Odisha Link
Bridging the Missing Links in Odisha
Browsing Tag

HIGHER EDUCATION

ଉଚ୍ଚଶିକ୍ଷାର ନଗ୍ନରୂପ: ୬୨% ଶିକ୍ଷକ ପଦ…

ଭୁୁବନେଶ୍ବର: ରାଜ୍ୟରେ ବିଶ୍ବବିଦ୍ୟାଳୟଗୁଡ଼ିକରେ ଥିବା ଶିକ୍ଷାନୁଷ୍ଠାନରେ ୬୨ରୁ ଅଧିକ ପଦ ଖାଲିପଡ଼ିଛି। ଉଚ୍ଚଶିକ୍ଷା ବିଭାଗ ତଥ୍ୟ ଅନୁସାରେ ରାଜ୍ୟ ସରକାରଙ୍କ ଅଧୀନସ୍ଥ ୧୧ ବିଶ୍ବବିଦ୍ୟାଳୟରେ ୬୨.୧୧% ଶିକ୍ଷକ ପଦରେ କେହି ନିଯୁକ୍ତ ହୋଇନାହାନ୍ତି। ଏମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ଓ ସହକାରୀ ପ୍ରାଧ୍ୟାପକ…

ଉଚ୍ଚଶିକ୍ଷା ସଂରକ୍ଷଣ ପାଇଁ କମିଟି ଗଠନ

ଭୁବନେଶ୍ୱର: ସରକାରୀ ସ୍କୁଲରେ ପାଠ ପଢିଲେ ଉଚ୍ଚଶିକ୍ଷାରେ ମଳିବ ସଂରକ୍ଷଣ। ଉଚ୍ଚଶିକ୍ଷା ସଂରକ୍ଷଣ ପାଇଁ ଆଜି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ପରେ ରାଜ୍ୟ ସରକାର କମିଟି ଗଠନ କରିଛନ୍ତି। ଅବସରପ୍ରାପ୍ତ ହାଇକୋର୍ଟ ଜଜ ଜଷ୍ଟିସ ଏ.କେ ମିଶ୍ରଙ୍କୁ କମିଟି ମୁଖ୍ୟଭାବେ ନିଯୁକ୍ତ କରାଯାଇଛି। ସେହିପରି ଉତ୍କଳ…

ବିଶ୍ୱବିଦ୍ୟାଳୟ ସ୍ତରରେ ବଡ଼ ସଂସ୍କାର,…

ଭୁବନେଶ୍ବର: ଅପରାହ୍ନରେ ହୋଇଥବା ରାଜ୍ୟ କାବିନେଟରେ ନିଆଯାଇଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ଉଚ୍ଚଶିକ୍ଷା କ୍ଷେତ୍ରରେ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ବିଶ୍ୱ ବିଦ୍ୟାଳୟ ସ୍ତରରେ ହେବ ବଡ ସଂସ୍କାର। ୟୁନିଭର୍ସିଟିରେ ବ୍ୟାପକ ପରିବର୍ତ୍ତନ ନେଇ ସରକାରଙ୍କ ନିଷ୍ପତ୍ତି । ପ୍ରେସମିଟ କରି ସଂସ୍କାର…

ଜୁଲାଇ ୨୪ ସୁଦ୍ଧା ଶେଷ ହେବ +୩ ଶେଷ ବର୍ଷ…

ଭୁବନେଶ୍ୱର: ରାଜ୍ୟର ସମସ୍ତ ବିଶ୍ୱ ବିଦ୍ୟାଳୟ ଅଧିନରେ ଥିବା +୩ ମହାବିଦ୍ୟାଳୟ, ସ୍ୱୟଂ ଶାସିତ ମହାବିଦ୍ୟାଳୟରେ +୩ ର ୬ଷ୍ଠ ସେମିଷ୍ଟାର ପରୀକ୍ଷା ଜୁନ ୨୦ ତାରିଖ ପରେ ଆରମ୍ଭ ହୋଇ ଜୁଲାଇ ୨୪ ତାରିଖ ସୁଦ୍ଧା ଶେଷ ହେବ ଏବଂ ପରୀକ୍ଷା ଫଳ ଅଗଷ୍ଟ ମାସ ୩୧ ତାରିଖ ସୁଦ୍ଧା ପ୍ରକାଶ ହେବ। ସେହିପରି…

ଜୁନ୍ ୧୭ ପରେ ବିଶ୍ୱବିଦ୍ୟାଳୟ ପରୀକ୍ଷା:…

ଭୁବନେଶ୍ବର: ଜୁନ୍ ୧୭ ତାରିଖ ଯାଏଁ ରାଜ୍ୟରେ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଥିବା ବେଳେ ଏହା ପରେ ଯେକୌଣସି ସମୟରେ ବିଶ୍ୱବିଦ୍ୟାଳୟ ସ୍ତରର ପରୀକ୍ଷାଗୁଡ଼ିକ ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି। ୟୁଜିସି ଗାଇଡ୍‌ଲାଇନ୍‌କୁ ତଜର୍ମା କରିବା ପରେ ଏ ନେଇ ନିଷ୍ପତ୍ତି…

