Odisha Link
Bridging the Missing Links in Odisha
Browsing Tag

Himachal Pradesh

କିଏ ହେବ ହିମାଚଳ ମୁଖ୍ୟମନ୍ତ୍ରୀ ?…

ଓଏଲ୍‌ ବ୍ୟୁରୋ: ହିମାଚଳ ପ୍ରଦେଶରେ ସରକାର ଗଠନ ପାଇଁ ବହୁମତ ପାଇବା ପରେ କଂଗ୍ରେସ ପାଇଁ ବଢ଼ୁଛି ଅଡ଼ୁଆ। ମୁଖ୍ୟମନ୍ତ୍ରୀ ପଦରେ କିଏ ବସିବ, ଏହାକୁ ନେଇ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ସହମତି ହୋଇପାରୁ ନାହିଁ। ଗତକାଲି ମୁଖ୍ୟମନ୍ତ୍ରୀ ବାଛିବା ପାଇଁ ସିମଲାରେ ଦଳ ପକ୍ଷରୁ ନବନିର୍ବାଚିତ ବିଧାୟକଙ୍କ ବୈଠକ…

ଭୟାବହ ଅଗ୍ନିକାଣ୍ଡ: ଗୋଟିଏ ପରିବାରର…

ଚମ୍ବା: ହିମାଚଳ ପ୍ରଦେଶ ଚମ୍ବାରେ ଅଭାବନୀୟ ଘଟଣା। ଚମ୍ବା ଜିଲ୍ଳାର ସୁଇଲା ଗ୍ରାମର ଜଣଙ୍କ ଘରେ ଭୀଷଣ ଅଗ୍ନିକାଣ୍ଡ ହେବା ଫଳରେ ୪ଜଣଙ୍କର ମୃତ୍ୟୁ ହେବା ସହ ଘରେ ରହିଥିବା କିଛି ପଶୁ ମଧ୍ୟ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଯାହାଫଳରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।…

କଙ୍ଗନାଙ୍କୁ ନିନ୍ଦା କଲେ ଉର୍ମିଳା ,…

ମୁମ୍ବାଇ: କଙ୍ଗନା ରାନାୱତ ମୁମ୍ବାଇ ଏବଂ ବଲିଉଡରେ ଡ୍ରଗ୍ସ ର କାରବାରକୁ ନେଇ ନିଜ ମନ୍ତବ୍ୟ ରଖିଥିଲେ । ଏହାକୁ ବଲିଉଡର ବରିଷ୍ଠ ଅଭିନେତ୍ରୀ ଉର୍ମିଳା ମାତୋନ୍ଦକର ନିନ୍ଦା କରିଛନ୍ତି। 'ରେଙ୍ଗେଲା' ଅଭିନେତ୍ରୀ ଏକ ନ୍ୟୁଜ୍ ପୋର୍ଟାଲକୁ କହିଛନ୍ତି ଯେ ଯଦି କଙ୍ଗନା ନିଶା ସେବନ ବିରୋଧରେ ଯୁଦ୍ଧ ଆରମ୍ଭ…

୧୮ କିମି ପାହାଡିଆ ରାସ୍ତାରେ…

କୁଲ୍ଲୁ: କଥାରେ ଅଛି ରଖିଲେ ଶିବ ମାରେ କିଏ। ଠିକ୍‌ ସେହିଭଳି ଜଣେ ଗର୍ଭବତୀ ମହିଳା ଅସୁବିଧାରେ ଥିବାବେଳେ ଗାଁ ଲୋକ ତାଙ୍କୁ ବିପଦରେ ସାହାଯ୍ୟ କରିଛନ୍ତି। ଏଭଳି ଏକ ଘଟଣା ଆସିଛି ହିମାଚଳ ପ୍ରଦେଶର କୁଲ୍ଲୁ ଅନ୍ତର୍ଗତ ଶକ୍ତି ଗାଁରୁ। ହସ୍ପିଟାଲ ଓ ସଡ଼କ ସୁବିଧା ନଥିବାରୁ ଗାଁର କିଛି ମହିଳା ଜଣେ…

ପ୍ରବଳ ବରଫପାତରେ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

ଶିମଲା: ହିମାଚଳ ପ୍ରଦେଶରେ ହେଉଛି ପ୍ରବଳ ମାତ୍ରାରେ ବରଫପାତ। ବରଫପାତ ଯୋଗୁଁ ବିଭିନ୍ନ ଅଞ୍ଚଳରେ ହଜାର ହଜାର ପର୍ଯ୍ୟଟକ ଫଶିରହିଛନ୍ତି। ବର୍ତ୍ତମାନ ସୁଦ୍ଧା ବରଫପାତରେ ୨ ପର୍ଟ୍ୟଟକଙ୍କ ମୃତ୍ୟୁ ହୋଇଥିବା ବେଳେ ୪୮ ଘଣ୍ଟା ଧରି ରାଜ୍ୟର ବହୁ ଅଞ୍ଚଳରେ ହ୍ବାଇଟ୍‌ କର୍ଫ୍ୟୁ ଜାରି କରାଯାଇଛି। କେଲାଙ୍ଗରେ…

ହିମାଚଳ ପ୍ରଦେଶରେ ଦୁଇଥର ଭୂକମ୍ପ ଝଟକା

ଶିମଲା: ହିମାଚଳ ପ୍ରଦେଶର ଲାହୋଲ- ସ୍ପିତି ଜିଲାରେ ଆଜି ସକାଳେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏହି ଝଟକା ଅନୁଭବ ହେବା ମାତ୍ରେ ଲୋକମାନେ ଘରୁ ବାହାରକୁ ଚାଲି ଆସିଥିଲେ। ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୪ ରହିଥିବା ବେଳେ ଏହାର କେନ୍ଦ୍ରସ୍ଥଳ ଲାହୋଲ – ସ୍ପିତି ଜିଲାର ଭୂ-ପୃଷ୍ଠରୁ ୫ କିମି…

ପ୍ରବଳ ବର୍ଷା ଓ ଭୂସ୍ଫଳନ ଯୋଗୁଁ…

ଉତ୍ତରାଖଣ୍ଡ: ଦକ୍ଷିଣ ଭାରତରେ ବର୍ଷା ତାଣ୍ଡବ ରଚିବା ପରେ ଏବେ ଉତ୍ତର ଭାରତରେ ତାଣ୍ଡବ ରଚୁଛି ବର୍ଷା। ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ପରେ ଭୁସ୍ଫଳନ ହେବା ଯୋଗୁଁ ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ବନ୍ୟା ସୃଷ୍ଟି ହୋଇଛି। ଫଳରେ ଉତ୍ତରାଖଣ୍ଡରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା…