Odisha Link
Bridging the Missing Links in Odisha
Browsing Tag

Hike

ପୁଣିଥରେ ରାଜଧାନୀବାସୀଙ୍କୁ ମହଙ୍ଗା ମାଡ଼

ଓଏଲ୍‌ ବ୍ୟୁରୋ: ଇଂରାଜୀ ନବବର୍ଷ ପୂର୍ବରୁ ଦିଲ୍ଲୀବାସୀଙ୍କୁ ମହଙ୍ଗା ମାଡ଼ । ପୁଣିଥରେ ବଢ଼ିଲା ସିଏନଜି ମୂଲ୍ୟ। ଶନିବାର ଇନ୍ଦ୍ରପ୍ରସ୍ଥ ଗ୍ୟାସ୍ ଲିମିଟେଡ୍ (ଆଇଜିଏଲ୍) ଦିଲ୍ଲୀ-ଏନସିଆରରେ ସିଏନଜି ମୂଲ୍ୟ ବୃଦ୍ଧି କରିଛି । ଦିଲ୍ଲୀରେ ସିଏନଜି ମୂଲ୍ୟ ୭୮.୬୧ରୁ କିଲୋପ୍ରତି ୭୯.୫୬ ଟଙ୍କାକୁ ବୃଦ୍ଧି କରିଛି।…

ତୈଳ ଦର ବୃଦ୍ଧି ନେଇ ଏପରି କହିଲେ…

ଭୁବନେଶ୍ୱର: ଦେଶରେ ଲଗାତାର ପେଟ୍ରୋଲ ଓ ଡିଜେଲ ଦର ବଢିବାରେ ଲାଗିଛି। ତୈଳ ଦର ବୃଦ୍ଧିର ପ୍ରଭାବ ସବୁ ଜିନିଷ ଉପରେ ପଡିଛି। ସାଧାରଣ ଖାଉଟୀ ନାହିଁ ନଥିବା ହାଇରାଣ ହେଉଛନ୍ତି। ଏନେଇ ଆଜି ପ୍ରତିକ୍ରିୟା ଦେଇ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ‘ତେଲ ଦର ବଢ଼ିବା ସାମୟିକ। ଏହା ଶୀଘ୍ର…

ଦିନକ ପରେ ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ…

ନୂଆଦିଲ୍ଲୀ: ଦିନକ ପରେ ପୁଣି ଥରେ ଦେଶରେ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର। ଆଜି ପେଟ୍ରୋଲ ଦରରେ ୫ ପଇସା ଓ ଡିଜେଲରେ ୧୩ ପଇସା ବୃଦ୍ଧି ପାଇଛି। ଯାହା ଫଳରେ ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୦ଟଙ୍କା ୪୩ ପଇସା ହୋଇଛି। ସେହିପରି ଡିଜେଲ ଦର ୮୦ ଟଙ୍କା ୫୩ ପଇସାରେ ପହଁଞ୍ଚିଛି। ଦେଶରେ ଲଗାତାର…

କ୍ରମାଗତ ୨୧ ଦିନ ପାଇଁ ଉପର ମୁହାଁ ତେଲ…

ନୂଆଦିଲ୍ଲୀ: ଗୋଟିଏ ପଟେ ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିିଥିବା ବେଳେ ଅନ୍ୟପଟେ ଦେଶରେ ତେଲ ଦର ଉପର ମୁହାଁ। ଯାହାକୁ ନେଇ ଦେଶବାସୀ ଚିନ୍ତିତ। କ୍ରମାଗତ ୨୧ ଦିନ ପାଇଁ ଦେଶରେ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ପାଇଛି। ଆଜି ପେଟ୍ରୋଲ ଲିଟର ପିଛା ୨୫ ପଇସା ଓ ଡ଼ିଜେଲ ଲିଟର ପିଛା ୨୧ ପଇସା ବୃଦ୍ଧି ପାଇଛି।…

ବେଲଗାମ ତେଲ ଦର, କ୍ରମାଗତ ୧୬ ଦିନ ପାଇଁ…

ଭୁବନେଶ୍ବର: ଦିନକୁ ଦିନ ବେଲଗାମ ହେଉଛି ତେଲ ଦର। ଆଜି ସାରା ଦେଶରେ କ୍ରମାଗତ ୧୬ ଦିନ ପାଇଁ ତେଲ ଦର ବୃଦ୍ଧି ପାଇଛି। ଆଜି ପେଟ୍ରୋଲ ଲିଟର ପିଛା ୩୩ ପଇସା ଓ ଡିଜେଲ ଦରରେ ୫୮ ପଇସା ବୃଦ୍ଧି ଘଟିଛି। ଦେଶରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୭୯ ଟଙ୍କା ୫୬ ପଇସା ଥିବା ବେଳେ ଡିଜେଲ ଦର ୭୮ ଟଙ୍କା ୮୫…

