Odisha Link
Bridging the Missing Links in Odisha
Browsing Tag

Heat wave

୪୨ ଡିଗ୍ରୀ ଛୁଇଁଲା ଦିନର ତାପାମାତ୍ରା;…

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ ରାଜ୍ୟରେ ବଢି ଚାଲିଛି ଦିନର ତାପମାତ୍ରା। ସାରା ରାଜ୍ୟରେ ପରିଲକ୍ଷିତ ହୋଇଛି ଅସମ୍ଭାଳ ତାତି। ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଏପରି ତାତି ଲାଗି ରହି ପାରେ। ଆଉ କିଛି ଜିଲ୍ଲାରେ ହିଟ୍‌ ୱେଭ୍‌ ଜାରି ହେବାର ସମ୍ଭାବନା ରହିଛି। ଏଥିସହିତ ଆଜି ରାଜ୍ୟର ୧୧ଟି ସହରରେ ଦିନର…

ତାତିରୁ ନାହିଁ ନିସ୍ତାର, ସାରା ରାଜ୍ୟରେ…

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ ରାଜ୍ୟରେ ବଢି ଚାଲିଛି ଦିନର ତାପମାତ୍ରା। ସାରା ରାଜ୍ୟରେ ପରିଲକ୍ଷିତ ହୋଇଛି ଅସମ୍ଭାଳ ତାତି। ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଏପରି ତାତି ଲାଗି ରହି ପାରେ। ଆଉ କିଛି ଜିଲ୍ଲାରେ ହିଟ୍‌ୱେଭ୍‌ ଜାରି ହେବାର ସମ୍ଭାବନା ରହିଛି। ସେଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର…

ରାଜ୍ୟର ଅଧା ସହରରେ ୩୫ଂ ପାର ତାପମାତ୍ରା,…

ଓଏଲ୍‌ ବ୍ୟୁରୋ: ଆପଣମାନେ ସ୍କୁଲରେ 'ମାଘ ମାସରେ ବାଘ ଶୀତ...', ପଢ଼ିଥିବେ ନିଶ୍ଚୟ। ଏହା କେବଳ ଏବେ ପଢା ବହି କିମ୍ବା ଢଗଢମାଳିରେ ହିଁ ସୀମିତ ରହିଯିବ। କାରଣ ଫେବ୍ରୁଆରୀ ନ ସରୁଣୁ ମାଘରେ ବାଘ ଶୀତ ବଦଳରେ ଅନୁଭୂତ ହେଲାଣି ଖରା। ଫେବ୍ରୁଆରୀରୁ ରାଜ୍ୟରେ ଉପରମୁହାଁ ହେଲାଣି ପାରଦ। ଉପାନ୍ତରୁ ଉପକୂଳ ସବୁଠି…

୧୩ ସହରର ତାପମାତ୍ରା ୩୩ ଡିଗ୍ରୀ ପାର;…

ଓଏଲ୍‌ ବ୍ୟୁରୋ: ଫେବୃଆରୀ ମାସ ଆରମ୍ଭରୁ ଖରାଦିନର ତାତି ଅନୁଭୂତ। ମାଘରରେ ଗ୍ରୀଷ୍ମର ଝଳକ। କମିଲାଣି ଶୀତ ବଢ଼ିଲାଣି ତାତି। ଯାହା ଖରାଦିନ ଆରମ୍ଭର ସୂଚନା ଦେଇ ସାରିଲାଣି। ଆଜି ରାଜ୍ୟର ଅନେକ ସ୍ଥାନରେ ଦିନ ବେଳେ ତାତି ଅନୁଭୂତ ହୋଇଛି। ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଆଜି ରାଜ୍ୟର ୧୩ଟି ସହରର…

ଅସହ୍ୟ ତାତି, ରାଜ୍ୟର ୧୩ ଜିଲ୍ଲାକୁ…

ଓଏଲ୍‌ ବ୍ୟୁରୋ: କାଳବୈଶାଖୀ ପରେ ମଧ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗୁଳୁଗୁଳି ଅନୁଭୂତ ହେଉଛି। ତେବେ ଆଜିଠୁ ୧୪ ତାରିଖ ଯାଏଁ ୧୩ ଜିଲ୍ଲାକୁ ହିଟ୍‌ୱେଭ୍‌ ୱାର୍ଣ୍ଣିଂ ଜାରିକରଯାଇଛି। ଆଜିଠୁ ୧୪ ତାରିଖ ଯାଏଁ ୬ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି। ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁରକୁ ହିଟ୍‌…

