Odisha Link
Bridging the Missing Links in Odisha
Browsing Tag

Hunger Strike

ଆମରଣ ଅନଶନରେ ଯାତ୍ରା କଳାକାର

ଭୁବନେଶ୍ବର: ଆମରଣ ଅନଶନରେ ଯାତ୍ରା କଳାକାର। ୧୨ ଦଫା ଦାବି ପୂରଣ ନେଇ ଭୁବନେଶ୍ୱର ଲୋୟର ପିଏମଜିରେ ଧାରଣା ଦେଲେ ଯାତ୍ରା କଳାକାର। ୨ ହଜାର ଦର୍ଶକଙ୍କୁ ନେଇ ଯାତ୍ରା ପରିବେଷଣ ପାଇଁ ଅନୁମତି ଦାବିରେ ଯାତ୍ରା ସଂଘ ପକ୍ଷରୁ ଆମରଣ ଅନଶନ ଓ ଗଣଧାରଣା ଦିଆଯାଇଛି। ୨୩ ତାରିଖ ସୁଦ୍ଧା ସରକାର ଦାବି ପୂରଣ ନ କଲେ…

ଆଜି ଅନଶନ କରିବେ ଚାଷୀ

ନୂଆଦିଲ୍ଲୀ: କେନ୍ଦ୍ରର ନୂଆ କୃଷି ଆଇନ୍ ବିରୋଧରେ ଦିଲ୍ଲୀରେ ଚାଷୀଙ୍କ ପିରୋଧ ପ୍ରଦର୍ଶନ ୨୬ତମ ଦିନରେ ପହଞ୍ଚିଛି। ଏହି କ୍ରମରେ ଚାଷୀ ସୋମବାର ଦିନ ସମସ୍ତ ପ୍ରଦର୍ଶନ ସ୍ଥଳରେ ଦିନକ ପାଇଁ ରିଲେ (ପର୍ଯ୍ୟାୟକ୍ରମେ) ଅନଶନ କରିବେ। ଅନ୍ୟପକ୍ଷରେ ଡିସେମ୍ବର ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ହରିୟାଣାରେ ସମସ୍ତ…

ଟୋକନରୁ ବଞ୍ଚିତ ଚାଷୀଙ୍କ ଆମରଣ ଅନଶନ

କଳାହାଣ୍ଡି : କଳାହାଣ୍ଡି ଜିଲା କଲମପୁର ସମବାୟ ସମିତି ଅଧିନରେ ଆସୁଥିବା କେତେକ ଚାଷୀ ଧାନ ବିକ୍ରି ପାଇଁ ଟୋକନରୁ ବଞ୍ଚିତ ହୋଇଛନ୍ତି। ଟୋକନ ନ ମିଳିଥିବାରୁ ଚୋୀମାନେ ଆଜି ଆମରଣ ଅନଶନରେ ବସିଛନ୍ତି। ପ୍ରଶାସନର ଅବହେଳାରୁ ଟୋକନ ପାଇବାରୁ ବଞ୍ଚିତ ହୋଇଛନ୍ତି ବୋଲି ସେମାନେ ଦାବି କରୁଛନ୍ତି। ଫଳରେ…

ଅନଶନରେ ବସିଲେ ରାଜୀବ ଗାନ୍ଧି…

ଚେନ୍ନାଇ: ଜେଲରେ ଅନଶନ କଲେ ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାରେ ଦଣ୍ଡ ଭୋଗୁଥିବା ଏସ୍‌ ନଳିନୀ ଶ୍ରୀହରରନ୍‌। ସେ ଆଜିଠୁ ଭେଲୋର ମହିଳା ଜେଲରେ ଅନଶନ ଆରମ୍ଭ କରିଛନ୍ତି। ଜେଲ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ସେ ଶୁକ୍ରବାରଠାରୁ ଏହି ଅନଶନ ବାବଦରେ ଜଣାଇ ଦେଇଛନ୍ତି। ସେ ଆଜି ଜଳଖିଆ ମଧ୍ୟ ଖାଇନାହାନ୍ତି। ସେ…