ବେଲଗାମ ତେଲ ଦର, ୧୩ ଦିନରେ ବଢ଼ିଲାଣି…

ଭୁବନେଶ୍ବର: ଗୋଟିଏ ମହାମାରୀ କରୋନା ସଙ୍କଟ। ଆଉ ଅନ୍ୟପଟେ ଦେଶରେ କ୍ରମାଗତ ଭାବେ ତୈଳ ଦର ବୃଦ୍ଧି ପାଇବା ଜନସାଧାରଣଙ୍କ ଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି। କ୍ରମାଗତ ୧୩ ଦିନ ପାଇଁ ଦେଶରେ ବଢିଛି ପେଟ୍ରୋଲ ଓ ଡିଜେଲ ଦର। ଏହି ବର୍ଦ୍ଧିତ ଦର ସହ ଭୁବନେଶ୍ୱରରେ ପେଟ୍ରୋଲ ଦର ପଖାପାଖି ୮୦ ଟଙ୍କାରେ…

୯ମ ଦିନ ପାଇଁ ବଢ଼ିଲା ପେଟ୍ରୋଲ ଓ ଡିଜେଲ…

ନୂଆଦିଲ୍ଲୀ: କ୍ରମାଗତ ନବମ ଦିନ ପାଇଁ ଦେଶରେ ବଢ଼ିଛି ତୈଳ ଦର। ପେଟ୍ରୋଲ ଲିଟର ପିଛା ୪୮ ପଇସା ବଢିଥିବା ବେଳେ ଡିଜେଲ୍ ଲିଟର ପିଛା ୫୯ ପଇସା ବୃଦ୍ଧି ପାଇଛି। ଏହାପରେ ଏବେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ପହଞ୍ଚିଛି ୭୬ ଟଙ୍କା ୨୬ ପଇସାରେ। ସେହିପରି ଦିଲ୍ଲୀରେ ଡିଜେଲ ଲିଟର ପିଛା ଦର…

କ୍ରମାଗତ ୩ୟ ଦିନ ପାଇଁ ବଢ଼ିଲା ପେଟ୍ରୋଲ,…

ନୂଆଦିଲ୍ଲୀ: ପୁଣିଥରେ ଆଜି ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। କ୍ରମାଗତ ୩ୟ ଦିନ ପାଇଁ ଦର ବୃଦ୍ଧି ହୋଇଛି। ଆଜି ବର୍ଦ୍ଧିତ ଦର ଘୋଷଣା ପରେ ଗତ ତିନି ଦିନ ଭିତରେ ପେଟ୍ରୋଲ ୧.୭୪ ଟଙ୍କା ଏବଂ ଡିଜେଲ୍ ୧.୭୮ ଟଙ୍କା ବୃଦ୍ଧି ପାଇଛି। ଦର ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି…

ବଢ଼ିଲା ସୁନା ଦର, ୬ ବର୍ଷରେ ସର୍ବାଧିକ

ନୂଆଦିଲ୍ଲୀ: ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଅଘୋଷିତ ଯୁଦ୍ଧର ପ୍ରଭାବ ଭାରତୀୟ ବଜାରରେ ପଡ଼ିଛି। ସକାଳୁ ସେନସେକ୍ସ ଓ ନିଫ୍ଟି ହ୍ରାସ ପାଇଥିବା ବେଳେ ଅନ୍ୟପଟେ ସୁନା ଦର ଉପରେ ପଡ଼ିଛି ପ୍ରଭାବ। ଆଜି ଭାରତରେ ସୁନାଦର ରେକର୍ଡ ଭାବେ ବୃଦ୍ଧି ପାଇଛି। ଆଜି ୧୦ ଗ୍ରାମ ସୁନାର ମୂଲ୍ୟ ୨.୩% ଅର୍ଥାତ ୯୧୮…

‘ପିଆଜ ପାଇଁ ଦିନେ ଏ ସରକାର…

ଭୁବନେଶ୍ବର: କନ୍ଦାଉଛି ପିଆଜ। ରାଜ୍ୟରେ ପରିବାଦର ସହିତ ପିଆଜ ଦର ଆକାଶ ଛୁଆଁ। ଯାହାକୁ ନେଇ ରାଜ୍ୟବାସୀ ହନ୍ତସନ୍ତ ହେଉଛନ୍ତି। ଅପରପକ୍ଷେ ପିଆଜ ଦର ବୃଦ୍ଧିକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ। ସାମ୍ବାଦିକଙ୍କ ପିଆଜ ଦର ବୃଦ୍ଧି ପ୍ରଶ୍ନରେ ସୁର କହିଛନ୍ତି ଯେ, ଏ…