Odisha Link
Bridging the Missing Links in Odisha
Browsing Tag

ICC CRICKET WORLD CUP 2019

ଅମିତାଭଙ୍କ ଛକାରେ ଆଇସିସି ବେହାଲ

ନୂଆଦିଲ୍ଲୀ: ଆପଣମାନେ ତ ନିଶ୍ଚୟ ସ୍କୁଲ କଲେଜରେ ପାଠ ପଢିଥିବେ। ଆପଣଙ୍କୁ ପାଠ ପଢାଇଥିବା ସାର ମ୍ୟାଡାମଙ୍କୁ ତ କେବେ ହେଲେ ଭୁଲି ନଥିବେ। କାରଣ କଠିନରୁ କଠିନ ଫର୍ମୁଲା ଗୁଡ଼ିକୁ ଆପଣଙ୍କ ଶିକ୍ଷକ ମାନେ ଖୁବ୍‌ ସରଳ ଉଦାହରଣ ଦେଇ ବୁଝାଇଥାନ୍ତି। ଯାହକି ଆପଣ ସହଜରେ ବୁଝିବା ସହିତ ତାହା ସବୁବେଳେ ମନେ…

ବିଶ୍ବକପ୍‌ ଫାଇନାଲ ମ୍ୟାଚର ଫଳାଫଳକୁ ନେଇ…

ଳଣ୍ଡନ: ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ଶେଷରେ ୨୦୧୯ ବିଶ୍ବକପ୍‌ ଟ୍ରଫି ଇଂଲଣ୍ଡ ଦଳ ନେଇଛି। ଗତକାଲିର ଫାଇନାଲ ମ୍ୟାଚ ପରି ୧୯୭୫ରୁ ୨୦୧୫ ପର୍ଯ୍ୟନ୍ତ ଖେଳାଯାଇଥିବା ୧୧ ଟି ବିଶ୍ବକପରେ କେବେ ଦେଖିବାକୁ ମିଳିନଥିଲା। ୧୨ ତମ ସଂସ୍କରଣର ଫାଇନାଲ ମ୍ୟାଚ ବେଶ୍‌ ରୋମାଞ୍ଚକର ଥିଲା। ଫାଇନାଲ ମ୍ୟାଚର ପ୍ରତ୍ୟେକଟି…

୦ ରନରେ ବିଶ୍ବକପ୍‌ ହାରି କ’ଣ…

ଲଣ୍ଡନ: ଦୀର୍ଘ ୪୫ ଦିନର ଖେଳ ପରେ କ୍ରିକେଟ ଜଗତକୁ ନୂଆ ବିଶ୍ବକପ୍‌ ବିଜୟୀ ଦଳ ମିଳିଯାଇଛି। ଗତକାଲି ରୋମାଞ୍ଚକର ମ୍ୟାଚରେ ଇଂଲଣ୍ଡ ଦଳ ବିଶ୍ବବିଜୟୀ ହୋଇଛି। ଟାଇ ଟାଇ ପରେ ଟାଇଟଲ ହାତେଇଛି କ୍ରିକେଟର ଜନକ ଇଂଲଣ୍ଡ ଦଳ। ଅପରପକ୍ଷେ ସାରା ବିଶ୍ବବାସୀଙ୍କ ଦୃଦୟ ଜିତିଛି ନ୍ୟୁଜିଲାଣ୍ଡ ଦଳ। ପ୍ରଥମ ଥର ପାଇଁ ୦…

କ୍ରିକେଟ ବିଶ୍ବକପ୍: ବିଶ୍ବ ବିଜେତା ପାଇଁ…

ଲର୍ଡସ: ଆଜି କ୍ରିକେଟ ବିଶ୍ବକପ୍‌ ୨୦୧୯ର ଫାଇନାଲ ମୁକାବିଲା। ଦୀର୍ଘ ୪୫ ଦିନ ଏବଂ ୪୭ଟି ମ୍ୟାଚ ପରେ ବିଶ୍ବକପ୍‌ ଫାଇନାଲ ମ୍ୟାଚ ଖେଳାଯିବ। ଏହି ଫାଇନାଲ ମ୍ୟାଚ ଐତିହାସିକ ଲର୍ଡସ ଗ୍ରାୁଉଣ୍ଡରେ ଖେଳାଯିବ। ଚଳିତ ବିଶ୍ବକପ୍‌ ଫାଇନାଲରେ କ୍ରିକେଟର ସ୍ରଷ୍ଟା ଇଂଲଣ୍ଡ ଏବଂ ଅଣ୍ଡରଡଗ୍‌ ନ୍ୟୁଜିଲାଣ୍ଡ ମଧ୍ୟରେ…

ଭାରତ-ପାକିସ୍ତାନ ମ୍ୟାଚର ବଲ ୧.୫ ଲକ୍ଷରେ…

ନୂଆଦିଲ୍ଲୀ: ଆଉ ୨ ଦିନ ପରେ କ୍ରିକେଟ ମହାକୁମ୍ଭ ସମାପ୍ତ ହେବ। କିନ୍ତୁ ଛାଡ଼ିଯିବ ଅନେକ ସ୍ମୃତି ଓ ଅନୁଭୂତି। କ୍ରିକେଟ ପ୍ରେମୀ ବିଶ୍ବକପର ସ୍ମୃତିକୁ ତାଜା କରିବା ପାଇଁ ଆପଣାଇଥାନ୍ତି ବହୁତ ଉପାୟ। କିଏ ବିଶ୍ବକପର ସ୍ମୃତିକୁ ମନେ ରଖିବା ପାଇଁ ଫଟୋ ଉଠେଇଥାଆନ୍ତି ଆଉ କେହି କେହି ନିଜ ମନ ପସନ୍ଦର…

