Odisha Link
Bridging the Missing Links in Odisha
Browsing Tag

Gujarat

ଖବରକାଗଜ ହେଡଲାଇନ୍‌ରେ ବିଜେପି…

ଅହମ୍ମଦାବାଦ: କୋଭିଡ୍‌ ଭଳି ଆତଙ୍କ ସମୟରେ ଅଭିନବ ଉପାୟରେ ସାହସିକତା ଦେଖାଇଛି ଭାସ୍କର ଗ୍ରୁପ୍‌ର ଗୁଜରାଟୀ ଖବରକାଗଜ 'ଦିବ୍ୟ ଭାସ୍କର'। ଖବରକାଗଜର ପ୍ରଥମ ପୃଷ୍ଠାରେ ରାଜ୍ୟ ବିଜେପି ସଭାପତିଙ୍କ ଫୋନ୍‌ ନମ୍ବର ଛାପି ତାଙ୍କୁ କିଛି ଜରୁରୀ ପ୍ରଶ୍ନ ପଚାରିଛି ଗୁଜରାଟର ଅନ୍ୟତମ ବହୁଳ ପ୍ରସାରିତ ଖବରକାଗଜ…

କେମିକାଲ କାରଖାନାରେ ବିସ୍ଫୋରଣ, ୨୪…

ଅହମ୍ମଦାବାଦ: ଗତ କାଲି ବିଳମ୍ବିତ ରାତିରେ ଗୁଜୁରାଟର ଭରୁଚରେ ଥିବା ୟୁପିଏଲ-୫ କେମିକାଲ କାରଖାନାରେ ଏକ ବଡ ଦୁର୍ଘଟଣା ଘଟିଯାଇଛି।  ବିସ୍ଫୋରଣ ଯୋଗୁଁ ପ୍ଲାଣ୍ଟରେ କାମ କରୁଥିବା ୨୪ ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରକାଶ ଯେ ମଙ୍ଗଳବାର ଭୋର ୨ଟା ବେଳେ ଭରୁଚର ଝଗଡ଼ିଆରେ ଥିବା ଏହି କାରଖାନାରେ ବିସ୍ଫୋରଣ…

୧୮ ଜଣ ଶ୍ରମିକଙ୍କ ଉପରେ ଚଢ଼ିଗଲା ଟ୍ରକ

ସୁରାଟ: ଗୁଜୁରାଟର ସୁରାଟରେ ଏକ ଅଭାବନୀୟ ଘଟଣା ଘଟିଛି। ସୁରଟର କିମ୍‌ ଚାର୍‌ ରାସ୍ତାର ଫୁଟ୍‌ପାଥରେ ୧୮ ଜଣଙ୍କ ଉପରେ ଚଢ଼ି ଗଲା ଏକ ଟ୍ରକ୍‌‌ । ଫଳରେ ଘଟଣାସ୍ଥଳରେ ହିଁ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ସମସ୍ତ ମୃତକ ଶ୍ରମିକ ରାଜସ୍ଥାନର ବୋଲି ପୁଲିସ ସୂଚନା ଦେଇଛି। ତେବେ ମୃତକଙ୍କ ମଧ୍ୟରେ ଗୋଟିଏ ଶିଶୁ…

ପ୍ରବାସୀ ଗଣିତ ଭୁଲ: ଓଡ଼ିଶା ଫେରିବାକୁ…

ଭୁବନେଶ୍ବର: ବର୍ତ୍ତମାନ ବସ୍, ଟ୍ରେନ୍‌, ବିମାନ ସବୁ ବନ୍ଦ ଥିବା ବେଳେ ପ୍ରବାସୀ ଓଡ଼ିଆ ନିଜ ଉଦ୍ୟମରେ ବା ସରକାରୀ ବ୍ୟବସ୍ଥାରେ ଓଡ଼ିଶା ଆସିବା ପାଇଁ ପ୍ରବନ୍ଧ ଚାଲିଛି। ବିଗତ ୨ ସପ୍ତାହ ମଧ୍ୟରେ ପ୍ରାୟ ୩୦ ହଜାର ପ୍ରବାସୀ ଓଡ଼ିଆ ରାଜ୍ୟକୁ ଫେରି ଆସିଲେଣି। ତେବେ ଅନ୍ୟ ରାଜ୍ୟରୁ ସବୁ ପ୍ରବାସୀ ଓଡ଼ିଆଙ୍କୁ…

ରାଜଧାନୀକୁ ଲେଉଟିଲା କରୋନା, ରାଜ୍ୟରେ…

ଭୁବନେଶ୍ବର: ରାଜଧାନୀକୁ ପୁଣି କରୋନା ଫେରିଛି। ଭୁବନେଶ୍ବରରେ ୩ ଜଣ ନୂଆ ଆକ୍ରାନ୍ତ ଠାବ ହୋଇଥିବା ବେଳେ ରାଜ୍ୟରେ ଆଜି ଗୋଟିଏ ଦିନରେ ୩୪ ଜଣ କରୋନା ପଜିଟିଭ୍‌ ଠାବ ହେବା ଚିନ୍ତାଜନକ ସ୍ଥିତି ଠିଆ କରିଛି। ଗତକାଲି ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୫ ଥିବା ବେଳେ ଆଜି ଏହା ୨୧୯ରେ…

କ୍ବାରାଣ୍ଟିନ୍‌ରେ ଗୁଜରାଟ ମୁଖ୍ୟମନ୍ତ୍ରୀ

ଅହମଦାବାଦ: ଆତ୍ମ ଏକାନ୍ତବାସରେ ରହିଲେ ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ। କରୋନା ଆକ୍ରାନ୍ତଙ୍କ ସହ ମିଶିବା ପରେ ଗତକାଲି ଠାରୁ ସେ ଏକାନ୍ତବାସରେ ଅଛନ୍ତି। ମଙ୍ଗଳବାର ଦିନ କଂଗ୍ରେସ ବିଧାୟକ ଇମ୍ରାନ ଖେଡ଼ାଓ୍ବାଲା ଓ ଅନ୍ୟ ୨ ଜଣ କଂଗ୍ରେସ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ…