କ୍ୟାପଟେନ୍ ବିବାଦ ପ୍ରସଙ୍ଗ: ବଡ଼ ବୟାନ…
ନୂଆଦିଲ୍ଲୀ: ଚର୍ଚ୍ଚାରେ ଟିମ୍ ଇଣ୍ଡିଆରେ କ୍ୟାପଟେନ୍ସି ପ୍ରସଙ୍ଗ। ଭାରତୀୟ କ୍ରିକେଟ ଦଳର ସୀମିତ ଓଭରର ନୂଆ ଅଧିନାୟକ ଭାବେ ରୋହିତ ଶର୍ମାଙ୍କୁ ମିଳିଛି ଦାୟିତ୍ବ। ବିରାଟ କୋହଲିଙ୍କୁ ଦିନିକିଆ ଅଧିନାୟକ ପଦରୁ ହଟାଯାଇ ରୋହିତଙ୍କୁ ଅଧିନାୟକ ଦାୟିତ୍ବ ମିଳିବା ପରେ ସାମାଜିକ ଗଣମାଧ୍ୟମରେ ବିତର୍କ ଜାରି…