ଛୁଟି ସମୟରେ ପାଠପଢ଼ା ଉପରେ ଧ୍ୟାନ…

ଭୁବନେଶ୍ବର: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ୩ ମେ' ପର୍ଯ୍ୟନ୍ତ ସାରା ଦେଶ ଲକ୍‌ ଡାଉନ୍। ଅପରପକ୍ଷେ ଓଡ଼ିଶା ସରକାର ଜୁନ୍‌ ୧୭ ପର୍ଯ୍ୟନ୍ତ ବନ୍ଦ କରିଛନ୍ତି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ। ତେବେ କରୋନା ପାଇଁ ଚିନ୍ତାରେ ଛାତ୍ରଛାତ୍ରୀ ଅଛନ୍ତି। କେବେ ହେବ ପ୍ରବେଶିକା ପରୀକ୍ଷା ? କେବେ…

ବିଶ୍ୱବିଦ୍ୟାଳୟ ଗୁଡ଼ିକ ସମାଜର ପଥ…

ଭୁବନେଶ୍ବର: ଉଚ୍ଚଶିକ୍ଷା କ୍ଷେତ୍ରରେ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବା ପରିପ୍ରେକ୍ଷୀରେ ସମସ୍ତ ପରୀକ୍ଷା ଠିକ୍‌ ସମୟରେ କରାଯାଇ ଧାର୍ଯ୍ୟ ସମୟ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ କରାଯିବବ । ବିଶ୍ୱବିଦ୍ୟାଳୟ ଗୁଡ଼ିକ ଯୁକ୍ତ-୩ ପରୀକ୍ଷା ନିର୍ଘଣ୍ଟ ପ୍ରସ୍ତୁତ କରି ପରୀକ୍ଷା ଫଳ ପ୍ରକାଶ କରିବା ତାରିଖ…

୨୦୨୦ରୁ ଏକକ ପିଜି ପ୍ରବେଶିକା: ମନ୍ତ୍ରୀ

ଭୁବନେଶ୍ବର: ଆସନ୍ତାବର୍ଷ ଅର୍ଥାତ୍‌ ୨୦୨୦ ଶିକ୍ଷାବର୍ଷରେ ଦେଖାଯିବ ନୂଆ ନିୟମ। ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସବୁ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ପାଇଁ ଏକକ ପ୍ରବେଶିକା ପରୀକ୍ଷା କରାଯିବ। ୨୦୨୦ରୁ ଏକକ ପ୍ରବେଶିକା ପରୀକ୍ଷା ଲାଗୁ ହେବ ବୋଲି…

ଏଣିକି ପରୀକ୍ଷା ଦେବା ପାଇଁ ହେଲେ…

ଭୁବନେଶ୍ୱର: ଏଣିକି ରାଜ୍ୟର ସମସ୍ତ କଲେଜରେ ୭୫ ପ୍ରତିଶତ ଉପସ୍ଥାନ ଥିବା ଛାତ୍ରଛାତ୍ରୀ ହିଁ ପରୀକ୍ଷା ଦେବା ଲାଗି ଯୋଗ୍ୟ ବିବେଚିତ ହେବେ। ଏ ସଂକ୍ରାନ୍ତରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତର କଲେଜ ଅଧ୍ୟକ୍ଷ/ଅଧକ୍ଷାଙ୍କୁ ନିର୍ଦ୍ଦେଶନାମା ଜାରି…

ଉଚ୍ଚଶିକ୍ଷା ବିଭାଗର କର୍ମଚାରୀଙ୍କୁ ଜଗିବ…

ଭୁବନେଶ୍ବର: ଏଣିକି ଠକି ପାରିବେନି କର୍ମଚାରୀ। ଡ୍ୟୁଟିରେ ଠକୁଥିବା କର୍ମଚାରୀ ହୋଇଯାଆନ୍ତି ସାବଧାନ। କର୍ମଚାରୀଙ୍କୁ ଜଗିବ ବାୟୋମେଟ୍ରିକ ମେସିନ। ଉଚ୍ଚ ଶିକ୍ଷା ବିଭାଗ କର୍ମଚାରୀଙ୍କ ପାଇଁ ନିୟମ କଡାକଡି କରାଯାଇଛି। କାର୍ଯ୍ୟାଳୟକୁ ଆସିବା ଏବଂ ଯିବା ସମୟରେ କର୍ମଚାରୀଙ୍କୁ ବାୟୋମେଟ୍ରିକ୍ ଦେବାକୁ…