ବିଶ୍ବକପକୁ ନେଇ କାହା ଭବିଷ୍ୟବାଣୀ ସତ…

ଭୁବନେଶ୍ବର: ୨୦୧୯ ବିଶ୍ବକପ୍‌ ଟ୍ରଫି କିଏ ହାତେଇବ ସେ ନେଇ ପୁରାତନ ଖେଳାଳି ଏବଂ କ୍ରିକେଟ ବିଶେଷଜ୍ଞ ମାନେ ଭବିଷ୍ୟବାଣୀ କରିଥିଲେ। ସମସ୍ତଙ୍କୁ ପଛରେ ପକାଇ ଜଣେ ପୁରାତନ ଖେଳାଳୀଙ୍କ ଭବିଷ୍ୟବାଣୀୀ ସତ ହୋଇଛି। ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ୍‌ ଭନ୍‌ଙ୍କ ଭବିଷ୍ୟବାଣୀ ସତ ପ୍ରମାଣିତ ହୋଇଛି। ସେ…

୨୦୧୫ ବିଶ୍ୱକପ୍ ଇତିହାସକୁ ଦୋହରାଇଲା…

ନୂଆଦିଲ୍ଲୀ: କ୍ରିକେଟ ବିଶ୍ୱକପ୍ ୨୦୧୯ର ପ୍ରଥମ ସେମିଫାଇନାଲ ଗତକାଲି ସରିଯାଇଛି। ଟିମ୍ ଇଣ୍ଡିଆକୁ ହରାଇ ନ୍ୟୁଜିଲାଣ୍ଡ ଟିମ୍ ବିଶ୍ବକପ ଫାଇନାଲରେ ପ୍ରେବଶ କରିଛି । ଅପରପକ୍ଷେ ଟିମ୍ ଇଣ୍ଡିଆ ବିଶ୍ୱକପ ତୃତୀୟ ଥର ହାତେଇବାର ସ୍ୱପ୍ନ ଧୁଳିସାତ୍ ହୋଇଯାଇଛି । ୧୩୦ କୋଟି ଭାରତୀୟ କ୍ରିକେଟ ପ୍ରେମୀଙ୍କ ଆଶା…

ଆଜି ହେବ ସ୍ଥଗିତ ଥିବା…

ମଞ୍ଚେଷ୍ଟର: ଚଳିତ ବିଶ୍ବକପରେ କେଉଁ ଦଳ ବିଜୟୀ ହେବ ତାହା ଆସନ୍ତା ୧୪ ତାରିଖରେ ସ୍ପଷ୍ଟ ହେବ। କିନ୍ତୁ ଇତି ମଧ୍ୟରେ ବର୍ଷା ଏକ ରକମର ବିଶ୍ବକପ୍‌ ହାତେଇ ନେଇଛି ବୋଲି ଲୋକେ ତାତ୍ସଲ୍ୟ କରି କହୁଛନ୍ତି। ଗତକାଲି ବର୍ଷା ପାଇଁ ସ୍ଥଗିତ ହେଲା ସେମିଫାଇନାଲ ମ୍ୟାଚ୍। ଆଜି ପୁଣିଥରେ ମାଞ୍ଚେଷ୍ଟର ମୈଦାନରେ…

ଧୋନି @୩୫୦

ମଞ୍ଚେଷ୍ଟର:  ଚଳିତ ବିଶ୍ବକପର ପ୍ରଥମ ସେମିଫାଇନାଲ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡ ପଡିଆରେ ଖେଳାଯାଉଛି। ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ନ୍ୟୁଜିଲାଣ୍ଡ ଏବଂ ଫିଲ୍ଡିଂ କରୁଛି ଟିମ୍ ଇଣ୍ଡିଆ। ଏଥି ସହିତ ଟିମ୍‌ ଇଣ୍ଡିଆ ଓ୍ବିକେଟ କିପର ମହେନ୍ଦ୍ର ସିଂହ…

ବିଶ୍ବକପ୍ ସେମିଫାଇନାଲ : ନ୍ୟୁଜିଲାଣ୍ଡ…

ମାଞ୍ଚେଷ୍ଟର୍‌: କ୍ରିକେଟ ବିଶ୍ବକପ୍‌ ୨୦୧୯ର ଆଜି ହେଉଛି ପ୍ରଥମ ସେମିଫାଇନାଲ। ଏହି ହାଇଭୋଲଟେଜ ମୁକାବିଲାରେ ନ୍ୟୁଜିଲାଣ୍ଡ ଦଳ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ କରିବାର ନିର୍ଣ୍ଣୟ ନେଇଛି। ଫଳରେ ବିରାଟବାହିନୀକୁ ପ୍ରଥମେ ବୋଲିଂ କରିବାକୁ ପଡ଼ିବ। ଫାଇନାଲ ଟିକେଟ ଟାଇଟଲ ପାଇଁ ମୁହାଁମୁହିଁ ହେବେ ଭାରତ…