Odisha Link
Bridging the Missing Links in Odisha
Browsing Tag

Hospital

ଚିକିତ୍ସିତ ଅବସ୍ଥାରେ ସ୍ୱାମୀକୁ ଛାଡି…

ଓଏଲ୍ ବ୍ୟୁରୋ : କଟକ ମେଡିକାଲକୁ ସ୍ବାମୀଙ୍କ ଚିକିତ୍ସା ପାଇଁ ସ୍ତ୍ରୀ ସାଙ୍ଗରେ ଯାଇଥିଲେ । ହସ୍ପିଟାଲରେ ଟିକେଟ କରିବାକୁ ଯାଇଥିଲେ ସ୍ତ୍ରୀ ପରେ ନିଖୋଜ ହୋଇଥିବାର ଜଣା ପଡ଼ିଛି। ନିଖୋଜ ହୋଇଥିବା ମହିଳା ହେଉଛନ୍ତି କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତର ସୁମିତ୍ରା ସ୍ବାଇଁ । ଗତ ୭ ତାରିଖ ଦିନ ସ୍ବାମୀଙ୍କ…

ନିରଞ୍ଜନ ପଟ୍ଟନାୟକ ଅସୁସ୍ଥ, ମେଡିକାଲରେ…

ଓଏଲ୍‌ ବ୍ୟୁରୋ: ମେଡିକାଲରେ ଭର୍ତ୍ତି ହେଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଆଜି ସନ୍ଧ୍ୟାରେ ଅସୁସ୍ଥ ହେବାରୁ ଭୁବନେଶ୍ବରସ୍ଥିତ ଆପୋଲୋ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି ବୋଲି ସୂଚନା ରହିଛି। ମିଳିଥିବା ସୂଚନା ମୁତାବିକ, କେଉଁ କାରଣରୁ ନିରଞ୍ଜନ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ଦଳ…

ହସ୍ପିଟାଲ ପାଇଁ ଗାଇଡଲାଇନ୍ ଜାରି କଲେ…

ଭୁବନେଶ୍ୱର: କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଚାଲିଥିବା ବେଳେ ରାଜ୍ୟରେ କଟକଣାକୁ କଡାକଡି କରାଯାଇଛି। ସଂକ୍ରମଣରେ ବ୍ରେକ୍‌ ଦେବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ହସ୍ପିଟାଲ ପାଇଁ ଗାଇଡଲାଇନ୍ ଜାରି କରାଯାଇଛି। ଏହି ଗାଇଡଲାଇନରେ…

କୋଭିଡ ଡାକ୍ତରଖାନାରେ ଭୟାବହ…

ରାୟପୁର: ଛତିଶଗଡ଼ର ପଚପେଡି ନାକା ନିକଟରେ ଥିବା କୋଭିଡ ଡାକ୍ତରଖାନାରେ ଭୟାବହ ଅଗ୍ନିକାଣ୍ଡ। ରାଜଧାନୀ ଡାକ୍ତରଖାନାରେ ନିଆଁ ଲାଗି ୫ ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ସୂଚନା ରହିଛି। ପାଖାପାଖି ୫୦ ଜଣ ରୋଗୀଙ୍କ ଚିକିତ୍ସା ଏଠାରେ କୋଭିଡ୍ ଚିକିତ୍ସା ଚାଲିଥିଲା। ତେବେ ସର୍ଟ…

ହସ୍ପିଟାଲ ପାଇଁ କୋଭିଡ ଗାଇଡଲାଇନ ଜାରି

ଭୁବନେଶ୍ୱର: ପୁଣି କାୟା ବିସ୍ତାର କଲାଣି କରୋନ। ହୁହୁ ହେଇ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ହସ୍ପିଟାଲ ପାଇଁ କୋଭିଡ ଗାଇଡଲାଇନ ଜାରି କରିଛନ୍ତି। ଗାଇଡଲାଇନ ମୁତାବକ, ଗାଇଡ୍…