ଗ୍ରୀଷ୍ମ ପ୍ରବାହରୁ ମିଳୁନି ତ୍ରାହି, ୪୪…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଅସହ୍ୟ ହେଉଛି ତାତି। ମୌସୁମୀ ଆସିବା ବିଳମ୍ବ ହେତୁ ଗ୍ରୀଷ୍ମ ପ୍ରବାହରୁ ମିଳୁନି ତ୍ରାହି। ସକାଳୁ କଅଁଳ ସୂର୍ଯ୍ୟକିରଣ ବଦଳରେ ପ୍ରବଳ ଗରମ ସାରା ରାଜ୍ୟବାସିଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ଆଜି ଦିନ ୨ ଟା ୩୦ ସୁଦ୍ଧା ସମ୍ବଲପୁର ସହରର ତାପମାତ୍ରା ୪୪.୨ ଡିଗ୍ରି ରେକର୍ଡ ହୋଇଛି।…

କଲବଲ କରୁଛି ତାତି: ୪୦ ଡିଗ୍ରି ଉପରେ…

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଯାହାଫଳରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ। ରାଜ୍ୟରେ ଆହୁରି ୪ଦିନ କଲବଲ କରିବ ଖରା ସାଙ୍ଗକୁ ଗୁଳୁଗୁଳି । ଏପରିକି ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ। ଅପରାହ୍ନରେ କାଳ ବୈଶାଖୀରେ ବର୍ଷା ହେଲେ ମଧ୍ୟ ତାତି…

ତାତିରୁ ନାହିଁ ନାସ୍ତି, ମାର୍ଚ୍ଚ…

ଓଏଲ୍‌ ବ୍ୟୁରୋ: ମାର୍ଚ୍ଚ ପହିଲାରୁ ହିଁ ତାତିରୁ ନାହିଁ ନାସ୍ତି। କାରଣ ଆଜିଠୁ ରାଜ୍ୟରେ ୫ ଦିନ ଯାଏଁ ଓଡ଼ିଶାର ପାଗ ମୁଖ୍ୟତଃ ଶୁଖିଲା ରହିବ। ଉପକୂଳ ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଦିନର…

ରାଜଧାନୀରେ ୩୭ ଡିଗ୍ରୀ ଟପିଲା ତାପମାତ୍ରା

ଓଏଲ୍‌ ବ୍ୟୁରୋ: ଫେବ୍ରୁଆରୀ ମାସ ଶେଷ ନହଉଣୁ ତାତିରେ କଲବଲ ରାଜଧାନୀବାସୀ। ଗତ କିଛିଦିନ ଧରି ତାତି ବଢୁଥିବା ବେଳେ ଆଜି ତାପମାତ୍ରା ୩୭ ଡିଗ୍ରୀ ପାର୍‌ ହୋଇଛି । ଦିନ ୨ଟା ୩୦ ସୁଦ୍ଧା ରାଜଧାନୀ ରେ ତାପମାତ୍ରା ୩୭. ୬ ଡିଗ୍ରୀ ରେକର୍ଡ କରାଯାଇଛି। ଚଳିତବର୍ଷର ଏହା ସର୍ବାଧିକ ତାପମାତ୍ରା ବୋଲି…

ତତଲା କଡେଇରେ ସିଝୁଛି ଓଡ଼ିଶା, ୧୭ ସହରର…

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢିବାରେ ଲାଗିଛି। ତତଲା କଡେଇରେ ସିଝୁଛି ସାରା ଓଡ଼ିଶା। ଏହାରି ମଧ୍ୟରେ ଆଜି ରାଜ୍ୟର ୧୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଆଜି ୪୩.୨ ଡିଗ୍ରୀ ସହ ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ବୌଦ୍ଧ। ସେହିପରି ରାଜଧାନୀ ଭୁବନେଶ୍ୱରରେ ୪୨.୫, ବଲାଙ୍ଗିରରେ…