନାର ନୂଆ ଭ୍ୟାରିଆଣ୍ଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଶ୍ବର ୯୦ରୁ ଅଧିକ ଦେଶରେ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାରୁ ଏପର୍ଯ୍ୟନ୍ତ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଗକୁବଡ଼ଦିନ ଓ ନୂଆବର୍ଷ ପଡ଼ୁଥିବାରୁ କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଜାରି…

ବସ ଚଳାଚଳ ପାଇଁ ଆସିବ ଗାଇଡଲାଇନ: ପରିବହନ…

ଭୁବନେଶ୍ୱର: କରୋନା ସଂକ୍ରମଣ କମୁ ଥିବାରୁ ଗତକାଲି ସରକାରଙ୍କ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ଅନଲକ କରାଯାଇଛି। ଏହି ସମୟରେ ସରକାର ଜୀବନ ଓ ଜୀବିକାକୁ ଗୁରୁତ୍ୱ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ଗତକାଲି କ୍ୟାଟେଗୋରୀ ‘ଏ’ରେ ଥିବା ୨୦ଟି ଜିଲ୍ଲାଗୁଡ଼ିକରେ ବସ ଚଳାଚଳ ନେଇ ଅନୁମତି ପ୍ରଦାନ କରାଯାଇଛି। ତେବେ…

ବଡ଼ ଖବର: ରାଜ୍ୟରେ ଜୁନ୍‌ ୧ ଯାଏଁ ବଢ଼ିଲା…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି କରୋନା ସଂକ୍ରମଣ। ଦିନକୁ ଦିନ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏସବୁକୁ ନଜରରେ ରଖି ରାଜ୍ୟ ସରକାର ଲଗାଇଥିଲେ ୧୪ ଦିନିଆ ଲକ୍‌ଡାଉନ୍‌ । ହେଲେ କରୋନା ସଂକ୍ରମଣକୁ ପ୍ରତିହତ…

ହସ୍ପିଟାଲ ପାଇଁ ଗାଇଡଲାଇନ୍ ଜାରି କଲେ…

ଭୁବନେଶ୍ୱର: କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଚାଲିଥିବା ବେଳେ ରାଜ୍ୟରେ କଟକଣାକୁ କଡାକଡି କରାଯାଇଛି। ସଂକ୍ରମଣରେ ବ୍ରେକ୍‌ ଦେବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ହସ୍ପିଟାଲ ପାଇଁ ଗାଇଡଲାଇନ୍ ଜାରି କରାଯାଇଛି। ଏହି ଗାଇଡଲାଇନରେ…

ରମଜାନ ପାଇଁ CMCର ଗାଇଡଲାଇନ ଜାରି

କଟକ: ରମଜାନ ପର୍ବ ପାଇଁ ଗାଇଡଲାଇନ ଜାରି କରିଛି CMC। ରମଜାନ ପର୍ବରେ ଗହଳି ଏଡାଇବା ପାଇଁ ଗାଇଡଲାଇନ ଜାରି କରାଯାଇଛି। ରମଜାନ ବେଳେ ମସଜିଦ୍‌ ଭିତରେ ବାହାରେ ଗହଳିକୁ ବାରଣ କରାଯାଇଛି। ନମାଜ ବେଳେ ୧୦୦ ଜଣ କିମ୍ବା ହଲ୍‌ କ୍ଷମତାର ୫୦% ଯାହା କମ୍‌ ଗ୍ରହଣୀୟ ବୋଲି କୁହାଯାଇଛି। ମସଜିଦରେ ପ୍ରବେଶ…

ହସ୍ପିଟାଲ ପାଇଁ କୋଭିଡ ଗାଇଡଲାଇନ ଜାରି

ଭୁବନେଶ୍ୱର: ପୁଣି କାୟା ବିସ୍ତାର କଲାଣି କରୋନ। ହୁହୁ ହେଇ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ହସ୍ପିଟାଲ ପାଇଁ କୋଭିଡ ଗାଇଡଲାଇନ ଜାରି କରିଛନ୍ତି। ଗାଇଡଲାଇନ ମୁତାବକ, ଗାଇଡ୍…

କରୋନା ଡର: ଗଞ୍ଜାମରେ ପର୍ଯ୍ୟଟକଙ୍କ ପାଇଁ…

ଭୁବନେଶ୍ବର: ହୁହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ ହାର। ଏଥିସହ ରାଜ୍ୟରେ ମଧ୍ୟ କରୋନା ଗ୍ରାଫ୍‌ ଉପରମୁହାଁ ରହୁଛି। କରୋନା ସଂକ୍ରମଣକୁ ଦୃଷ୍ଟିର ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପର୍ଯ୍ୟଟକଙ୍କ ପାଇଁ ନୂଆ କଟକଣା ଜାରି କରିଛନ୍ତି। କରୋନାର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ସପ୍ତାହର ନିର୍ଦ୍ଧିଷ୍ଟ…

ଆସିଲା କେନ୍ଦ୍ରର ଏପ୍ରିଲ ଗାଇଡଲାଇନ

ନୂଆଦିଲ୍ଲୀ: ଆସିଲା କେନ୍ଦ୍ର ସରକାରଙ୍କର ଏପ୍ରିଲ ମାସ ପାଇଁ ଗାଇଡଲାଇନ। ଆଜି ଏପ୍ରିଲ ମାସ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି କେନ୍ଦ୍ର ସରକାର। ଗାଇଡଲାଇନରେ କୋଭିଡ୍ କଟକଣା କଡାକଡି କରିବାକୁ ରାଜ୍ୟଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ କୋଭିଡ୍ ନିୟମ ପାଳନ ପାଇଁ ରାଜ୍ୟ ସରକାରମାନଙ୍କୁ କଡା…