ହସ୍ପିଟାଲରେ ଭର୍ତ୍ତି ହେଲେ ଅକ୍ଷୟ କୁମାର

ମୁମ୍ବାଇ: ରବିବାର ପଜିଟିଭ ଚିହ୍ନଟ ହୋଇଥିଲେ ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର। ସ୍ବାସ୍ଥ୍ୟଅବସ୍ଥା ବିଗିଡ଼ିବାରୁ ସୋମବାର ଦିନ ମେଡିକାଲରେ ଭର୍ତ୍ତି ହେଲେ ଅକ୍ଷୟ କୁମାର। ଏନେଇ ସେ ନିଜେ ସୋଶାଲ ମିଡିଆରେ ସୂଚନା ଦେଇଛନ୍ତି। ଏଥିସହ ଅକ୍ଷୟ ନିଜ ସ୍ୱାସ୍ଥ୍ୟଗତ ଅପ୍‌ଡେଟ ମଧ୍ୟ ଦେଇଛନ୍ତି। ଅକ୍ଷୟ ନିଜ…

ହସ୍ପିଟାଲ୍‌ରୁ ନବଜାତ ଶିଶୁ ନିଖୋଜ!

କୋରାପୁଟ: ହସ୍ପିଟାଲ୍‌ରୁ ନବଜାତ ଶିଶୁ ନିଖୋଜ। ଶିଶୁ ନିଖୋଜ ଘଟଣା କୋରାପୁଟ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏସଏନସିୟୁରୁ ହୋଇଥିବା ନେଇ ଅଭିଯୋଗ ହୋଇଛିି। ପ୍ରସବ ପରେ ମା’ର ମୃତ୍ୟୁ ହେବାରୁ ପରିବାର ଲୋକେ ମୃତଦେହ ଘରକୁ ଆଣିଥିଲେ। ପରେ ମେଡିକାଲ ଯାଇ ନବଜାତକୁ ପରିବାର ଲୋକେ ପାଇନଥିଲେ। ଶିଶୁଟିକୁ କେହି…

କଟକ: ଘରୋଇ ହସ୍ପିଟାଲରେ ଭୟାବହ…

କଟକ: ଘରୋଇ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ। କଟକ ତୁଳସୀ ପୁରରେ ଏହି ଭୟା ବହ ଅଗ୍ନାକାଣ୍ଡ ହୋଇଛି। ନିଆଁ ଲାଗିବାର କାରଣ ଅସ୍ପଷ୍ଟ।ଅଗ୍ନିକାଣ୍ଡରେ କୌଣସି କ୍ଷୟ କ୍ଷତି ହୋଇ ନାହିଁ । ଘରୋଇ ହସ୍ପିଟାଲ 'ସନ୍ ହସ୍ପିଟାଲରେ' ନିଆଁ ଲାଗିଛି। ନିଆଁ ଲିଭାଇବାକୁ ଘଟଣା ସ୍ଥଳରେ ୬ ଅଗ୍ନିଶମ ଗାଡ଼ିର ଉଦ୍ୟମ…

ଡାକ୍ତରଖାନାରେ ଭର୍ତ୍ତି ହେଲେ କେନ୍ଦ୍ର…

ନୂଆଦିଲ୍ଲୀ: ଡାକ୍ତରଖାନାରେ ଭର୍ତ୍ତି ହେଲେ କେନ୍ଦ୍ର ମନ୍ତ୍ରୀ ଡି.ଭି ସଦାନନ୍ଦ। ହଠାତ୍ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି କେନ୍ଦ୍ର ରାସାୟନିକ ଏବଂ ସାର ମନ୍ତ୍ରୀ ଡି.ଭି ସଦାନନ୍ଦ ଗୌଡା। ରାଜ୍ୟ ବିଜେପିର ଏକ କାର୍ଯ୍ୟନିର୍ବାହୀ ବୈଠକ ସାରି ସେ ଶିମୋଗାରୁ ଯାତ୍ରା…

ସୁସ୍ଥ ହୋଇ ଘରକୁ ଫେରିଲେ ସାଉଥ୍…

ହାଇଦ୍ରାବାଦ : ସୁସ୍ଥ ହୋଇ ଘରକୁ ଫେରିଲେ ସାଉଥ୍ ସୁପରଷ୍ଟାର ରଜନୀକାନ୍ତ। ସେଠାରେ ତାଙ୍କର କରୋନା ପରୀକ୍ଷା କରାଯିବା ପରେ ଚିକିତ୍ସା ଆରମ୍ଭ ହୋଇଥିଲା। କରୋନା ରିପୋର୍ଟ ନେଗେଟିଭ ଆସିଥିବା ବେଳେ ଆଜି ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ସଂପୂର୍ଣ୍ଣ ଭାବେ ବିିଶ୍ରାମ କରିବା ସହ କୌଣସି କଥାକୁ…