Odisha Link
Bridging the Missing Links in Odisha
Browsing Tag

Hindi Movie

ହିନ୍ଦୀ ଭାଷାରେ ରିଲିଜ୍ ହେଲା…

ଓଏଲ୍‌ ବ୍ୟୁରୋ : ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନୂତନ ଇତିହାସ ଯୋଡିଲା 'ଦମନ'। ଆଜି ହିନ୍ଦୀ ଭାଷାରେ ରିଲିଜ୍ ହୋଇଛି ’ଦମନ’। ଶୁକ୍ରବାର ଦେଶର ୩ଶହରୁ ଊର୍ଧ୍ୱ ହଲରେ ଦର୍ଶକ ଦେଖିବେ ଏହି ଫିଲ୍ମ। ମୁମ୍ବାଇର ପିଭିଆର ହଲରେ ଏହି ଫିଲ୍ମର ହୋଇଛି ପ୍ରିମିୟର ସୋ। ଏଥିପାଇଁ ଦମନର ପୂରା ଦଳ ମୁମ୍ବାଇ ଗସ୍ତରେ…

PHOTO: ବଲିଉଡ୍‌ର ଅପ୍‌ସରା ଓଡ଼ିଆ ଝିଅ…

ଭୁବନେଶ୍ବର: ଲକ୍‌ଡାଉନ୍‌ ସମୟରେ ହିନ୍ଦୀ ସିନେମା ଜଗତରେ ଜଣେ ନବାଗତା ଓଡ଼ିଆ ତରୁଣୀ ନିଜ ଅଭିନୟର ଯାଦୁ ଦେଖାଇବାକୁ ଯାଉଛନ୍ତି। ରାମ ଗୋପାଲ ବର୍ମାଙ୍କ ଆଗାମୀ ଚଳଚ୍ଚିତ୍ର 'ଥ୍ରୀଲର୍‌'ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ଓଡ଼ିଆ ଝିଅ ଅପ୍‌ସରା ରାଣୀ। ଏ ନେଇ ଗତକାଲି ଟୁଇଟ୍‌ ଯୋଗେ ଘୋଷଣା କରିଛନ୍ତି ରାମ…

‘ଛପାକ୍‍’ ପୂର୍ବରୁ ପରଦାକୁ ଆସିବ…

ମୁମ୍ବଇ: ଏସିଡ଼୍‍ ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲ୍‍ଙ୍କ ଜୀବନ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ଛପାକ୍‍’ କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହିତ। ଦୀପିକା ପାଦୁକୋନଙ୍କ ଅଭିନୀତ ଏହି ଚଳଚ୍ଚିତ୍ର ୧୦ ଜାନୁଆରୀରେ ମୁକ୍ତିଲାଭ କରିବାକୁ ଥିଲା ବେଳେ ‘ଛପାକ୍‍’ ମୁକ୍ତିଲାଭର ଗୋଟିଏ ସପ୍ତାହ ପୂର୍ବରୁ ସେହିଭଳି ଏକ…

ଚର୍ଚ୍ଚାରେ ହିନ୍ଦୀ-ଓଡ଼ିଆ…

ଭୁବନେଶ୍ବର: ବାଳ..। ଏଭଳି ଏକ ଶବ୍ଦ ଯାହା ଏବେ ଖୁବ୍‌ ଚର୍ଚ୍ଚିତ। ଆଜିର ସମାଜରେ ବାଳ ଅର୍ଥାତ କେଶ ହେଉଛି ମୁଖ୍ୟ ପ୍ରସଙ୍ଗ। କେଶ ଝଡ଼ିବା ଏବେ ଏକ ରୋଗ ପରି ବ୍ୟାପିଛି। କେଶ ଝଡ଼ିବା ଫଳରେ ଅଧିକାଂଶ ଲୋକ ଚନ୍ଦା ହୋଇଥାନ୍ତି। ଚନ୍ଦା ଲୋକମାନେ କିପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ଥଟ୍ଟା ଉପହାସର ଶିକାର…