Odisha Link
Bridging the Missing Links in Odisha
Browsing Tag

High Court Of Odisha

ପୁରୀ କୁକୁର କାମୁଡ଼ାରେ ଶିଶୁ ମୃତ୍ୟୁ…

ଓଏଲ୍‌ ବ୍ୟୁରୋ: ୭ ବର୍ଷ ପରେ ମିଳିଲା କ୍ଷତିପୂରଣ। ପୁରୀର କୁକୁର କାମୁଡ଼ାରେ ଶିଶୁ ମୃତ୍ୟୁ ଘଟଣାରେ କ୍ଷତିପୂରଣ ଦେବ ପୁରୀ ପୌରପରିଷଦ। ବୁଲା କୁକୁର କାମୁଡ଼ାରେ ମୃତ ଶିଶୁ ପରିବାରକୁ ୧୦ ଲକ୍ଷ କ୍ଷତିପୂରଣ ଦେବାକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଥାଉକି, ୨୦୧୬ରେ ପୁରୀ ଜଗନ୍ନାଥ…

ASO ପରୀକ୍ଷା ମାମଲା : ଚୂଡାନ୍ତ…

ଓଏଲ୍ ବ୍ୟୁରୋ : ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପରୀକ୍ଷା ଫଳ ପ୍ରକାଶ ପାଇବା ପରେ କିଛି ଦିନ ହେବ ଲାଗିରହିଥିଲା ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ। ବାଦବିବାଦ ପରେ ପରୀକ୍ଷା ଫଳକୁ ନେଇ ଗୁରୁତ୍ୱପୂର୍ଣ ରାୟ ହାଇକୋର୍ଟ ଶୁଣାଇଲେ। ତେବେ ପରୀକ୍ଷାର ଚୂଡାନ୍ତ ତାଲିକା ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ। କୋର୍ଟର…

ସ୍କୁଲ ଫି’ ଛାଡ଼ ପ୍ରସଙ୍ଗ, ହାଇକୋର୍ଟଙ୍କ…

ଭୁବନେଶ୍ୱର: ସ୍କୁଲ ଫି ଛାଡ଼ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ମନ୍ତ୍ରୀ କହିଛନ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶ ଏଯାଏଁ ବିଭାଗ ନିକଟକୁ ପହଞ୍ଚି ନାହିଁ। ଗଣମାଧ୍ୟମରୁ ହିଁ ସମସ୍ତ କଥା ଜାଣିବା ପାଇଁ ମିଳିଛି। ତେଣୁ ଆଗାମୀ ସମୟରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମିଳିଲା ପରେ…

ହାଇକୋର୍ଟରେ ଶୀତ ଅବକାଶ ଆରମ୍ଭ

କଟକ: ଓଡ଼ିଶା ହାଇକୋର୍ଟରେ ଶୀତ ଅବକାଶ ଆରମ୍ଭ ହୋଇଛି। ଆଜି ଠାରୁ ହାଇକୋର୍ଟ ଛୁଟି ରହୁଥିବା ବେଳେ ଆସନ୍ତା ୨୦୨୧, ଜାନୁଆରି ୪ରେ ଖୋଲିବ ହାଇକୋର୍ଟ। ଶୀତ ଅବକାଶ ସମୟରେ ଜଷ୍ଟିସ ଏସ.କେ.ମିଶ୍ର ଡିସେମ୍ବର ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ଅବକାଶକାଳୀନ ବିଚାରପତି ଦାୟିତ୍ବରେ ରହିବେ। ସେହିଭଳି ଡିସେମ୍ବର…

ଦୁର୍ଗା ମୂର୍ତ୍ତି ବିବାଦ: ଅକ୍ଟୋବର ୯କୁ…

କଟକ: କଟକ ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଅକ୍ଟୋବର ୯ ତାରିଖକୁ ଘୁଞ୍ଚିଲା। ମୂର୍ତ୍ତି ଉଚ୍ଚତା ବିବାଦ ନେଇ ଜବାବ ମାଗିଛନ୍ତି ହାଇକୋର୍ଟ। ତଳ ତେଲେଙ୍ଗା ବଜାର ଓ ଫିରିଙ୍ଗି ବଜାର ପୂଜା କମିଟି ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ଜବାବ ମାଗିଛନ୍ତି ହାଇକୋର୍ଟ।…

ସ୍କୁଲ୍‌ ଫି ମାମଲାର ରାୟ ସଂରକ୍ଷିତ…

କଟକ: ହାଇକୋର୍ଟରେ ସ୍କୁଲ୍‌ ଫି ମାମଲା। ଆଜି ସ୍କୁଲ୍‌ ଫି ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ। ଘରୋଇ ସ୍କୁଲ ୩୦% ଫି ଛାଡ ପାଇଁ କମିଟି ନିଷ୍ପତ୍ତି ନେଇଥିଲା। ସେଇ ସମ୍ପର୍କରେ କମିଟି ହାଇକୋର୍ଟଙ୍କୁ ଅବଗତ କରିଛି। ସରକାରଙ୍କ ପକ୍ଷରୁ ସ୍କୁଲ୍‌ ଫି କମିଟି ରିପୋର୍ଟ ଦାଖଲ…

ଦୀପକ ଗୁପ୍ତାଙ୍କୁ ୩ ମାସ ଜାମିନ

ଭୁବନେଶ୍ୱର: ଉଲିବୁରୁ ଖଣି ଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କୁ ଜାମିନ। ଆଜି ହାଇକୋର୍ଟ ଦୀପକଙ୍କୁ ୩ ମାସ ଅନ୍ତରୀଣ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ନିୟମିତ ଜାମିନ ଆବେଦନ ଖାରଜ କରି କୋର୍ଟ ଦୀପକଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଛି। ଏକ କୋଟି ଟଙ୍କା ନଗଦ ଟଙ୍କା ଜମା…

ଦୁର୍ଗା ମୂର୍ତ୍ତି ଉଚ୍ଚତା, ପୁଣି…

କଟକ: ଦଶହରା ପୂଜା ପାଇଁ ମା’ ଦୁର୍ଗାଙ୍କ ମୂର୍ତ୍ତିଙ୍କ ଉଚ୍ଚତାକୁ ନେଇ ବିବାଦ ଥମିବାର ନାଁ ନେଉନି। ଆଜି ପୁଣି ପୂଜା କମିଟି ହାଇକୋର୍ଟରେ ୩ଟି ମାମଲାର ରୁଜୁ କରିଛି। କଟକର ବାଲୁବଜାର ପୂଜା କମିଟି ସଭାପତି ଏସ କେ ସାଙ୍ଗାନାରିଆ ହାଇକୋର୍ଟରେ କମିଶନରେଟ ପୁଲିସ ବିରୋଧରେ ମାମଲା କରିବା ସହ ଏକ ରିଭ୍ୟୁ…

ରଥ ନିର୍ମାଣ କାର୍ଯ୍ୟ ୨୨ ସୁଦ୍ଧା ସାର:…

ଭୁବନେଶ୍ୱର: ବହୁ କଳ୍ପନା ଜଳ୍ପନା ପରେ କରୋନା ଭାଇରସ୍‌ ଓ ଲକ୍‌ଡାଉନ୍‌ ମଧ୍ୟରେ ଆରମ୍ଭ ହୋଇଛି ରଥ କାର୍ଯ୍ୟ। ବିଳମ୍ବରେ ହେଉ ପଛେ ରଥ କାମ ଆରମ୍ଭ ହୋଇ ଆଗେଇ ଚାଲିଛି। ରଥ କାମରେ ନିୟୋଜିତ ମହାରଣାଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ଓ ସେଠାରେ ସାମାଜିକ ଦୂରତ୍ୱ ରଖାଯାଇ ରଥ କାର୍ଯ୍ୟ କରାଯାଉଛି। ତେବେ ଜୁନ ୨୨…

ହାଇକୋର୍ଟ ନାମ ବଦଳ ପାଇଁ ନୂଆ ମୁଖ୍ୟ…

ଭୁବନେଶ୍ବର: ସେଣ୍ଟର ଫର ପଲିସି, ଗଭର୍ଣାନ୍ସ ଆଣ୍ଡ ଆଡଭୋକେସି (CPGA)ର ଅଧ୍ୟକ୍ଷ ତଥା ପୂର୍ବତନ ଓଡ଼ିଶା ଖଦୀ ବୋର୍ଡ ଅଧ୍ୟକ୍ଷ ତେଜେଶ୍ବର ପରିଡ଼ା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନାମ ପରିବର୍ତ୍ତନ ପାଇଁ ଅନୁରୋଧ କରିଛନ୍ତି। ଗତକାଲି ନୂଆ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିଥିବା ମହମ୍ମଦ ରଫିକ‌ଙ୍କୁ ସେ…